ନେତା ଆସିଲେ, ନବୀନ ନିବାସରୁ ଟିକେଟ ନେଲେ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ଏବେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରାର୍ଥିପତ୍ର ଦାଖଲା ନିକଟରେ ବିଜେଡି ତୃତୀୟ ପର୍ଯ୍ୟାୟ...
ମହାରାଷ୍ଟ୍ର କଂଗ୍ରେସ ନରେନ୍ଦ୍ର ମୋଦିଙ୍କୁ କହିଲା ‘ଶିଶୁପାଳ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ସରଗରମ ହେଉଛି ଜାତୀୟ ରାଜନୀତି। ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହେଲାଣି କାଦୁଅ ଫୋପଡ଼ା। ଏହି କ୍ରମରେ ଶନିବାର କଂଗ୍ରେସ କଡ଼ା ପ୍ରହାର କରିଛି ବିଜେପି...
ପ୍ରାକ୍ ନିର୍ବାଚନୀ ମିଡିଆ ସର୍ଭେକୁ ନେଇ କିଏ ଖୁସ୍, କାହାର ଟେନସନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏବିପି-ସି ଭୋଟର୍ସ ପକ୍ଷରୁ ଓଡ଼ିଶାର ଲୋକସଭା ଆସନକୁ ନେଇ ପ୍ରାକ ନିର୍ବାଚନୀ ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଜଣାପଡ଼ିଛି ଯେ ବିଜେପି ଖାତାକୁ ୧୩, ବିଜେଡିକୁ ୭ ଏବଂ କଂଗ୍ରେସ...
ଭଦ୍ରକରୁ ଲଢ଼ିବେ ଅର୍ଜୁନଙ୍କ ପୁଅ ଅଭିମନ୍ୟୁ – ‘ ଚକ୍ରବ୍ୟୂହ’ ରଚିପାରିବ କି ବିଜେଡି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭଦ୍ରକର ୮ ଥରର ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡି ସହ ସବୁ ସମ୍ପର୍କ ତୁଟାଇଛନ୍ତିା ଶଙ୍ଖ ଶିବିର ଛାଡ଼ି ସେ ପଦ୍ମ ଧରିଛନ୍ତିା ପୁଅ ଅଭିମନ୍ୟୁଙ୍କୁ ଧରି ଅର୍ଜୁନ...
ବିଜେଡି ଦେଲାନି ଟିକେଟ, ସ୍ୱାଧୀନ ଭାବେ ଲଢ଼ିବେ ରଙ୍ଗବତୀ ଗାୟକ ଜିତେନ୍ଦ୍ରିୟ ହରିପାଲ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ। ଜିତେନ୍ଦ୍ରିୟ ହରିପାଲ ଆସନ୍ତା ନିର୍ବାଚନରେ ସମ୍ବଲପୁରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ।
ଜିତେନ୍ଦ୍ରିୟ ହରିପାଳ ସମ୍ବଲପୁର...
ସମ୍ବଲପୁରରେ ହେବ କଡ଼ା ଟକ୍କର – ବିଜେଡି, ବିଜେପିକୁ ଭରସା ନୂଆ ମୁହଁ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ବିଜେଡି ଓ ବିଜେପି ମଧ୍ୟରେ ସିଧା ଲଢେଇ ହେବ। ପ୍ରାର୍ଥିପତ୍ର ଦାଖଲ ପକ୍ରିୟା ଶେଷ ହେବାକୁ ଆଉ ମାତ୍ର...
ହିଞ୍ଜିଳିରୁ ବିଜେପିର ୨୨ଜଣ ସଦସ୍ୟ ବିଜେଡିରେ ମିଶିଲେ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଳୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ଆଗାମୀ ନିର୍ବାଚନ ପୂର୍ବରୁ ପ୍ରତିଫଳିତ ହେଉଛି। ଶନିବାର ନବୀନଙ୍କ ଘରୋଇ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଭାରତୀୟ...
ବିଜେପିରେ ଯୋଗ ଦେଲେ ଅର୍ଜୁନ ସେଠୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଏବଂ ତାଙ୍କ ପୁଅ ଅଭିମନ୍ୟୁ ସେଠୀ। ଅର୍ଜୁନ ଆଜି ବିଜେଡିରୁ ଇସ୍ତଫା ଦେଇଥିଲୋ ତାଙ୍କୁ ଏବଂ ତାଙ୍କ...
ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେଡି ଛାଡ଼ିଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ। ଦଳର ପ୍ରାଥମିକ ସଦସ୍ୟତା ଓ ସାଂସଦ ପଦରୁ ଅର୍ଜୁନ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ନିଜ ଇସ୍ତଫା...
ଘଷିପୁରାରୁ ନିର୍ବାଚନ ଲଢ଼ିବେ ପିସିସି ସଭାପତି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରା ନିର୍ବାଚନମଣ୍ଡଳୀରୁ ଏଥର ନିର୍ବାଚନ ଲଢ଼ିବେ।
କେନ୍ଦୁଝର ଜିଲ୍ଲୀ କଂଗ୍ରେସ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ପୂର୍ବରୁ କେନ୍ଦୁଝରରୁ ନିରଞ୍ଜନ ନିର୍ବାଚନ...




















