ମାର୍ଚ୍ଚ ୧୫ରେ OPSC ପ୍ରିଲିମ୍‌ନାରି ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧୫ରେ ଅନୁଷ୍ଠିତ ହେବ ଓପିଏସ୍‌ସି ପ୍ରିଲିମ୍‌ନାରି ପରୀକ୍ଷା। ଏନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫୩ଟି ପଦବୀ ପାଇଁ ଏହି ପରୀକ୍ଷା କରାଯିବ। ଏନେଇ ଆବେଦନ କରିଥିବା ପ୍ରାର୍ଥୀ...

ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏନ୍‌ଆର୍‌ସି ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏନ୍‌ଆର୍‌ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି...

ଆଇଆଇଟି ଖଡ଼ଗପୁରରେ ଅଣଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୨୪ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁରରେ ୮ଟି ଅଣଶିକ୍ଷକ ପଦବୀରେ ସମୁଦାୟ ୮୮ ଜଣଙ୍କୁ ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀ ଆସନ୍ତା ଫେବ୍ରୁଆରି ୨୪ ତାରିଖ ସୁଦ୍ଧା ଅନଲାଇନ୍ ଏବଂ ୨୮...

ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୧୮ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର୍‌ ପାଇଁ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର୍‌ ଏବଂ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦବୀରେ ରହିଛି ନିଯୁକ୍ତି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୪ ତାରିଖ ଯାଏଁ ଆବେଦନ କରିପାରିବେ। ପଦବୀ ସଂଖ୍ୟା: ପ୍ରଫେସର- ୩୦ଟି...
Job search

ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ୧୫ଟି ପଦବୀରେ ଚାକିରି ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ କନ୍ଧମାଳ ଦାରିଙ୍ଗବାଡ଼ିସ୍ଥିତ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଲେଭେଲ୍‌ ଫେଡେରେସନ୍‌ରେ ବିଭିନ୍ନ ପଦବୀରେ ସମୁଦାୟ ୧୫ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ ଫେବ୍ରୁଆରି ୧୮ ସୁଦ୍ଧା ଆବେଦନ କରିପାରିବେ। ପ୍ରୋଗ୍ରାମ...
NHM

ଗଞ୍ଜାମ: ଜିଲ୍ଲା ସ୍ୱାସ୍ଥ୍ୟ ସମିତିରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାସ୍‌ନାଲ ହେଲ୍‌ଥ ମିସନ୍ (NHM) ଅଧୀନରେ ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତିରେ ବିଭିନ୍ନ ପଦବୀ ଲାଗି ନିଯୁକ୍ତି ରହିଛି। ଏଥିପାଇଁ ଖୁବ୍‌ଶୀଘ୍ର ହେବ ଓ୍ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ। ପଦବୀ: ମେଡିକାଲ ଅଫିସର୍‌ ଏସ୍‌ଏନ୍‌ସିୟୁ ...

OSSCରେ ଜୁନିୟର ଆସିଷ୍ଟାଣ୍ଟ୍ ପଦବୀରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୧୦ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ OSSCର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ୩୧ଟି ଜୁନିୟର ଆସିଷ୍ଟାଣ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ପଦବୀ...

ମୟୂରଭଞ୍ଜ ଲ’ କଲେଜ୍‌ରେ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀରେ ନିଯୁକ୍ତି – ଏବେ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଲ’ କଲେଜ୍‌ରେ ଗୋଟିଏ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୦ ଯାଏଁ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା: ଅତିକମ୍‌ରେ...

SBIର ବିଭିନ୍ନ ପଦବୀରେ ନିଯୁକ୍ତି – ଫେବ୍ରୁଆରି ୧୨ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ (SBI) ବିଭିନ୍ନ ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍‌ ୧୦୬ଟି ପଦବୀ ପାଇଁ ନିଯୁକ୍ତି ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୧୨ ତାରିଖ...
ossc

OSSC: ଲାବୋରଟୋରୀ ଆସିଷ୍ଟାଣ୍ଟ୍ ପଦବୀରେ ଆବେଦନ ପାଇଁ ଘୁଞ୍ଚିଲା ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଲାବୋରଟୋରୀ ଆସିଷ୍ଟାଣ୍ଟ୍ କମ୍ ଷ୍ଟୋରକିପର ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଆବେଦନର ଶେଷ...