‘ଆଦିପୁରୁଷ’କୁ ନେଇ ବଢ଼ୁଛି ବିବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବଢ଼ୁଛି ବିବାଦ। ଚଳଚ୍ଚିତ୍ରର କେତୋଟି ଡାଏଲଗକୁ ନେଇ ଦେଶ ବ୍ୟାପୀ ଚାଲିଛି ବିରୋଧ ପ୍ରଦର୍ଶନ। ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ଅପେକ୍ଷା କରିରହିଥିବା ଦର୍ଶକ ଏବେ ଏହାକୁ ବିରୋଧ ଆରମ୍ଭ...

‘‘ସାତ ସୁରେ ବନ୍ଧା ମୋ ଜୀବନ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=TWx7HN9onMQ] ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ଓଡ଼ିଶାର ଜଣାଶୁଣା ଗାୟକ ଅଭିଜିତ ମିଶ୍ର। ଓଡ଼ିଆ ସଙ୍ଗୀତ ଜଗତର ଜଣେ  ଆଗଧାଡ଼ିର ଗାୟକ ହେଉଛନ୍ତି ଅଭିଜିତ ମିଶ୍ର। ୨୦୦୯ରେ ‘ସାତ ସୁରେ ବନ୍ଧା ଏ...

ହରଙ୍କୁ ହୋଇଛି ଅଭିନୟ ଜ୍ଵର

ବିଶ୍ଵଜିତ ସାହୁ [youtube https://www.youtube.com/watch?v=5NtR-v4zEeM]ଓଡ଼ିଆ ସିନେ ଦୁନିଆର ଲୋକପ୍ରିୟ ଅଭିନେତା ହର ରଥ। ଟେଲିଭିଜନ ହେଉ କି ସିନେ ପରଦା ତାଙ୍କ ନିଖୁଣ ଅଭିନୟ ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖିଛି। ତେବେ ହରଙ୍କୁ ଏ...

ଓଲିଉଡରେ କାଷ୍ଟିଂକାଉଚ ଝଡ଼: ଆଇନର ଆଶ୍ରୟ ନେବାକୁ କହିଲେ ସଞ୍ଜୟ ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଲିଉଡ ଇଣ୍ଡଷ୍ଟ୍ରିଜରେ କାଷ୍ଟିଂକାଉଚକୁ ନେଇ ପୁଣି ଝଡ଼ ଉଠିଛି। କାଷ୍ଟିଂକାଉଚକୁ ନେଇ ତିନି ଜଣ ଓଡ଼ିଆ ଅଭିନେତ୍ରୀଙ୍କ ହ୍ଵାଟଆପ୍ ଚାଟ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଓଡ଼ିଆ ଟିଭି...

ଓଡ଼ିଆ ଚଳଚ୍ଚିତ୍ରରେ ଆମ ସାହିତ୍ୟର ଭୂମିକା

ସଂବିତ ମିଶ୍ର ଚଳଚ୍ଚିତ୍ର ହେଉଛି ସେଇ ସୃଜନଶୀଳ କଳା, ଯାହାର ଆଦ୍ୟପ୍ରାନ୍ତ ସାହିତ୍ୟ ସହିତ ସମ୍ପୃକ୍ତ। ଏହା ଯେଉଁ ଭାଷାରେ ନିର୍ମିତ ହୋଇଥାଉ ନା କାହିଁକି, ତାହା ଭାଷା ଓ ସମାଜର ପ୍ରତିଛବିକୁ ପ୍ରତିବିମ୍ବିତ...

ଟିଭି ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା: ଗୋଟିଏ ଦିନରେ ଅଭିନେତା ନିତେଶ ପାଣ୍ଡେ ଓ ଅଭିନେତ୍ରୀ ବୈଭବୀଙ୍କର ଅକାଳ ବିୟୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଟିଭି ଇଣ୍ଡଷ୍ଟ୍ରିକୁ ଆଜି ଶକ୍ତ ଧକ୍କା ଲାଗିଛି। ବୁଧବାର ଦିନ ହିନ୍ଦୀ ଧାରାବାହିକର ଦୁଇ ଜଣ ପ୍ରସିଦ୍ଧ କଳାକାରଙ୍କର ଅକାଳ ବିୟୋଗ ଘଟିଛି। ଧାରାବାହିକ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ସଡ଼କ ଦୁର୍ଘଟଣାରେ...

ଲୋକପ୍ରିୟ ବଲିଉଡ ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କର ସନ୍ଦେହଜନକ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ସିନେ ଜଗତର ଜଣାଶୁଣା ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସୋମବାର ଦିନ ଅନ୍ଧେରୀସ୍ଥିତ ବାସଭବନ ବାଥରୁମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଦିତ୍ୟଙ୍କୁ ଭେଟିଭା ପାଇଁ...

ସାତ ସୁରେ ବନ୍ଧା ମୋ ଜୀବନ – ଅଭିଜିତ ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=TWx7HN9onMQ] ଓଡ଼ିଆ ସଙ୍ଗୀତ ଜଗତର ଜଣେ ଆଗଧାଡ଼ିର ଗାୟକ ହେଉଛନ୍ତି ଅଭିଜିତ ମିଶ୍ର। ଓଡ଼ିଆ ଚଳଚ୍ଚିତ୍ର ‘ସାତ ସୁରେ ବନ୍ଧା ଏ ଜୀବନ’ ର ଟାଇଟଲ ଗୀତ ଜରିଆରେ ଶ୍ରୋତାଙ୍କ ନିକଟରେ...

ସୁଟିଂ ସେଟ୍‌ରୁ ଆରମ୍ଭ ହୋଇଥିଲା ମେଘନା-ଚନ୍ଦନଙ୍କ ପ୍ରେମ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=eYody5rP2t8] ଓଲିଉଡର ଜଣାଶୁଣା ଅଭିନେତା ଚନ୍ଦନ ମହାନ୍ତି ହେଉଛନ୍ତି ଅଭିନେତ୍ରୀ ମେଘନା ମିଶ୍ରଙ୍କ ଜୀବନ ସାଥୀ। ସୁଟିଂ ସେଟ୍‌ରୁ ଆରମ୍ଭ ହୋଇଥିଲା ମେଘନା ଏବଂ ଚନ୍ଦନଙ୍କ ପ୍ରେମ ସମ୍ପର୍କ। ଓଡ଼ିଆ ଧାରାବାହିକ...

ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ର ଟ୍ରେଲର ରିଲିଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ରାନ୍ସଜେଣ୍ଡରଙ୍କ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଟି’ର ଟ୍ରେଲର ରିଲିଜ ହୋଇଛି। ଭୁବନେଶ୍ଵରସ୍ଥିତ ସିନେପଲିସଠାରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଛି। ଏହି ଅବସରରେ ଓଲିଉଡ ଇଣ୍ଡଷ୍ଟ୍ରିର...