ଆଗଧାଡ଼ିର ହିରୋଇନ ସୁରଭି , ସିରିଏଲ ‘କୁବୁଲ ହୈ’ରୁ ମିଳିଥିଲା ପରିଚୟ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସୁରଭି ଜ୍ୟୋତି। ଟିଭି ଦୁନିଆଁରେ ବେଶ ଲୋକପ୍ରିୟ ଏହି ନାଁ। ଜୋୟାରେ ନାଁରେ ଦର୍ଶକଙ୍କ ନିକଟରେ ପରିଚତ ଏହି ଅଭିନେତ୍ରୀ। ତାଙ୍କର ଅଭିନୟର ଯାଦୁ ଦର୍ଶକଙ୍କ ଦିଓ୍ୱାନା କରିଛିା ସୁରିଭି ପଞ୍ଜାବି...

୧୨ ବର୍ଷ ପରେ ବଡପରଦାରେ ଏକାଠି ନଜର ଆସିବେ ଅକ୍ଷୟ-ଅମିତାଭ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିନେତା ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଏବେ ୭୧ ବର୍ଷ।  ଏହି ବୟସରେ ବି ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣୁଛି। ଅମିତାଭ ପ୍ରତିଟି ରୋଲକୁ  ଏତେ ସୁନ୍ଦର ଭାବେ...

‘ଭାରତ’ ପରେ ପ୍ରିୟଙ୍କା ଛାଡିଲେ ଆଉ ଏକ ଫିଲ୍ମ, ଏବେ କ୍ୟାଟ୍ରିନାଙ୍କୁ ମିଳିବ ବଡ଼ ରୋଲ

ଓଡ଼ିଶାଲାଇଭ ବ୍ୟୁରୋ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଫିଲ୍ମଠୁ ଅଧିକ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତିା ଗତବର୍ଷ ପ୍ରିୟଙ୍କା ସଲମାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଭାରତ’ ରେ କାମ କରିବାକୁ...

ସୁନ୍ଦରତା ବାସ୍ତବ ଜୀବନରେ କିଛି ଫରକ ପକାଏନାହିଁ : ପ୍ରିୟଙ୍କା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପିପଲ ମାଗାଜିନ୍‌ରେ ବ୍ୟୁଟି ଅଫ ଦ ୟଅରର ଟାଇଟଲ ଦିଆଯାଇଛି। ଏହାସହିତ ପ୍ରିୟଙ୍କାଙ୍କ କହିବା କଥା ମଣିଷର ସୁନ୍ଦରତା ସବୁକିଛି ନୁହଁ। ଆମେରିକୀୟ ସିଙ୍ଗର ନିକ ଜୋନସଙ୍କ...
Bony kapoor

ବୋନି କପୁର କାହିଁକି ଘରେ ଲଗାନ୍ତି କର୍ଫ୍ୟୁ ଖୁଲାସା କଲେ ଝିଅ ଖୁସି କପୁର

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଜାହ୍ନବୀ କପୁରଙ୍କ ଭଉଣୀ ଖୁସୀ କପୁରଙ୍କ କହିବା କଥା ତାଙ୍କ ବାପା (ବୋନି କପୁର) ତାଙ୍କୁ ଓ ତାଙ୍କ ଭଉଣୀଙ୍କୁ ନେଇ ଅଧିକ ପ୍ରୋଟେକ୍ଟଟିଭ ଅଟନ୍ତି। ଖୁସିଙ୍କ କହିବା କଥା...

ପ୍ରଥମ ଫିଲ୍ମରେ ଷ୍ଟାର ବନିଥିଲେ ଶମିତା ସେଟ୍ଟୀ, ଏବେ ବଡ଼ ପରଦାରୁ ଦୂରରେ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର କେତେକ ଅଭିନେତ୍ରୀ ନିଜର ପ୍ରଥମ ଫିଲ୍ମରେ ହିଁ ରାତାରାତି ଷ୍ଟାର ବନିଛନ୍ତିା ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ଫିଲ୍ମରେ ଆଉ ଦେଖା ମିଳିନାହିଁ। ଏହି ଅଭିନେତ୍ରୀଙ୍କ ମଧ୍ୟରେ ରହିଛନ୍ତି...

କୁଲି ନମ୍ବର-୧ ରିମେକ୍‌ରେ ବରୁଣ ସହ ନଜର ଆସିବେ ସାରା ଅଲ୍ଲୀ ଖାନ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ବଲିଉଡ ଚକୋଲେଟ୍‌ ଷ୍ଟାର ବରୁଣ ଧାୱନ ନିଜ ପିତାଙ୍କ ନିର୍ଦ୍ଦେଶିତ ୮୦ ଦଶକ ଫିଲ୍ମ 'କୁଲି ନମ୍ବର-୧'ର ରିମେକ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ବରୁଣଙ୍କ ବିପକ୍ଷରେ କେଉଁ...

୧୬ ବର୍ଷ ପରେ ପୁଣି ନିର୍ମାଣ ହେବ ‘ତେରେ ନାମ’ର ସିକ୍ୱେଲ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୦୩ରେ ରିଲିଜ ହୋଇିଥିବା ‘ତେରେ ନାମ‘ କୁ ଆଜି ବି ଦର୍ଶକ ପସନ୍ଦ ଆସୁଛିା ଏହି ଫିଲ୍ମ ହିଁ ସଲମାନଙ୍କୁ ରାତାରାତି ଷ୍ଟାର କରିଥିଲା।ଏହି ଫିଲ୍ମ ହିଁ  ସଲମାନଙ୍କୁ ଲୋକପ୍ରିୟତାର...

‘ଚୁପକେ ଚୁପକେ’ ରିମେକରେ ଆସିବେ ରାଜକୁମାର

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ପ୍ରଖ୍ୟାତ ନିର୍ଦ୍ଦେଶକ ହୃଷିକେଶ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ୧୯୭୫ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଚୁପକେ ଚୁପକେ’ର ସିକ୍ୱେଲ ଏବେ ନିର୍ମାଣ ହେବାକୁ ଯାଉଛି। ବଲିଉଡର ଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଏହାର...

ରିଲିଜ୍‌ ହେଲା ସଲମାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଭାରତ’ର ଟ୍ରେଲର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ବଲିଉଡ୍‌ ଦବଙ୍ଗ  ସଲମାନ ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଭାରତ'ର ଟ୍ରେଲର ରିଲିଜ୍‌ ହୋଇଛି। ୩.୧୧ ମିନିଟ୍‌ ବିଶିଷ୍ଟ ଏହି ଟ୍ରେଲରରେ ସଲମାନ ବିଭିନ୍ନ ରୂପରେ ନଜର ଆସିଛନ୍ତି। 'ଭାରତ'ରେ...