ଡବଲ ସେଲିବ୍ରେସନରେ ମୁଡରେ ୟାମି
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କର ଏବେ ଖୁସିରେ ପାଦ ତଳେ ଲାଗୁନି। ଏହାର କାରଣ ବି ଖୁବ୍ ସ୍ୱତନ୍ତ୍ର। ୟାମି ଓ ଅଭିନେତା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଉରି...
ବାପାଙ୍କ ଦେହାନ୍ତର ଦୁଇ ଦିନ ପରେ ସୁଟିଂ ସେଟକୁ ଫେରିଲେ ପାର୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିଭି ସୋ’ କସୌଟି ଜିନ୍ଦେଗୀ କୀ୨ରେ ଅନୁରାଗ ବାସୁ ଚରିତ୍ର ଅଭିନୟ କରୁଥିବା ଅଭିନେତା ପାର୍ଥ ସମଥାନଙ୍କ ବାପାଙ୍କର ଦୁଇ ଦିନ ତଳେ ମୃତ୍ୟୁ ଘଟିଥିଲା। ବାପାଙ୍କ ମତ୍ୟୁବେଳେ ପାର୍ଥ ସୁଟିଂ...
ପରଦାକୁ ଆସିବ ସମ୍ବିତଙ୍କ ନୂଆ ଫିଲ୍ମ ‘ଲଭ ଟ୍ୱେଣ୍ଟି ଟ୍ୱେଣ୍ଟି’
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ଫିଲ୍ମ କ୍ୟାରିୟର ଏବେ ଜୋରସୋରରେ ମାଡ଼ି ଚାଲିଛିା ସମ୍ବିତ ଏବେ ବ୍ୟାକ ଟୁ ବ୍ୟାକ ଫିଲ୍ମ ଦର୍ଶକଙ୍କ ଭେଟି ଦେଉଛନ୍ତିା ଏହି ମଧ୍ୟରେ ପୁଣି...
କୃତିଙ୍କ ଖୁଲାସା, ‘ଲୁକାଛୁପି’ ପରେ ବଦଳିଲା ଜୀବନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ ଦେଇ ଚାଲିଛନ୍ତି ଅଭିନେତ୍ରୀ କୃତି ସାନନ୍। ତାଙ୍କର ସଫଳ ଫିଲ୍ମ ଭିତରେ ‘ଲୁକାଛୁପି’ ଅନ୍ୟତମା ଏହି ଫିଲ୍ମର ସଫଳତା ପରେ ତାଙ୍କ...
ଇନଷ୍ଟାରେ ପ୍ରଭାସଙ୍କ ଡେବ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହୁବଳୀ ଆକ୍ଟର ପ୍ରଭାସ ଏପ୍ରିଲ ୧୬ରେ ଇନଷ୍ଟାଗ୍ରାମରେ ଏଣ୍ଟ୍ରି କରିଛନ୍ତିା ଇନଷ୍ଟାରେ ଏଣ୍ଟ୍ରି ପରେ ମାତ୍ର ଗୋଟିଏ ପୋଷ୍ଟରେ ଫ୍ୟାନ ଫଲୋଇଙ୍ଗ ୯ଲକ୍ଷରେ ପହଞ୍ଚିଛିା
ପ୍ରଭାସ ଇନଷ୍ଟାରେ ମାତ୍ର ଗୋଟି ଫଟୋ ସେୟାର...
ୠଷି କପୁରଙ୍କ ସ୍ୱାସ୍ଥ୍ୟରେ ସୁଧାର, ପୁଣି ଆରମ୍ଭ କରିବେ ସୁଟିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ୠଷି କପୁର ଆମେରିକାରେ ନିଜ ସ୍ୱାସ୍ଥ୍ୟର ଚିକିତ୍ସା କରୁଛନ୍ତିା ଗତ ବର୍ଷ ସେପ୍ଟେମ୍ବର ମାସରେ ଚିକିତ୍ସା ପାଇଁ ୠଷି ନ୍ୟୁୟର୍କ ଯାଇଥିଲୋ ମିଡିଆ ରିପୋର୍ଟ ଅନୁସାରେ ଏବେ ୠଷିଙ୍କ...
ବ୍ରହ୍ମାସ୍ତ୍ରରେ ଡିଜେ ରୋଲରେ ନଜର ଆସିବେ ରଣବୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ସିନେପ୍ରେମୀମାନେ ଏବେ ଯେଉଁ କେତୋଟି ବଲିଉଡ୍ ଫିଲ୍ମକୁ ଅପେକ୍ଷା କରି ବସିଛନ୍ତି ସେଥିମଧ୍ୟରୁ ‘ବ୍ରହ୍ମାସ୍ତ୍ର’ ଅନ୍ୟତମ। ଚଳିତବର୍ଷର ଏହା ଅନ୍ୟତମ ଚର୍ଚ୍ଚିତ ଫିଲ୍ମ।
କିନ୍ତୁ ଫିଲ୍ମର କାହାଣୀ ବିଷୟରେ ଏବେ ଯାଏଁ ସଂପୂର୍ଣ୍ଣ...
ମାଳଦୀପରେ ୧୨ତମ ବିବାହ ବାର୍ଷିକୀ ମନାଉଛନ୍ତି ଅଭିଷେକ-ଐଶ୍ୱର୍ଯ୍ୟା
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ଲୋକପ୍ରିୟ ଯୋଡି ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହକୁ ଆଜି ୧୨ବର୍ଷ ପୁରୁଛି। ଅଭି ଓ ଐଶ୍ୱ ନିଜର ଝିଅ ଆରାଧ୍ୟା ସହ ମାଳଦୀପରେ ବିବାହ ବାର୍ଷିକୀ ସେଲିବ୍ରେଟ...
ସୁଟିଂ ସମୟରେ ବିକି କୌଶଳଙ୍କ ଦୁର୍ଘଟଣା, ମୁହଁରେ ଗଭୀର ଆଘାତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଟିଂ ସମୟରେ ବଲିଉଡ ଅଭିନେତା ବିକି କୌଶଳଙ୍କର ଦୁର୍ଘଟଣା ଘଟିଛିା ଦୁର୍ଘଟଣାରେ ବିକିଙ୍କ ମୁହଁରେ ଗଭୀର ଆଘାତ ଲାଗିଛିା ରିପୋର୍ଟ ଅନୁସାରେ ଗୁଜୁରାଟରେ ଏକ ଫିଲ୍ମର ସୁଟିଂ ସମୟରେ ଏହି ଦୁର୍ଘଟଣା ଘଟିଛିା...
ଡ୍ୟାନ୍ସରେ ସଫଳତା ପାଇବା ପରେ ଏବେ ଅଭିନୟ କରିବେ ଟେରେନ୍ସ ଲୁଇସ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କୋରିୟଗ୍ରାଫର ଟେରେନ୍ସ ଲୁଇସ୍ ଖବଶୀଘ୍ର ବଲିଉଊଡରେ ନଜର ଆସିବୋ ଡ୍ୟାନ୍ସ ଉପରେ ଆଧାରିତ ଏକ ଫିଲ୍ମରେ ଟେରେନ୍ସ ବଲିଉଡ ଡେବ୍ୟୁ କରିବୋ ଏକ ସାକ୍ଷାତକାରରେ ଟେରେନ୍ସ ଏହି ସୂଚନା ଦେଇଛନ୍ତିା...





















