ଇମ୍ରାନ ହାସମୀଙ୍କ ସହ ଫିଲ୍ମ କରି ରାତାରାତି ଷ୍ଟାର ବନିଥିଲେ ଏହି ଅଭିନେତ୍ରୀ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଇମରାନ ହାସମୀଙ୍କ ଫିଲ୍ମ ‘ଜନତ’ରେ ହିରୋଇନ ସୋନାଲ ଚୌହାନଙ୍କୁ ସମସ୍ତେ ଜାଣନ୍ତିା ବୋଲ୍ଡ ଆକ୍ଟ୍ରେସ ସୋନାଲ ଏବେ ଲାଇମମାଇଟରୁ ଦୂରେଇ ରହିଛନ୍ତିା ହେଲେ ସୋସିଆଲ ମିଡିଆରେ ଏବେ ବି ତାଙ୍କର...
ବକ୍ସ ଅଫିସ୍ରେ ‘କଳଙ୍କ’ର ଯାଦୁ, ୨ ଦିନରେ ୩୩ କୋଟିର ବ୍ୟବସାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଫିଲ୍ମ 'କଳଙ୍କ'। ବୁଧବାର 'କଳଙ୍କ' ଫିଲ୍ମ ରିଲିଜ୍ ହୋଇଥିବା ବେଳେ ରିଲିଜ୍ର ଦୁଇ ଦିନରେ ବକ୍ସ ଅଫିସ୍ରେ ଧମାଲ କରିଛି।
କଳଙ୍କ ଫିଲ୍ମ ରିଲିଜ୍ର ପ୍ରଥମ...
ସମସ୍ତଙ୍କୁ ଗୁରୁତ୍ୱ ଦିଅନ୍ତି ବିଗ୍ ବି
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ନିକଟରେ ତାମିଲର ଲୋକପ୍ରିୟ ନିର୍ଦ୍ଦେଶକ କେ. ଭାଗ୍ୟରାଜ ଫିଲ୍ମ ଜଗତରେ ୪୦ ବର୍ଷ ପୂରଣ କରିଛନ୍ତି। ଏହି ଉପଲବ୍ଧି ପରେ ମେଗାଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ ତାମିଲ ଫିଲ୍ମ...
ସବୁ କିଛି ଠିକ ଥାଇ ବି ସମ୍ପର୍କ ଭାଙ୍ଗିଗଲା : ଅରବାଜ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅଭିନେତ୍ରୀ ମଲାଇକା ଓ ଅରବାଜ ଖାନଙ୍କ ନାଁ ବଲିଉଡର ଚର୍ଚ୍ଚିତ କପଲଙ୍କ ମଧ୍ୟରେ ଆସିଥାଏ। ମାତ୍ର ୧୮ ବର୍ଷ ପରେ ଏମାନେ ପରସ୍ପରଠୁ ଅଲଗା ହୋଇଥିଲେ।
ଅଲଗା ହେବାପରେ ଅନେକ ସମୟରେ...
ଗ୍ୟାଙ୍ଗଷ୍ଟାର ହେଲେ ବିଦ୍ୟୁତ, ଏହି ଫିଲ୍ମରେ ଦେଖିବାକୁ ମିଳିବ ତାଙ୍କ ନୂଆ ଅବତାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଆକ୍ସନରେ ଲୋକଙ୍କ ହୃଦୟ ଜିତୁଥିବା ଅଭିନେତା ବିଦ୍ୟୁତ ଜାମଓ୍ୱାଲ ପୁଣି ଏକ ନୂଆ ଫିଲ୍ମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାକୁ ଆସୁଛନ୍ତିା ଖୁବଶୀଘ୍ର ତାଙ୍କର ଆଉ ଏକ ନୂଆ ଫିଲ୍ମ ପରଦାକୁ...
’ଭାରତ’ର ନୂଆ ପୋଷ୍ଟର ରିଲିଜ, ନେଭି ଅଫିସର ଭାବେ ନଜର ଆସିଲେ ସଲମାନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ 'ଭାରତ'ର ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛିା ଏହି ପୋଷ୍ଟରରେ ସଲମାନ ଖାନ ଜଣେ ନେଭି ଅଫସର ଭାବେ...
ସମର ଲୁକ୍କୁ ନେଇ ପୁଣିଥରେ ସୋସିଆଲ ମିଡିଆରେ ଛାଇଗଲେ ପ୍ରିୟା ପ୍ରକାଶ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ପ୍ରିୟ ପ୍ରକାଶଙ୍କୁ ସୋସିଆଲ ମିଡିଆ ହିଁ ଲୋକପ୍ରିୟ କରିଥିଲା ଆଉ ଏବେ ସେହି ସୋସିଆଲ ମିଡିଆ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ଦେଇଚାଲିଛି।
ନିକଟରେ ପ୍ରିୟା ପ୍ରକାଶଙ୍କ ସମର ଲୁକର...
ଇଚ୍ଛା ଥିଲେ ବି ଏହି ବଲିଉଡ ଆକ୍ଟର ଦେଇପାରିବେ ନାହିଁ ଭୋଟ୍?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏହି ଲୋକସଭା ନିର୍ବାଚନରେ ସବୁ...
ବଲିଉଡରେ କେତେ ସଫଳ ସୋନାକ୍ଷୀ?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ୨୦୧୦ରେ ବଲିଉଡରେ ଡେବ୍ୟୁ କରିଥିଲୋ ପ୍ରଥମ ଫିଲ୍ମରେ ସୋନାକ୍ଷୀ ସୁପରଷ୍ଟାର ସଲମାନ ଖାନଙ୍କ ହିରୋଇନ ହେବାର ସୁଯୋଗ ପାଇଥିଲୋ ପ୍ରଥମ ଫିଲ୍ମ ‘ଦବଙ୍ଗ’ ବକ୍ସ...
ଚୁଲ୍ବୁଲ୍ ପାଣ୍ଡେ ଭୂମିକାରେ ଓଲିଉଡକୁ ଫେରୁଛନ୍ତି ପପୁ ପମ୍ପମ୍
ଓଡ଼ିଶାଲାଇଭ୍ ଏଣ୍ଟରଟେନ୍ମେଣ୍ଟ ବ୍ୟୁରୋ
ବହୁଦିନର ଅସୁସ୍ଥତା ପରେ ପୁଣି ଥରେ ଓଲିଉଡ୍କୁ ଫେରୁଛନ୍ତି କମେଡି କିଙ୍ଗ୍ ତତ୍ତ୍ୱ ପକାଶ ଶତପଥୀ ଓରଫ୍ ପପୁ ପମ୍ପମ୍। ପରଦା ଉପରେ ପୁଣିଥରେ ପପୁଙ୍କ ଅଭିନୟ ଦେଖିବାକୁ ମିଳିବ।...





















