ଓଲିଉଡର ଏହି ହିରୋଇନମାନେ ଏଯାଏଁ ଆଇଟମ୍ ଗାର୍ଲ ବନିନାହାନ୍ତି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଓଲିଉଡର ଟପ୍ ହିରୋଇନମାନଙ୍କ ମଧ୍ୟରୁ କେବଳ ଅନୁଚୌଧୁରୀ, ନମ୍ରତା ଥାପ୍ପା ଓ ଲଭଲି ପ୍ରମୁଖ ଆଇଟମ୍ ଗାର୍ଲ ବନିଛନ୍ତି ଓଡ଼ିଆ ଫିଲ୍ମରେ। ହେଲେ ଆଉ କେତେକ ନାମୀ ନାୟିକା ଏଯାଏଁ କୌଣସି ଓଡ଼ିଆ...

ଯଲିଉଡ ନାଟକର ନାଁ ‘ରାଜଧାନୀ ଝିଅ ରାଜନନ୍ଦିନୀ’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ରାଜଧାନୀ ଝିଅ ରାଜନନ୍ଦିନୀ। ଏହା ହେଉଛି ଶିବାନୀ ଗଣନାଟ୍ୟ ଦ୍ୱାରା ପ୍ରଯୋଜିତ ଏକ ଲୋକପ୍ରି  ୟ ନାଟକ। ଏହାର ନିର୍ଦ୍ଦେଶକ ହେଲେ କିଶୋର ଖଣ୍ଡୁଆଳ ଓ ନାଟ୍ୟକାର ହେଲେ ଲିଲି ଦାଶ। ଯଲିଉଡର ଜଣାଶୁଣା ଯାତ୍ରାପାର୍ଟି...

ଓଲିଉଡ: ପ୍ରଥମ ପାଞ୍ଚ ମାସର ହିସାବ ନିକାଶ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ୨୦୧୮ ବର୍ଷର ଇତିମଧ୍ୟରେ ପାଞ୍ଚଟି ମାସ ସରିଯାଇଛି। ଏହି ପାଞ୍ଚ ମାସ ଭିତରେ ମୋଟ୍ ୧୨ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି। ବର୍ଷର ପ୍ରଥମ ପାଞ୍ଚ ମାସ ବିତିଯାଇଛି। ଓଲିଉଡରେ କେତୋଟି ସିନେମା...

ଯଲିଉଡରେ ଏହି ତିନି ଭିଲେନଙ୍କ କାରନାମା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଯଲିଉଡର କେତେକ କଳାକାର ଓଲିଉଡରେ ବି କାମ କରିଛନ୍ତି। ସେମାନଙ୍କ ଭିତରୁ ଯେଉଁ ତିନି ଜଣ ଖଳନାୟକ ବେଶ୍ ଚର୍ଚ୍ଚିତ ହୋଇଛନ୍ତି ସେମାନଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା… ଅଧିକାଂଶ ଯାତ୍ରା କଳାକାରଙ୍କ...

ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତଙ୍କ ସହ ଦୁଇ ସୁପରଷ୍ଟାର ଅନୁଭବ ଓ ବାବୁସାନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡର ମେଗାଷ୍ଟାର ହେଲେ ସିଦ୍ଧାନ୍ତ ମହାପାତ୍ର। ଆଉ ଓଲିଉଡର ଦୁଇ ସୁପରଷ୍ଟାର ହେଲେ ଅନୁଭବ ମହାନ୍ତି ଓ ବାବୁସାନ୍। ହେଲେ ସିଦ୍ଧାନ୍ତଙ୍କ ସହିତ ଏ ଦୁଇ କଳାକାର କେଉଁ ସବୁ ସିନେମାରେ...

ଆଲିଆଙ୍କ ସହ ଆଫେୟାରକୁ ନେଇ ଗ୍ରୀନ୍‌ ସିଗନାଲ୍ ଦେଲେ ରଣବୀର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛିଦିନ ହେବ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା। ଏନେଇ ଗ୍ରୀନ୍‌ ସିଗନାଲ୍ ଦେଇଛନ୍ତି ରଣବୀର୍। ବଲିଉଡ୍ ଅଭିନେତା ରଣବୀର କପୁର...

ବଲିଉଡ ଷ୍ଟାର ବବି ଦେଓଲ୍ ଓ ତାନ୍ୟାଙ୍କ ରୋମାଣ୍ଟିକ୍ ପ୍ରେମ କାହାଣୀ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଧର୍ମେନ୍ଦ୍ରଙ୍କ ସାନ ପୁଅ ବବି ଦେଓଲ୍ ତାନ୍ୟାଙ୍କୁ ବିବାହ କରି ଗତ ୨୨ ବର୍ଷ ହେବ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି। ଏ ଦୁହିଁଙ୍କର ପ୍ରେମ କାହାଣୀ ବେଶ୍ ନିଆରା। ବଲିଉଡର...

ଚୀନରେ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ସିନେମା ‘ଟଏଲେଟ୍‌ – ଏକ ପ୍ରେମ କଥା’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଭାରତ ପରେ ଏବେ ଚୀନରେ ରିଲିଜ୍‌ ହେବାକୁ ଯାଉଛି ହିନ୍ଦୀ ସିନେମା ‘ଟଏଲେଟ୍‌ - ଏକ ପ୍ରେମ କଥା’। ଏହି ସିନେମା ଆସନ୍ତା ଜୁନ୍‌ ୮ରୁ ଚୀନରେ ସିନେମା ହଲ୍‍ରେ...

ରାଜେଶ ରୋଶନଙ୍କ ଜିଦ୍ ଯୋଗୁଁ ଫିଲ୍ମ ‘ୟାରାନା’ରେ ରହିଥିଲା ଏହି ରୋମାଣ୍ଟିକ୍ ଗୀତ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ସୁପରହିଟ୍ ହିନ୍ଦୀ ଫିଲ୍ମ ‘ୟାରାନା’ର ସର୍ବାଧିକ ଲୋକପ୍ରୀୟ ଗୀତ ‘ଛୁକର ମେରେ ମନ୍‌କୋ କିୟା ତୁନେ କ୍ୟା ଇସାରା…’ ଗୀତଟିର ନିର୍ମାଣ ପଛର କିଛି ରୋଚକ କଥା। ‘ଛୁକର...

ଡାକ୍ତର ହେବାର ସ୍ୱପ୍ନ ଦେଖୁଛନ୍ତି ଏହିସବୁ ଓଲିଉଡ ନାୟିକା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ପିଲାଦିନରୁ ସମସ୍ତଙ୍କର କିଛି ନା କିଛି ଲକ୍ଷ୍ୟ ଥାଏ। କିଏ ବଡ଼ ହେଲେ ଶିକ୍ଷକ ହେବେ ତ ପୁଣି ଡାକ୍ତର ହେବାର ସ୍ୱପ୍ନ ଦେଖିଥାନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ଆମ ଓଲିଉଡର ନାୟିକାମାନେ। ଆସନ୍ତୁ...