ବକ୍ସ ଅଫିସରେ ଧମାଲ ମଚାଇବେ ଏହି ସବୁ ଅପକମିଙ୍ଗ୍ ସାଉଥ୍ ଫିଲ୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ସମୟରେ ସାଉଥ୍ ଫିଲ୍ମ ଦେଖିବାକୁ ଯୁବବର୍ଗଙ୍କ ଭିତରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି। ଯେଉଁ କାରଣରୁ ସାଉଥ୍ ଫିଲ୍ମ ନିର୍ମାତାମାନେ ମଧ୍ୟ ବିଗ୍ ବଜେଟ୍ ଫିଲ୍ମ ନିର୍ମାଣ କରୁଛନ୍ତି। ଜବରଦସ୍ତ...

ରଚନାଙ୍କ ପରେ ଓଲିଉଡରେ ସଫଳତା ପାଇଛନ୍ତି ଏହି ବଙ୍ଗୀୟ ନାୟିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଫିଲ୍ମ ଜଗତରେ ବହୁ ସମୟରୁ ବଙ୍ଗୀୟ ଅଭିନେତ୍ରୀଙ୍କ ରାଜ ଚାଲିଛି। ଓଡ଼ିଆ କହିପାରୁନଥିଲେ ବି ନିଖୁଣ ଅଭିନୟ କରି ସେମାନେ ଓଡ଼ିଆ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି। ରଚନା ବଙ୍ଗୀୟ...

କଙ୍ଗନାଙ୍କ ଅଫିସ୍ ଭାଙ୍ଗିଥିଲା ବିଏମ୍‌ସି – ଏବେ ଦେବ କ୍ଷତିପୂରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଏବଂ ମହାରାଷ୍ଟ୍ର ସରକାର ମୁହାଁମୁହିଁ ହେବା ପରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମ୍‌ସି) ଆକ୍ରୋଶମୂଳକ ଭାବେ କଙ୍ଗନାଙ୍କ ଅଫିସ୍ ଭାଙ୍ଗିଥିଲା। ତେଣୁ ବିଏମ୍‌ସିକୁ କ୍ଷତିପୂରଣ ଦେବାକୁ...

ଚର୍ଚ୍ଚିତ ଟିଭି ଅଭିନେତ୍ରୀ – ସଫଳ ହେଲେ ତା’ପରେ ଦୂରେଇ ଗଲେ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟିଭି ଇଣ୍ଡଷ୍ଟ୍ରିରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କେବେ ଛୋଟ ପରଦାରେ ଲୋକଙ୍କ ହୃଦୟରେ ରାଜ କରୁଥିଲେ। କିନ୍ତୁ କିଛି ସମୟ ପରେ ସେ ଅଭିନୟରୁ ନିଜକୁ ଦୂରେଇ...

୧୯୨୯ରୁ ୨୦୨୦ – ଓସ୍କାର ଆଓ୍ୱାର୍ଡ ପାଇଁ ମନୋନୀତ ହୋଇଛି ଏହି ଭାରତୀୟ ଫିଲ୍ମ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୧୯୨୯ରୁ ୨୦୨୦ ମଧ୍ୟରେ ଓସ୍କାର ଆଓ୍ୱାର୍ଡ ପାଇଁ ମନୋନୀତ ହୋଇଛି ୪ଟି ଭାରତୀୟ ଫିଲ୍ମ। ଚଳିତ ବର୍ଷ ଓସ୍କାର ଦୌଡ଼ରେ ସାମିଲ ହୋଇଛି ଭାରତୀୟ ଫିଲ୍ମ ଜଲିକଟ୍ଟୁ। ଏହି ମାଲାୟାଲମ ଫିଲ୍ମ...

‘ଆଉ ଗୋଟେ ଲଭ୍‌ଷ୍ଟୋରି’ ସହ ଆସୁଛନ୍ତି ଭୂମିକା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ନୂଆ ନାୟକଙ୍କ ସହ ଓଲିଉଡର ଚୁଲବୁଲି ନାୟିକା ଭୂମିକା ଦାସ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ଫିଲ୍ମ। ‘ତୁ ମୋ ଲଭଷ୍ଟୋରି’, ‘ତୁ ମୋ ଲଭ୍‌ ଷ୍ଟୋରି...

ଓସ୍କାର ଦୌଡ଼ରେ ଭାରତୀୟ ଫିଲ୍ମ ଜଲିକଟ୍ଟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓସ୍କାର ଦୌଡ଼ରେ ସାମିଲ ହୋଇଛି ଭାରତୀୟ ଫିଲ୍ମ ଜଲିକଟ୍ଟୁ। ମାଲାୟାଲାମ୍ ଭାଷାରେ ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷ ସମ୍ମାନଜନକ ଓସ୍କାର ପୁରସ୍କାର ପାଇବା ପାଇଁ ଭାରତର ପ୍ରତିନିଧିତ୍ୱ କରିବ। ଏହି ଦୌଡ଼ରେ...

ଅଭିନେତାରୁ ନିର୍ଦ୍ଦେଶକ – ଓଲିଉଡରେ କିଏ ସଫଳ ତ କିଏ ବିଫଳ

ଓଡ଼ିଶାଲାଇଭ୍‌ ଏଣ୍ଟରଟେମେଣ୍ଟ ବ୍ୟୁରୋ ଓଡ଼ିଆ ଫିଲ୍ମ ଜଗତରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଅଭିନୟ କରିବା ସହିତ ନିର୍ଦ୍ଦେଶନାରେ ବି ଭାଗ୍ୟ ପରୀକ୍ଷା କରିଛନ୍ତି। ସେମାନଙ୍କ ମଧ୍ୟରୁ ନିର୍ଦ୍ଦେଶନାରେ କିଏ ସଫଳ ହୋଇଛନ୍ତି...

‘ଦୁର୍ଗାମତୀ’ ଅବତାରରେ ଭୂମି ପେଡେନକର, ଦେଖନ୍ତୁ ନୂଆ ଫିଲ୍ମର ଦମଦାର ଟ୍ରେଲର

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ କରୋନା ମହାମାରୀ ଯୋଗୁଁ କିଛି ଦିନର ବ୍ୟବଧାନ ପରେ ଏକ ନୂଆ ରୂପରେ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ଭୂମି ପେଡେନକର। ତାଙ୍କର ଆଗାମୀ ଫିଲ୍ମ ‘ଦୁର୍ଗାମତୀ’ରେ ତାଙ୍କୁ ଏକ ଭିନ୍ନ...

ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ସହ ଗୋଟିଏ ଥର କାମ କରିଛନ୍ତି ଏହି ନାୟକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ମହାନ୍ତି ତାଙ୍କର ୧୫ ବର୍ଷର କ୍ୟାରିଅର୍ ଭିତରେ କେତେକ ନାୟକଙ୍କ ସହ ଏକାଧିକ ବାର କାମ କରିଛନ୍ତି। ହେଲେ ଏମିତି କିଛି ଅନ୍ୟ ନାୟକ ଅଛନ୍ତି,...