ମାଧୁରୀଙ୍କ ବିବାହକୁ ୨୨ ବର୍ଷ – ବିଦେଶୀ ଡାକ୍ତରଙ୍କ ପ୍ରେମରେ କେମିତି ପଡ଼ିଥିଲେ ଧକ୍‌ ଧକ୍‌ ଗାର୍ଲ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ବିବାହକୁ ୨୨ ବର୍ଷ ପୂରା ହୋଇଛି।  ଏହି ଅବସରରେ ମାଧୁରୀ ତାଙ୍କ ଇନଷ୍ଟାଗ୍ରାମରେ ସ୍ୱାମୀ ଶ୍ରୀରାମଙ୍କ ସହ କିଛି ଫଟୋ ସେୟାର କରିଛନ୍ତି। କିନ୍ତୁ ଆପଣ...

ସବ୍ୟସାଚୀଙ୍କ ‘ଲକିର ଲକଡାଉନ୍ ଲଭଷ୍ଟୋରି’ – ଆଜି ଦେଖନ୍ତୁ ଡିଜିଟାଲ୍ ପ୍ଲାଟଫର୍ମ ଓ ତରଙ୍ଗ ଟିଭିରେ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ କରୋନା ମହାମାରୀ ପାଇଁ ଗତ ୭ ମାସ ହେଲା ଓଡ଼ିଶାରେ ଫିଲ୍ମ ହଲ୍‌ ବନ୍ଦ ରହିଛି। ଫଳରେ ଗଣେଶ ପୂଜା, ରଜରେ ଫିଲ୍ମ ବଜାର ପୂରା ଫିକା ପଡ଼ିଛି। କିନ୍ତୁ...

ଜନ୍ମଦିନରେ ଭେଟେରାନ୍ ଅଭିନେତା ଓମ୍ ପୁରୀଙ୍କୁ ମନେ ପକାଇଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ୍ ଅଭିନେତା ଓମ୍ ପୁରୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଆଜି ସାରାଦେଶ ତାଙ୍କୁ ମନେ ପକାଉଛି। ୧୮ ଅକ୍ଟୋବର ୧୯୫୦ ମସିହାରେ ହରିୟାଣାର ଅମ୍ବାଲା ସହରରେ ଓମ୍ ପୁରୀ ଜନ୍ମ...

କଙ୍ଗନାଙ୍କ ଅଡୁଆ ବଢ଼ିଲା, ବାନ୍ଦ୍ରା ଥାନାରେ ରୁଜୁ ହେଲା ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କ ବିରୋଧରେ ରୁଜୁ ହେଲା ମାମଲା। କାଷ୍ଟିଂ ନିର୍ଦ୍ଦେଶକ ସାହିଲ୍ ଅସରଫ୍ ସୟଦ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏହି ମାମଲା...

‘କୁଛ୍ କୁଛ୍ ହୋତା ହୈ’କୁ ୨୨ ବର୍ଷ – ଏବେ କ’ଣ କରୁଛନ୍ତି ସେହି କୁନି କଳାକାର?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ସୁପରଡୁପର ହିଟ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’କୁ ୨୨ ବର୍ଷ ପୂରା ହୋଇଛି। ହେଲେ ଆଜି ବି ଏହି ଫିଲ୍ମର ଲୋକପ୍ରିୟତା କମିନି। ଏହି ଫିଲ୍ମ ଓ...

ନଭେମ୍ବର ୧୧ରେ ଆସୁଛି ‘ଆଶ୍ରମ’ ୱେବସିରିଜର ଦ୍ୱିତୀୟ ଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୧୧ରେ ରିଲିଜ୍ ହେବାକୁ ଯାଉଛି ଲୋକପ୍ରିୟ ୱେବସିରିଜ୍ ‘ଆଶ୍ରମ’ର ଦ୍ୱିତୀୟ ପାର୍ଟ। ଏନେଇ ଏହାର ନିର୍ମାତା ଏମ୍ଏକ୍ସ ପ୍ଲେୟାର ଟୁଇଟ୍ କରି ସୂଚନା ଦେଇଛି। ଦ୍ୱିତୀୟ ପାର୍ଟର ନାଁ ରଖାଯାଇଛି...

୨୮ ବର୍ଷ ବୟସରେ ପାଦ ଦେଲେ ଚୁଲବୁଲି ନାୟିକା କୀର୍ତ୍ତି ସୁରେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତେଲୁଗୁ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା କୀର୍ତ୍ତି ସୁରେଶଙ୍କ ଆଜି ଜନ୍ମଦିନ। ୧୯୯୨ ଆଜିର ଦିନରେ ଚେନ୍ନାଇରେ ଜନ୍ମ ହୋଇଥିବା ଏହି ଅଭିନେତ୍ରୀଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା। ଛୋଟପରଦାରୁ ଆରମ୍ଭ କରି ବଡ଼ ପରଦା...

ବହୁତ ହେଲା କନ୍ଦାକଟା ସିନ୍, ଏଣିକି ଡେୟାରିଂ ଭୂମିକାରେ ଆସିବି : ଅର୍ଚ୍ଚିତା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଲଭ୍, ଇମୋସନ, ରୋମାନ୍ସ ପରେ ଏବେ ଆକ୍ସନ ଓ ଇନଭେଷ୍ଟିଗେସନ ମୁଡ୍‌ରେ ଓଲିଉଡ୍ ନାୟିକା ଅର୍ଚ୍ଚିତା। ପରଦାରେ ସେ ଦୁଇଥର ଖାକି ପିନ୍ଧିଲେଣି। ଆଉ କନ୍ଦାକଟା ନୁହେଁ, ଏଣିକି ଡେୟାରିଂ...

ବିବାହ କଲେ ଡବ୍ଲ୍ୟୁଡବ୍ଲ୍ୟୁଇ ଚାମ୍ପିୟନ ଜନ୍ ସେନା, ଏମିତି ଆରମ୍ଭ ହୋଇଥିଲା ଲଭ୍‌ଷ୍ଟୋରି

ଓଡ଼ିଶାଲାଇଭ୍ ବ୍ୟୁରୋ ଷୋହଳ ଥର ବିଶ୍ଵ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ ଚାମ୍ପିୟନ ହୋଇ ସାରିଥିବା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର୍ ଜନ୍‌ ସେନା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବୁଧବାର ରାତିରେ ଫ୍ଲୋରିଡ଼ାର ଟାମ୍ପାରେ ସେ ନିଜ ପ୍ରେମିକା...

ସାଣ୍ଡାଲଉଡ ଡ୍ରଗ୍ସ ମାମାଲା – ବିବେକ ଓବରୟଙ୍କ ପତ୍ନୀଙ୍କୁ ନୋଟିସ୍ ଜାରି କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ କାରବାର ମାମଲାରେ ବିବେକ ଓବରୟଙ୍କ ପତ୍ନୀ ପ୍ରିୟଙ୍କା ଓବରୟଙ୍କୁ ବେଙ୍ଗାଳୁରୁ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ନୋଟିସ୍ ଜାରି କରିଛି। ସାଣ୍ଡାଲଉଡ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ବିବେକ ଓବରୟଙ୍କ...