ନାଲ୍‌କୋ ମହିଳା ସମିତିର ବାର୍ଷିକ ଉତ୍ସବ ‘ବନ୍ଧନ’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=kuos17Vdbd8] ନବରତ୍ନ କମ୍ପାନି ନାଲ୍‌କୋର ମହିଳାମାନଙ୍କୁ ନେଇ ଗଠିତ ‘ନାଲ୍‌କୋ ମହିଳା ସମିତି’ ପାଳନ କରିଛି ଏହାର ବାର୍ଷିକ ଉତ୍ସବ ‘ବନ୍ଧନ’। ନୃତ୍ୟ, ଗୀତ ଅଭିନୟ ମାଧ୍ୟମରେ ସମିତିର ମହିଳାମାନେ ପାଳିଛନ୍ତି...

“ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାରେ ନେତୃତ୍ୱ ନିଅନ୍ତୁ ଯୁବପିଢ଼ି”

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଜଳବାୟୁ ପରିବର୍ତ୍ତନ ଆଜି ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର, ଜଙ୍ଗଲ କ୍ଷୟ, ମାତ୍ରାଧିକ ପ୍ରଦୂଷଣ ପରିବେଶକୁ ପ୍ରଭାବିତ କରିବା ସହ...

ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ ୨୦୨୩ – ୩ ଦିନ ଧରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା...

ଓଡ଼ିଶାଲାଇଭ ବ୍ୟୁରୋ  (ଭୁବନେଶ୍ୱର): ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର’ ପ୍ଲସ୍ ଅଭିଯାନ ପକ୍ଷରୁ ଚାଲିଥିବା ‘ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍-୨୦୨୩’ ଶୁକ୍ରବାର ଦିନ ଶେଷ ହୋଇଯାଇଛି। ଭୁବନେଶ୍ୱରଠାରେ ୩ ଦିନ ଧରି...

ପୁରୀରେ ଅନୁଷ୍ଠିତ ହେବ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’, ଫଟୋ ବଖାଣିବ କଳା ସଂସ୍କୃତିର ଅନନ୍ୟ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ପୁରୀ ସ୍ଥିତ ଲଳିତକଳା ଏକାଡେମୀ ପରିସରରେ ଅଗଷ୍ଟ ୧୪ ତାରିଖରୁ ୨୦ ତାରିଖ ଯାଏଁ ଏହି ଫଟୋଗ୍ରାଫି ଫେଷ୍ଟିଭାଲ ଚାଲିବ।...

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ – “ମଜଭୁତ ହେଉଛି ଓଡ଼ିଶାର ଅର୍ଥନୀତି”

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।...

ସ୍ୱାଧୀନତା ଦିବସ ଅବସରରେ ଲାଲକିଲାରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ – ‘କୋଭିଡ ବେଳେ ସାରା ବିଶ୍ଵକୁ ମାନବିକତା ଶିଖାଇଛି ଭାରତ”

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୭ ତମ ସ୍ଵାଧୀନତା ଦିବସ ଅବସରରେ ଲାଲକିଲାଠାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ପତାକା ଉତ୍ତୋଳନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟଠାରେ ମହାତ୍ମା...

ପୁରୀରେ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’ ଉଦଘାଟିତ: ଫ୍ରେମ ଭିତରେ କଳା ସଂସ୍କୃତିର ଉତ୍କୃଷ୍ଟ ଚିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଆରମ୍ଭ ହୋଇଯାଇଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ସ୍ଥାନୀୟ ସଂସ୍କୃତି ଭବନ ପରିସରର ଲଳିତକଳା ଏକାଡେମୀ ଆର୍ଟ ଗ୍ୟାଲେରୀରେ ସୋମବାର ଦିନ ଏହି ଫଟୋଗ୍ରାଫି ମହୋତ୍ସବ ଉଦଘାଟିତ ହୋଇଛି। ଏହି...

ସୁସ୍ଥ ଜୀବନ ପାଇଁ ଫିଜିଓଥେରାପିର ଆବଶ୍ୟକତା

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। ଫିଜିଓଥେରାପି ମେଡିକାଲ ସାଇନ୍ସର ଏକ ଅଂଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ ସୁସ୍ଥ ଜୀବନ ବଞ୍ଚିବା ପାଇଁ ବର୍ତ୍ତମାନ ପିଜିଓଥେରାପିର ଗୁରୁତ୍ଵପୂର୍ଣ୍ଣ...

ଆସନ୍ତାକାଲି କଟକଠାରେ ଉଦଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୧୬ ତାରିଖ, ଶନିବାର ଦିନ କଟକଠାରେ ଉଦଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ। ଖାନନଗରସ୍ଥିତ ଏହି ନୂତନ ବସ୍ ଟର୍ମିନାଲକୁ ଅପରାହ୍ଣ ୪ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଗୋଟିଏ ବହି ଓ ଜଣେ ଲେଖକଙ୍କ ଜନ୍ମ ଲଗ୍ନ

କପିଳାସ ଭୂୟାଁ ଓଡ଼ିଆ ଚଳଚ୍ଚିତ୍ରର ପ୍ରାୟ ନବେ ବର୍ଷର ଇତିହାସକୁ ନେଇ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଅବସ୍ଥା ତଥା ତା’ ମଧ୍ୟରେ ଓଡ଼ିଆ ଆତ୍ମ ପରିଚୟ ସମ୍ପର୍କରେ ଇଂରାଜୀ ଭାଷାରେ ଲିଖିତ...