ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ: ଭାରତୀୟ ସେନା ବିଶ୍ଵରେ ଚତୁର୍ଥ ଶକ୍ତିଶାଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ବିଭିନ୍ନ ଦେଶର ସାମରିକ ଶକ୍ତି ରାଙ୍କିଂକୁ ନେଇ ନୂଆ ତାଲିକା ଜାରି ହୋଇଛି। ଏଥିରେ ଭାରତୀୟ ସେନା ବିଶ୍ଵର ଚତୁର୍ଥ ଶକ୍ତିଶାଳୀ ସେନାର ମାନ୍ୟତା ପାଇଛି। ଏହି ତାଲିକାରେ ଆମେରିକା...
ଓଡ଼ିଶାରେ ଉପରମୁହାଁ ପାରଦ: ଏକାଧିକ ସହରରେ ତାପମାତ୍ରା ୩୫ ଡିଗ୍ରୀ ପାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଶୀତ କମିବା ସହ ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ...
ଏଚପିଭି ସଂକ୍ରମଣ କାହାକୁ ହେବାର ଆଶଙ୍କା ରହିଛି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=86LqgXLYnBQ
ଯୌନ ସଞ୍ଚାରିତ ରୋଗ ଯେପରିକି ହ୍ୟୁମାନ୍ ପାପିଲୋମା ଭାଇରସ୍ ସର୍ଭାଇକାଲ କ୍ୟାନ୍ସରର ମୂଳ କାରଣ ହୋଇଥାଏ।
ତେବେ ଏହି ହ୍ୟୁମାନ ପାପିଲୋମା ଭାଇରସ୍ର କ’ଣ, କାହିଁକି ହୁଏ, କାହାକୁ ହେବାର ଅଧିକ...
ଓଡ଼ିଶାରେ ୭୫୪୦ଟି ଏଲଟିଆର ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି: ଫେବ୍ରୁଆରି ୫ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନେକ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ରାଜ୍ୟରେ ଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖାଲି...
ଆଜି ପବିତ୍ର ଶ୍ରୀପଞ୍ଚମୀ: ପୂଜା ପାଉଛନ୍ତି ମା’ ସରସ୍ଵତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର ଶ୍ରୀପଞ୍ଚମୀ। ବର୍ଷକର ଅପେକ୍ଷା ପରେ ମା’ ସରସ୍ୱତୀଙ୍କର ପୂଜା ଆରାଧନା ଚାଲିଛି। ରବିବାର ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପୂଜା ପାଉଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ।
ବିଶେଷ କରି...
ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ ‘ଉନୁରୁମ’ ଉଦଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ 'ଉନୁରୁମ' ଉଦଯାପିତ ହୋଇଯାଇଛି।
ତିନିଦିନ ଧରି ଲୋକସଂସ୍କୃତି, ଲୋକକଳା ଓ ଲୋକନୃନ୍ୟର ଅନନ୍ୟ...
ଓଡ଼ିଶାରେ ରେରା ଆଇନ ପୂର୍ବରୁ ନିର୍ମିତ ସବୁ ଆପାର୍ଟମେଣ୍ଟର ରେଜିଷ୍ଟ୍ରେସନ କରିହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ରାଜ୍ୟରେ ୨୦୧୭ ମସିହାରେ ରେରା ଆଇନ ଆସିବା ପୂର୍ବରୁ ନିର୍ମିତ ସବୁ...
କେମିତି ଓସିଏସ ପରୀକ୍ଷାରେ ସଫଳ ହେଲେ ପ୍ରଜ୍ଞା ପାରଙ୍ଗମା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=0ZkwWng1LdE&t=2s
ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଏବଂ ଧୈର୍ଯ୍ୟ ଆବଶ୍ୟକ। ପରିଶ୍ରମ ଏବଂ ଆତ୍ମବିଶ୍ଵାସ ନିଶ୍ଚୟ ସଫଳତା ଦିଏ ବୋଲି କୁହନ୍ତି ଓସିଏସ୍ ପରୀକ୍ଷାରେ...
ରାତି ପାହିଲେ ପବିତ୍ର ଶ୍ରୀପଞ୍ଚମୀ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ଣ୍ଣ ହୋଇଛି ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପବିତ୍ର ଶ୍ରୀପଞ୍ଚମୀ। ମା’ ସରସ୍ୱତୀଙ୍କ ଆରାଧନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ରବିବାର ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା ପାଇଁ...
ଛତିଶଗଡ଼: ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୮ ଜଣ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ...





















