ଭୁବନେଶ୍ଵର: ୧୪୪ ଜଣ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମ ଓ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନୂତନ ନିଯୁକ୍ତି ପାଇଥିବା ୧୪୪ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ କରିବା ଲାଗି ୟୁନିଟ ୮ସ୍ଥିତ ସରକାରୀ ବାଳକ ଉଚ୍ଚ...
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଲମ୍ବା ଇତିହାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ-ଓଡ଼ିଶାର ବରଗଡ଼ ସହରରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ରହିଛି ଏକ ଲମ୍ବା ଇତିହାସ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଇତିହାସ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ‘ଓଡ଼ିଶାଲାଇଭ୍’ର ସ୍ୱତନ୍ତ୍ର ପ୍ରୟାସ।
ଲୋକସଂସ୍କୃତିର ଗନ୍ତାଘର ହେଉଛି ବରଗଡ଼। ବରଗଡ଼ର ବିଶେଷ ପରିଚୟ ହେଉଛି ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’। ବିଶ୍ୱ ପ୍ରସିଦ୍ଧ ବରଗଡ଼...
ଶରୀରରେ ସୋଡିୟମ ଅଭାବ ହେଲେ କେଉଁ ସମସ୍ୟା ହୋଇଥାଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=5CA__J6BsDI&t=2s
ହାଇପୋନାଟ୍ରେମିଆ, ଯାହା ଫଳରେ ରକ୍ତରେ ସୋଡିୟମ ସ୍ତର ସ୍ୱାଭାବିକଠାରୁ କମ୍ ଥାଏ। ଶରୀରର ତରଳ ପଦାର୍ଥ ସନ୍ତୁଳନ, ରକ୍ତଚାପ ନିୟନ୍ତ୍ରଣ ତଥା ସ୍ନାୟୁ ଓ ମାଂସପେଶୀ ପାଇଁ ସୋଡିୟମର ଆବଶ୍ୟକତା...
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୧ ଦିନରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ମହାରାଜା କଂସ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୧ଦିନ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ପ୍ରବଳ ପ୍ରତାପି ମଥୁରା ନରେଶ ମହାରାଜା କଂସ। ତେବେ ଏହି ପୋଷାକ କିଏ ତିଆରି କରନ୍ତି?
କଂସଙ୍କ ପୋଷାକରେ ଲାଗେ ମୋତି, ଜରି ଓ ପିତ୍ତଳ ସାମଗ୍ରୀ
ଚେନ୍ନାଇରୁ ଆସେ ରତ୍ନ ପଥର
୧୧ ଦିନରେ ୧୧ ରକମର ପୋଷାକ ପିନ୍ଧନ୍ତି କଂସ ମହାରାଜା
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତି ପ୍ରବଳ ପ୍ରତାପି କଂସ ମହାରାଜା।...
ଜଷ୍ଟିନ ଟ୍ରୁଡୋଙ୍କ ପରେ କିଏ ହେବ କାନାଡାର ପ୍ରଧାନମନ୍ତ୍ରୀ? ରେସରେ ୩ ଜଣ ଭାରତୀୟ ବଂଶୋଦ୍ଭବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଷ୍ଟିନ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଚାଲିଛି ଅଙ୍କକଷା, କିଏ ହେବ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? କାନାଡାର ରାଜନୈତିକ ସଙ୍କଟ ଚାଲିଥିବାବେଳେ କିଏ ଧରିବ ଦେଶର ମଙ୍ଗ। ତେବେ...
ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ମନୋରମ ପରିବେଶ ସୃଷ୍ଟି କଲା ରାଧାକୃଷ୍ଣଙ୍କ ନାବକେଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସବୁଦିନ ଆସର ଜମୁଛି। ଉଭୟ ମଥୁରାନଗରୀ ଏବଂ ଗୋପପୁରରେ ଚିତ୍ତାକର୍ଷକ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି। ଗୋଟେପଟେ କଂସ ମହାରଜଙ୍କ ଶାସନ ଏବଂ...
ସର୍ଭାଇକାଲ କ୍ୟାନ୍ସର କାହାକୁ ହୋଇପାରେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=3NMYk05FxUw
ଜରାୟୁ କର୍କଟ ବା ସର୍ଭାଇକାଲ କ୍ୟାନ୍ସରକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।
ଗର୍ଭାଶୟର ମୁଖ ଭାଗ,...
ଜାନୁଆରି ୩୧ ସୁଦ୍ଧା ଇ-କେଓ୍ଵାଇସି ନ କଲେ କଟିଯିବ ରାସନକାର୍ଡ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୩୧ ତାରିଖ ସୁଦ୍ଧା ଇ-କେୱାଇସି କରିନଥିଲେ କଟିଯିବ ରାସନକାର୍ଡ। ଆଉ ମିଳିବନି ରାସନ। ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ରାସନକାର୍ଡ ପାଇଁ...
ବ୍ରେନ ଟ୍ୟୁମରକୁ ଚିହ୍ନିବେ କେମିତି ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=nD5i071FGUY
ମସ୍ତିଷ୍କର ଯେକୌଣସି ଭାଗରେ ଅନିୟନ୍ତ୍ରିତ ବୃଦ୍ଧି ଘଟିଲେ ପରବର୍ତ୍ତୀ ସମୟରେ ତାହା ଟ୍ୟୁମରର ରୂପ ନେଇଥାଏ। ମସ୍ତିଷ୍କରେ ଟ୍ୟୁମର ହେଲେ ଭୀଷଣ ମୁଣ୍ଡ ବ୍ୟଥା ହୁଏ। ମୁଣ୍ଡ ବ୍ୟଥା ସହ...
ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦଳାଚକଟା, ଚାଲିଗଲା ୬ ଭକ୍ତଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧା ରହିଗଲା ତିରୁପତି ଦର୍ଶନ। ଟୋକନ ବାଣ୍ଟିବା ପୂର୍ବରୁ ଦଳାଚକଟାରେ ଚାଲିଗଲା ୬ ଜଣ ଭକ୍ତଙ୍କ ଜୀବନ।
ଆନ୍ଧ୍ରପ୍ରଦେଶସ୍ଥିତ ତିରୁପତି ମନ୍ଦିରରେ ଟୋକନ ନେବାବେଳେ ଦଳାଚକଟା ଘଟି ୬ ଜଣ ଭକ୍ତଙ୍କର ମୃତ୍ୟୁ...




















