ଫେମିନା ମିସ୍ ଇଣ୍ଡିଆ ୨୦୧୮ରେ ଓଡ଼ିଆ ଝିଅ ଶ୍ରୁତିକ୍ଷାଙ୍କ କମାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେମିନା ମିସ୍ ଓଡ଼ିଶା-୨୦୧୮ ଟାଇଟଲ ହାସଲ କରିଥିବା ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ ଫେମିନା ମିସ୍ ଇଣ୍ଡିଆ-୨୦୧୮ ଗ୍ରାଣ୍ଡ ଫିନାଲେର ଟପ୍ ୧୨ରେ ରହିବାର ସୁଯୋଗ ହାସଲ କରିଛନ୍ତି।
ଫେମିନା ମିସ୍ ଇଣ୍ଡିଆ-୨୦୧୮...
ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ ଓଡ଼ିଶାରେ ସଙ୍ଗଠନ ସଜାଡ଼ିବା ଉପରେ ଫୋକସ୍ ଦେବେ ଅମିତ ଶାହ।
ଜୁଲାଇ ପହିଲାରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଗସ୍ତ...
ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ବିକାଶ ନେଇ ସମ୍ବଲପୁରରେ ମାନସ ମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମ ଓଡ଼ିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମ୍ବଲପୁରଠାରେ ଆଜି ଦନ ତମାମ୍ ଚାଲିଥିଲା ମାନସ ମନ୍ଥନ।
ଫୋକସ୍ରେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର
ପଶ୍ଚିମ ଓଡ଼ିଶା ପର୍ଯ୍ୟଟନକୁ ମୁଖ୍ୟ...
ମୋଦିଙ୍କୁ ନବୀନଙ୍କ ଚିଠି: ହକିକୁ ମିଳୁ ଜାତୀୟ ଖେଳର ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ହକିକୁ ଜାତୀୟ ଖେଳର ବିଧିବଦ୍ଧ ମାନ୍ୟତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ହକିକୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...
କାଶ୍ମୀର: ୪୦ ବର୍ଷ ମଧ୍ୟରେ ୮ ଥର ରାଜ୍ୟପାଳ ଶାସନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଜାମ୍ମୁ-କାଶ୍ମୀରରେ ବିଜେପି ଓ ପିଡିପିର ମେଣ୍ଟ ସରକାର ଭାଙ୍ଗିବା ପରେ ସେଠାରେ ରାଜ୍ୟପାଳ ଶାସନ ଜାରି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଲାଭ କରିବା ପରେ ଏହି ବ୍ୟବସ୍ଥା...
ସହିଦ ଔରଙ୍ଗଜେବଙ୍କ ପରିବାର ସମଗ୍ର ଦେଶ ପାଇଁ ପ୍ରେରଣା: ପ୍ରତିରକ୍ଷା ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ସପ୍ତାହରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନ ଔରଙ୍ଗଜେବଙ୍କ ପରିବାରକୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ।
ଜାମ୍ମୁ ଓ କାଶ୍ମୀରର ପୁଂଛରେ ସହିଦ ହୋଇଥିବା ଭାରତୀୟ ଯବାନ ଔରଙ୍ଗ୍ଜେବ୍ଙ୍କ ଘରକୁ ଯାଇ...
ମୋଦି ସରକାରଙ୍କ ଆର୍ଥିକ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ଅରବିନ୍ଦ ସୁବ୍ରମଣ୍ୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଅରବିନ୍ଦ...
୨୦୨୨ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ ହେବ: ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମୋ ଆପ୍ ଜରିଆରେ ସାରାଦେଶର ଚାଷୀମାନଙ୍କଠାରୁ ସେମାନଙ୍କର ମତ, ସମସ୍ୟା ଓ ପ୍ରସ୍ତାବ ସମ୍ପର୍କରେ ଶୁଣିଛନ୍ତି।
ନମୋ ଆପ୍ ଜରିଆରେ କୃଷକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଦିନିକିଆ କ୍ରିକେଟ ଇତିହାସରେ ବିଶ୍ୱରେକର୍ଡ ସ୍ଥାପନ କଲା ଇଂଲଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର୍ କରିବାର ବିଶ୍ୱରେକର୍ଡ ସ୍ଥାପନ କରିଛି ଇଂଲଣ୍ଡ।
ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଦଳଗତ ସ୍କୋର୍ କରିବାର ବିଶ୍ୱରେକର୍ଡ ସ୍ଥାପନ କରିଛି ଇଂଲଣ୍ଡ। ମଙ୍ଗଳବାର ଅଷ୍ଟ୍ରେଲିଆ...
ବୀଭତ୍ସ ହତ୍ୟା: ପୁରୀରେ ଗଣ୍ଡି, ଡେଲାଙ୍ଗରୁ ମିଳିଲା ମୁଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲାରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ପୁରୀରେ ଗୁଣପୁର-ପୁରୀ ପାସେଞ୍ଜର ଟ୍ରେନର ଟଏଲେଟ୍ରୁ ମୁଣ୍ଡବିହୀନ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଡେଲାଙ୍ଗ ଥାନା ଅନ୍ତର୍ଗତ ଗାନ୍ଧିଛକ ରେଳବାଇ ଫାଟକ...





















