ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ: ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତ ବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ...
ମୋଦି ଦେଶର ବିକାଶ ନୁହେଁ, ବିନାଶ କରିବେ: କପିଲ ସିବଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପାଳୁଛି ବିଶ୍ଵାସଘାତ ଦିବସ। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଥିବାବେଳେ ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ...
ଆଇପିଏଲ ଫାଇନାଲରେ ଚେନ୍ନାଇ-ହାଇଦ୍ରାବାଦ ଲଢ଼େଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ କ୍ୱାଲିଫାୟର୍ରେ ହାଇଦ୍ରାବାଦ ୧୪ ରନ୍ରେ କୋଲ୍କାତା ନାଇଟ୍ ରାଇଡର୍ସକୁ ପରାସ୍ତ କରି ପରାଜୟ ଧାରାକୁ ଭାଙ୍ଗି ଦ୍ୱିତୀୟ ଥର ଫାଇନାଲ୍ରେ ପହଞ୍ଚିଛି।
ଆଇପିଏଲ -୧୧ ଫାଇନାଲ୍ରେ ହେବ ଚେନ୍ନାଇ-ହାଇଦ୍ରାବାଦ ଟକ୍କର୍। ଗତକାଲି...
ଓଲିଉଡର ତିନି ଟପ୍ ହିରୋଇନ୍ ଦୁଇଜଣ ନ୍ୟୁକମରଙ୍କ ସହ କରିଛନ୍ତି ରୋମାନ୍ସ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଭଳି ଓଲିଉଡରେ ବି ଟପ୍ ହିରୋଇନ୍ମାନେ ନ୍ୟୁକମରଙ୍କ ଅପୋଜିଟରେ କାମ କରିବାକୁ ସହଜରେ ରାଜି ହୋଇନଥାନ୍ତି। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ବି ଘଟିଛି।
ଆସନ୍ତୁ ଜାଣିବା ଏଯାବତ୍ କେଉଁ...
ଓଜନ କମାଇବାକୁ ଚାହୁଁଛନ୍ତି କି? ଖାଆନ୍ତୁ ତରଭୁଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରୀଷ୍ମ ଋତୁରେ ତରଭୁଜ ଖାଇଲେ ଶରୀର ସତେଜ ରହେ। ଏଥିରେ ଥିବା ୯୨ ପ୍ରତିଶତ ଜଳୀୟ ଅଂଶ ଗରମରୁ ଆରାମ ଦେଇଥାଏ। ଏହାଛଡ଼ା ତରଭୁଜର ଆହୁରି ଅନେକ ଔଷଧୀୟ ଗୁଣ ମଧ୍ୟ...
ଦାମିକା ସେଟ୍ ପାଇଁ ଚର୍ଚ୍ଚାରେ ଏହିସବୁ ହିନ୍ଦୀ ସିନେମା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ଏଭଳି ଅନେକ ସିନେମା ନିର୍ମିତ ହୋଇଛି, ଯାହା କେବଳ କାହାଣୀ ବା ସଙ୍ଗୀତ ପାଇଁ ନୁହେଁ, ବରଂ ସୁଟିଂ ସେଟ୍ ପାଇଁ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା କେଉଁ ବଲିଉଡ...
ମହାନଦୀ ପ୍ରସଙ୍ଗରେ ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ନବୀନ: ସମ୍ବିତ ପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ସିଧାଳସଳଖ ନବୀନ ପଟ୍ଟନାୟକଙ୍କୁ ବାଣ ମାରିଛି।
ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେଡି। ଛତିଶଗଡ଼ ଏବଂ କେନ୍ଦ୍ରର...
ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଜ୍ୟପାଳ ଦାୟିତ୍ୱରେ ଥିବା ସତ୍ୟପାଲ ମଲିକଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଦାୟି୍ତ୍ୱ ଗ୍ରହଣ...
କଟକରେ କ’ଣ କହିବେ ମୋଦି?
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ମହାନଦୀ ପଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ'ଣ କହିବେ? ଓଡ଼ିଶାର ଜୀବନରେଖା ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିବେ ନା ଏହାକୁ ଉଡ଼ାଇ ଦେବେ ତା' ଉପରେ ସମସ୍ତଙ୍କ ନଜର।
ଦୁଇ ବର୍ଷ...
ଶକ୍ତି ପରୀକ୍ଷାରେ ପାସ କଲେ କୁମାରସ୍ୱାମୀ: କକ୍ଷତ୍ୟାଗ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ବହୁମତ ପରୀକ୍ଷାରେ ପାସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ।
ମୁଖ୍ୟମନ୍ତ୍ରୀ ହେବାର ତିନିଦିନ ପରେ ବିଧାନସଭାରେ ବିଶ୍ଵାସ ମତ ହାସଲ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ। ଏପଟେ...





















