ପ୍ରତିଭାସମ୍ପନ୍ନ କଳାକାରଙ୍କୁ ସୁଯୋଗ ଦେଉଛି କୋଣାର୍କ ଫେଷ୍ଟିଭାଲ୍ ମଞ୍ଚ: ସଙ୍ଗୀତା ଗୋସାଇଁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=gvn8ZLiJxK4]
କୋଣାର୍କ ଫେଷ୍ଟିଭାଲ୍। ଡିସେମ୍ବର ମାସର ଶୀତୁଆ ସନ୍ଧ୍ୟାରେ ଦର୍ଶକ ଏବଂ ପର୍ଯ୍ୟଟକଙ୍କୁ ମତୁଆଲା କରେ। ରଙ୍ଗିନ୍ ଆଲୁଅର ଲୁଚକାଳି ଖେଳରେ ଓଡ଼ିଶୀ ଓ ଶାସ୍ତ୍ରୀୟ ନୃତ୍ୟର ତାଳେତାଳେ ବିଭୋର ହୋଇଯାଆନ୍ତି...
୨୪ ଘଣ୍ଟାର ୧୦ଟି ଟପ ହେଡଲାଇନ
ଓଡ଼ିଶାଲାଇଭ୍ ବ୍ୟୁରୋ
୧. କମଲ ହସନ କହିଲେ ହିନ୍ଦୁ ଆତଙ୍କବାଦ ବୋଲି କିଛି ନିଶ୍ଚିତ ଭାବରେ ଅଛି। ସେମାନେ ଆଜିକାଲି ହିଂସାରେ ହିଁ ଲିପ୍ତ ରହୁଛନ୍ତି।
୨. ବିରାଟ କୋହଲିଙ୍କୁ ଆଇସିସିର କ୍ଲିନ ଚିଟ୍। କହିଲେ...
ଗ୍ୟାସ୍ ମୂଲ୍ୟ ବୃଦ୍ଧିର ପ୍ରତିବାଦ: ଶୁକ୍ରବାର ରାଜଭବନ ଘେରିବ ମହିଳା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
"ରନ୍ଧନ ଗ୍ୟାସ୍ ମୂଲ୍ୟ ବୃଦ୍ଧିର ପ୍ରତିବାଦ କରିଛି ମହିଳା ବିଜେଡି। ଏହାକୁ ନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ। ଏହାସହ ଶୁକ୍ରବାର ରାଜଭବନ ସମ୍ମୁଖରେ ମହିଳା ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବ",- ସାମ୍ବାଦିକ...
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବି: ରଜଭବନ ଆଗରେ ଧାରଣା ଦେଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି କଂଗ୍ରେସ ଅନୁସୂଚିତ ଜାତି, ଜନଜାତି ସେଲ୍ ରାଜଧାନୀରେ ଗର୍ଜିଛି। ଏହି ସେଲ୍ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଶଗରିଆ ଏବଂ ପୂର୍ବତନ...
ବାଲିମେଳା ଜଳଭଣ୍ଡାରରେ ଛଡ଼ାଗଲା କୁମ୍ଭୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ମୁନ୍ତା ଗାଁରୁ ଉଦ୍ଧାର ହୋଇଥିବା ବିଶାଳ କୁମ୍ଭୀରକୁ ଆଜି ବାଲିମେଳା ଜଳଭଣ୍ଡାରରେ ଛଡ଼ାଯାଇଛି। ବନବିଭାଗ କୁମ୍ଭୀରଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଡିଏଫ୍ଓଙ୍କ ଉପସ୍ଥିତିରେ ଜଳଭଣ୍ଡାରରେ ଛଡ଼ା ଯାଇଥିଲା। ମଙ୍ଗଳବାର...
“ଓଡ଼ିଶୀ ନୃତ୍ୟକୁ ବିଶ୍ୱରେ ଲୋକପ୍ରିୟ କରାଇବା ମୋର ଲକ୍ଷ୍ୟ”- ମାସାକୋ ଓନୋ
ଅନ୍ୟାନ୍ୟ ସମସ୍ତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ତୁଳନାରେ ଓଡ଼ିଶୀର ମୁଦ୍ରା, ଭଙ୍ଗୀ ଓ ଅଙ୍ଗଚାଳନାକୁ ଆୟତ୍ତ କରିବା ସବୁଠାରୁ କଷ୍ଟସାଧ୍ୟ। ତଥାପି ଏହି ନୃତ୍ୟ ପ୍ରତି ତାଙ୍କର ଭଲପାଇବା ଯୋଗୁଁ ସାତଦରିଆ ପାରି...
ଚାଷୀଙ୍କୁ ଅସ୍ତ୍ର କଲା କଂଗ୍ରେସ: ୭ରେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ସମସ୍ୟାକୁ ଅସ୍ତ୍ର କରିଛି ରାଜ୍ୟ କଂଗ୍ରେସ। ଚାଷୀଙ୍କ ହକ୍ ପାଇଁ କଂଗ୍ରେସ ଲଢ଼େଇ କରିବ ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଶୁକ୍ରବାରଠାରୁ ଏହି ଆନ୍ଦୋଳନ ଆରମ୍ଭ ହେବ...
ଚେତିଲା ପ୍ରଶାସନ: ପୋକ ଲାଗିଥିବା ଫସଲ ଦେଖିଲେ ବୈଷୟିକ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଶାସନକୁ ଚକଡ଼ା ପୋକ ଚିନ୍ତା
କୀଟନାଶକ ଦୋକାନରେ ରେଡ୍ କଲା ଟିମ୍
ଫସଲ ନଜାଳିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ ପରାମର୍ଶ
ମୃତ ଚାଷୀଙ୍କ ପରିବାରକୁ ଭେଟିଲା ପ୍ରଶାସନ
ଚାଷୀଙ୍କ ମୁଣ୍ଡ ବିନ୍ଧାଇଲାଣି ଚକଡ଼ା...
ଅନୁଭା ଓ ଅମ୍ଳାନଙ୍କ ‘ବଜରଙ୍ଗୀ’ ଆସନ୍ତା କାଲି ପରଦା ଉପରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁନ୍ ମୁଭିସ୍ ବ୍ୟାନର ଓ ସାର୍ଥକ ମ୍ୟୁଜିକର ମିଳିତ ଆନୁକୁଲ୍ୟରେ ନିର୍ମିତ ସିନେମା ‘ବଜରଙ୍ଗୀ’ର ଅଡ଼ିଓ ନିକଟରେ ରିଲିଜ୍ ହୋଇଛି। ଷ୍ଟାର୍ କିଡ୍ ଅନୁଭା ଓ ଅମ୍ଳାନଙ୍କ ପୋଲିସ୍-ଚୋର ଚରିତ୍ର ଦର୍ଶକଙ୍କୁ...
‘ମେଡ୍ ଇନ ଓଡ଼ିଶା’ ପାଇଁ ଦୁଇ ଭଉଣୀଙ୍କ ଲଢ଼େଇ
ଅନୁଜ ଦାସ
ପିଲାବେଳେ ପାରମ୍ପରିକ ପୋଷାକ ପିନ୍ଧୁଥିବା ଦୁଇ ଭଉଣୀ ଅନୀତା-ଅମ୍ବ୍ରିତା ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। 'ମେଡ୍ ଇନ୍ ଓଡ଼ିଶା' ପ୍ରଡକ୍ଟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ଦୁଇ ଭଉଣୀ...





















