ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ: ସକାଳ ୯ଟା ସୁଦ୍ଧା ୬.୮୭ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ସକାଳ ୯ଟା ସୁଦ୍ଧା ୬.୮୭ ପ୍ରତିଶତ ମତଦାନ...

ଭୋଟ୍ ଦେଉଛି ଓଡ଼ିଶା: ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଆରମ୍ଭ ହେଲା ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ...

‘ଇଣ୍ଡିଆ ସ୍କିଲ୍ସ’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ 'ଇଣ୍ଡିଆ ସ୍କିଲ୍ସ-୨୦୨୪'ରେ ଟିମ୍ ଓଡ଼ିଶାକୁ ୧୫ ସ୍ବର୍ଣ୍ଣ ସହ ମୋଟ ୫୨ଟି ପଦକ। (ଭୁବନେଶ୍ୱର): 'ଇଣ୍ଡିଆ ସ୍କିଲ୍ସ-୨୦୨୪' ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଟିମ୍ ଓଡ଼ିଶା ଏହି...

ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ରଞ୍ଜନ ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ବରିଷ୍ଠ ନେତା ସମୀର ରଞ୍ଜନ ଦାଶ। ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ସେ ପଦ୍ମ ଧରିଛନ୍ତି।...
OSSC

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ସିଏଚଏସଏଲ୍ ପରୀକ୍ଷା ପାଇଁ ଆବେଦନ ଜାରି, ମେ’ ୨୭ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ହାଇୟର ସେକେଣ୍ଡାରି ଲେଭାଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ...

ସୁନ୍ଦରଗଡ଼ ଲୋକସଭା ଆସନ: ପୁଣି ଜୁଏଲଙ୍କ ଭାଗରେ ପଡ଼ିବ ନା ବାଜି ମାରିବେ ଦିଲ୍ଲୀପ?

ସତୀଶ ଶର୍ମା ସୁନ୍ଦରଗଡ଼ ଲୋକସଭା ଆସନରେ ଜୁଏଲ ଓରାମ ପୁଣି ବାଜି ମାରିବେ ନା ଦିଲ୍ଲୀପ ପିନ୍ଧିବେ ବିଜୟ ମୁକୁଟ, ଏପେଟେ ଗଡ଼କୁ ଫେରିବା ଆଶାରେ ରହିଛନ୍ତି ଜନାର୍ଦ୍ଦନ। ସୁନ୍ଦରଗଡ଼ ଲୋକସଭା ଆସନରେ ଏଥର ଦେଖିବାକୁ ମିଳିବ...

ବାରିପଦା ସହରରୁ କାବୁ ହୋଇଥିବା କଲରାପତରିଆ ବାଘକୁ ଶିମିଳିପାଳରେ ଛାଡ଼ିଲା ବନ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ସହରରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ କାବୁ କରିବା ପରେ ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିଦିଆଯାଇଛି। ଶୁକ୍ରବାର ଦିନ ବାଘଟିକୁ କାବୁ କରିଥିଲେ ବାରିପଦା ବନବିଭାଗ ରେଞ୍ଜର...

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାର ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ରରେ ଭୋଟ ଦେବେ ୭୯ ଲକ୍ଷରୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମେ’ ୨୦ ତାରିଖରେ ଓଡ଼ିଶାର ୫ଟି ଲୋକସଭା ଏବଂ ଏହା ଅଧିନସ୍ଥ ୩୫ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏଥିରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ...

ବାଲେଶ୍ଵରରେ ବିଜେପିର ଶକ୍ତି ପ୍ରଦର୍ଶନ: ଏକାଠି ରୋଡ୍ ସୋ’ କଲେ ଦଳର ୫ ତୁଙ୍ଗ ନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବାଲେଶ୍ଵରରେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ବୃହତ୍ ଶକ୍ତି ପ୍ରଦର୍ଶନ କରାଯାଇଛି। ଶନିବାର ଏଠାରେ ରାଜ୍ୟ ବିଜେପିର ୫ ଜଣ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ...

ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ପୁଣି କଂଗ୍ରେସ, ନା ବିଜେଡି-ବିଜେପି ମାରିନେବେ ବାଜି

ସତୀଶ ଶର୍ମା ରାଜଗାଙ୍ଗପୁର ବିଧାନସଭା ଆସନ ହାତେଇବାକୁ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଛକାପଞ୍ଝା ଲାଗିରହିଥିବାବେଳେ ବିଜୟ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ...