ଘରେ ରହି କରନ୍ତୁ ମା’ଙ୍କ ପୂଜା, ନହେଲେ ବଢ଼ିବ କରୋନା ସଂକ୍ରମଣ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାର୍ବଣ ପୂର୍ବରୁ ରାଜ୍ୟବାସୀଙ୍କୁ ସଚେତନ କରାଇଛନ୍ତି ମୁଖ୍ୟମନ୍ତ୍ରୀ।
“ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ ସର୍ବସାଧାରଣ ସ୍ଥାନରେ ଭିଡ଼ କରନ୍ତୁ ନାହିଁ। ଘରେ ରହି ମା’ଙ୍କ ପୂଜା, ପ୍ରାର୍ଥନା କରନ୍ତୁ। ବାହାରକୁ...
ଫୋନ୍ ଚାର୍ଜ କଲା ବେଳେ ଆପଣାନ୍ତୁ ଟପ୍-୪ ଟିପ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫୋନ୍ ଚାର୍ଜ କରିବା ସମୟରେ କେତେକ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ। ନଚେତ୍ ଚାର୍ଜ ଜଲ୍ଦି ସରିବା, ବ୍ୟାଟେରି ସାଙ୍ଗେ ସାଙ୍ଗେ ଗରମ ହୋଇଯିବା, ବ୍ୟାଟେରି ଫାଟିବା ଭଳି ସମସ୍ୟା...
ମହଙ୍ଗା ହେଲା ଜିଓର ଭିଆଇପି ପ୍ଲାନ୍, କେତେ ଟଙ୍କା ଦେବେ ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାହକଙ୍କୁ ଶସ୍ତା ପ୍ଲାନ୍ ପ୍ରଦାନ କରିବାରେ ରିଲାଏନ୍ସ ଜିଓ ଅନ୍ୟ କମ୍ପାନିଠାରୁ ସବୁବେଳେ ଆଗରେ ରହିଥାଏ। କିନ୍ତୁ ନିକଟରେ କମ୍ପାନି ନିଜ ଭିଆଇପି ପ୍ଲାନ୍ର ଦାମ୍ ବଢ଼ାଇଦେଇଛି। ତେବେ କେଉଁ ପ୍ଲାନ୍ର...
୧ ଟଙ୍କାରେ ବିକ୍ରି ହେବ Redmi ଓ୍ଵାୟରଲେସ୍ ଇୟରଫୋନ୍, କେମିତି କିଣିବେ ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାତ୍ର ୧ ଟଙ୍କାରେ Redmi ଓ୍ଵାୟରଲେସ୍ ଇୟରଫୋନ୍ କେମିତି କିଣିବେ ଜାଣନ୍ତୁ।
ଅକ୍ଟୋବର ୧୬ରୁ ଆରମ୍ଭ ହୋଇଛି ସାଓମିର ଦିଓ୍ଵାଲି ସେଲ୍। ଏହି ସେଲ୍ରେ ବିଭିନ୍ନ ଜିନିଷ ଉପରେ ଦମ୍ଦାର୍ ଅଫର୍ ସାଙ୍ଗକୁ...
ରାଜ୍ୟର କରୋନା ରିପୋର୍ଟ – ୧,୯୦୪ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେ ୧୬ ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଆଜି ଗୋଟିଏ ଦିନରେ ୧,୯୦୪ ପଜିଟିଭ୍ ଚିହ୍ନଟ
କ୍ଵାରେଣ୍ଟାଇନ୍ରୁ୧,୧୧୫ ଜଣ, ୭୮୯ଟି ଲୋକାଲ୍ କେସ୍
ରାଜ୍ୟରେମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୨,୨୫୦କୁ ବୃଦ୍ଧି
ଆଉ୧୬ ଆକ୍ରାନ୍ତଙ୍କ ମୃତ୍ୟୁ
ମୋଟକରୋନାଜନିତ ମୃତ୍ୟୁସଂଖ୍ୟା ୧,୧୬୮କୁ ବୃଦ୍ଧି
ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଆଜି ୧,୯୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ...
କମୁଛି ସଂକ୍ରମିତଙ୍କ ସଂଖ୍ୟା – ଦେଶରେ ଦିନକରେ ୫୦ ହଜାରକୁ କମ୍ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଗତ ୨୪ ଘଣ୍ଟାରେ ୪୬ ହଜାର ୭୯୦ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୫୮୭ ଜଣଙ୍କ ମୃତ୍ୟୁ ଘଟିଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ...
ଏୟାରଟେଲ୍ର ଶସ୍ତା ପ୍ଲାନ୍ – ମିଳୁଛି ଡାଟା, କଲିଂ ସହ ଓଟିଟି ଆପ୍ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୈନିକ ୨ ଜିବି ଡାଟା ସହ ୧୦୦ ଏସ୍ଏମ୍ଏସ୍
ଓଟିଟି ଆପ୍ର ମାଗଣା ସବ୍ସ୍କ୍ରିପ୍ସନ୍
ଅନ୍ଲିମିଟେଡ୍ କଲିଂ ସୁବିଧା
ଆପଣ କମ୍ ଟଙ୍କାରେ ଡାଟା, କଲିଂ, ଏସ୍ଏମ୍ଏସ୍ ସହ ଓଟିଟି...
ଜିଓ ଆଣିବ ଅଢ଼େଇ ହଜାର ଟଙ୍କିଆ ୫ଜି ଫୋନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଜିଓ ଆଉ ଏକ ଧମାକା କରିବାକୁ ଯାଉଛି। କମ୍ପାନି ପକ୍ଷରୁ ଏକ ଶସ୍ତା ୫ଜି ଫୋନ୍ ବଜାରକୁ ଛଡ଼ାଯିବ। ପ୍ରଥମେ ଏହାର ଦାମ୍ ୫ ହଜାର ଟଙ୍କା ରହିବ। କିନ୍ତୁ...
୩ ଘଣ୍ଟା ଚାର୍ଜ କଲେ ଗଡ଼ିବ ୭୦ କିଲୋମିଟର, ଦରକାର ନାହିଁ ଡ୍ରାଇଭିଂ ଲାଇସେନ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପେଟ୍ରୋଲ, ଡିଜେଲର ବଢ଼ୁଥିବା ଦାମକୁ ଦେଖି ଏବେ ଅଧିକାଂଶ ଲୋକ ଗାଡ଼ି ଚଲାଇବାକୁ ନେଇ ଚିନ୍ତାରେ। କିଛି ଲୋକ ତ ଗାଡ଼ି ଛାଡ଼ି ସାଇକେଲ ଆପଣାଇବା ଆରମ୍ଭ କରିଦେଲେଣି। ଲୋକଙ୍କୁ ଏଭଳି...
ନୟାଗଡ଼ରେ କୋଭିଡ୍ ସ୍ଥିତି – ମୋଟ ୫,୬୩୭ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେଣି ୩୯ ଆକ୍ରାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ନୟାଗଡ଼ରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫,୬୩୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫,୨୫୮ ଜଣ ସୁସ୍ଥ ହୋଇଥିବା...





















