ଆଜିର ମୁଖ୍ୟ ଖବର @7PM (୩୦ ଜୁନ୍, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ସାମିଙ୍କ ଘାତକ ବୋଲିଂ – ଭାରତକୁ ୩୩୮ ରନ୍‌ର ଟାର୍ଗେଟ ଦେଲା ଇଂଲଣ୍ଡ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଘରୋଇ ଇଂଲଣ୍ଡ ଏବଂ ଭାରତ।...

ସୁସ୍ଥ ଆଖି ପାଇଁ ବ୍ୟାୟାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଖି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ। ଏହାକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ନିର୍ଦ୍ଦିଷ୍ଟ ବ୍ୟାୟାମ କରିବା ଆବଶ୍ୟକ। -ଆଖିକୁ ଯେକୌଣସି ସମସ୍ୟାରୁ ଦୂରେଇ ରଖିବା ପାଇଁ କିଛି ବ୍ୟାୟାମ...

ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା – ସମ୍ଭାବ୍ୟ ବନ୍ୟା ପାଇଁ ଆଡଭାଇଜରୀ ଜାରି କଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପାଇଁ ଆସନ୍ତାକାଲିଠୁ ୩ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା କରିଛି। ଏନେଇ ପାଣିପାଗ ବିଭାଗ ସତର୍କ ଜାରି କରିବା ପରେ ଚିନ୍ତାରେ...

ଗରମ ଦିନରେ ଆଲର୍ଜିରୁ ରକ୍ଷା ପାଇବେ କିପରି?

ଓଡ଼ିଶାଲାଇଭ୍ ବ୍ୟୁରୋ ଏକ ସର୍ଭେ ରିପୋର୍ଟ ଅନୁସାରେ ଭାରତର ଜନସଂଖ୍ୟାର ୨୫ ପ୍ରତିଶତ ଆଲର୍ଜି ଦ୍ୱାରା ପୀଡ଼ିତ। ସେମାନଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଆଲର୍ଜି ପରବର୍ତ୍ତୀ ସମୟରେ ଆଜମା ପାଲଟିଯାଇଥାଏ। ଯଦିଓ...

ଆସନ୍ତାକାଲିଠୁ ପ୍ରବଳ ବର୍ଷିବ – ସିଇସି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇ ଧୀରେ ଧୀରେ ପଶ୍ଚିମ ଦିଗ ଆଡ଼କୁ ମାଡ଼ି ଆସୁଛି। ଫଳରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶିକ୍ଷା ଓ...

ଆଜିର ମୁଖ୍ୟ ଖବର @10PM (୨୮ ଜୁନ୍, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ୨୦୧୯-୨୦ ବର୍ଷ ପାଇଁ ଆସିଲା ବଜେଟ – ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ? ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ...

ଆପଣଙ୍କ ପିଲା ମୋବାଇଲ ଫୋନ ଧରିବାକୁ ଭଲପାଉଛି କି! ହୋଇପାରେ ଏହି ସବୁ ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିକାଲି ସ୍ମାର୍ଟଫୋନ୍‌ର ଜମାନା। ସମସ୍ତଙ୍କ ହାତରେ ସ୍ମାଟଫୋନ୍‌। ମୋବାଇଲ ପ୍ରତି ବର୍ଗର ଲୋକଙ୍କର ରହିଥାଏ ଦୁର୍ବଳତା। ଲୋକଙ୍କ ଆଗ୍ରହ ଓ ପସନ୍ଦକୁ ଦେଖି ବଜାରକୁ ଆସୁଛି ବିଭିନ୍ନ ମଡେଲର ସ୍ମାର୍ଟଫୋନ୍‌। ଅନେକ ସମୟରେ...

ଭାରତରେ ଲଞ୍ଚ ହେବ Redmi 7A ସ୍ମାର୍ଟଫୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଜୁଲାଇ ମାସରେ ଚୀନ ମୋବାଇଲ କମ୍ପାନି ସାଓମୀ ଭାରତରେ ଲଞ୍ଚ କରିବ ଏକ ନୂଆ ସ୍ମାର୍ଟଫୋନ 'ରେଡ୍‌ମି ୭ଏ'। ଏନେଇ ସାଓମୀ ଇଣ୍ଡିଆ ହେଡ୍‌ ମନୁ କୁମାର ଜୈନ୍‌ ଟୁଇଟ୍‌...

ବଦଳିଲା ପାଗ- ସକ୍ରିୟ ହେଲା ମୌସୁମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହୋଇଛି। ଫଳରେ ଆସନ୍ତା ୩ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ଵର, କେନ୍ଦୁଝର, ଅନୁଗୁଳ,...

ଗର୍ଭ ନିରୋଧକ ବଟିକା ଖାଉଛନ୍ତି କି? ହୋଇପାରେ କ୍ୟାନସର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି। ପ୍ରାୟତଃ ୫୦ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଏହି କର୍କଟ ହେବାର ଆଶଙ୍କା ଅଧିକ ଥାଏ। ଅବହେଳା ଏବଂ...