ବିଜେଡି-ବିଜେପି-କଂଗ୍ରେସ: କାହା ଭାଗରେ ପଡ଼ିବ ବାଲେଶ୍ଵର ଲୋକସଭା ଆସନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=7pRpm_x6VwQ&t=79s
ଏଥର ବାଲେଶ୍ୱର ଲୋକସଭା ଆସନରେ ଅଭିଜ୍ଞ ପ୍ରତାପ ଷଡ଼ଙ୍ଗୀ ଓ ଶ୍ରୀକାନ୍ତ ଜେନାଙ୍କୁ ଟକ୍କର ଦେବେ ନିର୍ବାଚନ ରାଜନୀତିକୁ ପ୍ରଥମ ଥର ପାଇଁ ଓହ୍ଲାଇଥିବା ଲେଖାଶ୍ରୀ ସାମନ୍ତସିଂହାର।
ବାଲେଶ୍ୱର ଲୋକସଭା କ୍ଷେତ୍ରରେ...
ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ପାଣ୍ଡିଆନ କହିଲେ ୨୮ରୁ ୨୪ ସିଟ୍ ବିଜେଡିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଏବଂ ନବରଙ୍ଗପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୨୮ଟି ବିଧାନସଭା ଲାଗି ମତଦନା କରିଛନ୍ତି...
ଆସନ୍ତାକାଲି ଅମିତ ଶାହଙ୍କ ଓଡ଼ିଶା ଗସ୍ତ, କଟକରେ କରିବେ ରୋଡ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ବୁଧବାର ଅପରାହ୍ଣରେ ସେ କଟକରେ ଏକ ରୋଡ ସୋ’ କରିବେ। ଏହାପୂର୍ବରୁ ସେ ସୋରଡ଼ା ଓ ବୌଦ୍ଧରେ ଦଳୀୟ ସମାବେଶରେ...
ଭୁବନେଶ୍ଵର-ପୁରୀ ରାଜପଥରେ ମାତିଛନ୍ତି ଲୁଟେରା, ଚେଇଁ ଶୋଇଛି ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର-ପୁରୀ ରାଜପଥରେ ମାତିଛନ୍ତି ଲୁଟେରା। ଦିନ ଦ୍ଵି’ପ୍ରହରରେ ଲୋକଙ୍କୁ ମରଣମୁହଁକୁ ଠେଲି ଲୁଟି ନେଉଛନ୍ତି ସବୁକିଛି।
ଅସୁରକ୍ଷିତ ହୋଇପଡ଼ିଛି ଭୁବନେଶ୍ଵର-ପୁରୀ ରାଜପଥ। ସ୍ପଷ୍ଟ ଦିବାଲୋକରେ ଘଟୁଛି ରାହାଜାନୀ। ଏହି ରାଜପଥରେ ଯାଉଥିବା ଯାତ୍ରୀଙ୍କୁ...
ସୋର ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା ବିଜେପି, ପର୍ଶୁରାମ ଧଡ଼ାଙ୍କୁ ମିଳିଲା ଟିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ସୋର ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି। ପର୍ଶୁରାମ ଧଡ଼ାଙ୍କୁ ଏଠାରୁ ଦଳର ନୂଆ ପ୍ରାର୍ଥୀ ଭାବେ ଟିକେଟ ଦିଆଯାଇଛି। ଏଠାରେ ଆଗରୁ ରାଜେନ୍ଦ୍ର ଦାସଙ୍କୁ ଦଳ...
ମୁମ୍ବାଇରେ ବିଜ୍ଞାପନ ହୋର୍ଡିଂ ନେଇଗଲା ୧୪ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇରେ ସୋମବାର ହୋଇଥିବା ଘୂର୍ଣ୍ଣିଝଡ଼ ଓ ବର୍ଷା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଛି। ଏହି ଝଡ଼ରେ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଏକ ବିରାଟ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବା ଘଟଣାରେ...
ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ଘଟଣା: ଜେଲ୍ ଗଲେ ବ୍ରହ୍ମପୁରରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ଘଟଣାରେ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି। ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ୍...
ବାରାଣାସୀରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ନିର୍ବାଚନ ୨୦୨୪ ଲାଗି ଆଜିର ଦିନଟି ବେଶ ଗୁରୁତ୍ଵପୂର୍ଣ୍ଣ। କାରଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନ ଲାଗି ମଙ୍ଗଳବାର ଦିନ ପ୍ରାର୍ଥିପତ୍ର...
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୪ ପ୍ରତିଶତ ମତଦାନ, ଜାଣନ୍ତୁ କେଉଁ ଆସନରେ କେତେ ହେଲା ଭୋଟ୍ ଗ୍ରହଣ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାରେ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଏଥିରେ ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ମୋଟ ୭୩.୯୭ ପ୍ରତିଶତ ମତଦାନ ହୋଇଛି। ରାଜ୍ୟରେ ଶାନ୍ତିଶୃଙ୍ଖଳାର ଭୋଟ୍...
ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ, ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁରରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ତାଙ୍କ ମୁହଁ ଓ ଛାତିରେ ଆଘାତ ଲାଗିଛି। ମଙ୍ଗଳବାର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି...





















