ଆଜି ବିଜେଡି ଓ ବିଜେପିର ଦଳୀୟ ବୈଠକ, ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ ବଢ଼ିଲା ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଥିବାବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବୁଧବାର ଭୁବନେଶ୍ଵରରେ ବିଜେଡିର ଓ ନୂଆଦିଲ୍ଲୀରେ ବିଜେପିର ଦଳୀୟ ବୈଠକ ରାଜନୈତିକ ଜନମାନସରେ ଉଷ୍ମତା ଭରିଛି।...
ବସନ୍ତ! ପୁଷ୍ପ, ପ୍ରେମ, ପ୍ରଣୟ, ରୂପ ଓ କାମନାର ଉଦ୍ଦୀପନାମୟ ଚିତ୍ରର ସମ୍ଭାର
ଭାସ୍କର ପରିଚ୍ଛା
ବସନ୍ତ ଋତୁକୁ କୁହାଯାଏ 'ଋତୁରାଜ’। ଏହା ସୌନ୍ଦର୍ଯ୍ୟର ଋତୁ। ଋତୁଚକ୍ର ଭିତରେ ବସନ୍ତ ଋତୁ ଏକ ନିର୍ବିବାଦୀୟ ସମ୍ରାଟ। ଫାଲଗୁନ- ଚୈତ୍ର ମାସ ବସନ୍ତ ଋତୁର ସମୟ। ବସନ୍ତକୁ ମୂଳତଃ ଫୁଲର ଋତୁ...
ପ୍ରକାଶ ପାଇଲା ମାସିକ ପାରିବାରିକ ପତ୍ରିକା ‘ରେବତୀ’ର ମାର୍ଚ୍ଚ ୨୦୨୪ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ମାସିକ ପାରିବାରିକ ଫିଚର୍ ପତ୍ରିକା ‘ରେବତୀ’ର ମାର୍ଚ୍ଚ ୨୦୨୪ ସଂଖ୍ୟା ବଜାରକୁ ଆସିଛି। ଚଳିତ ସଂଖ୍ୟାଟି ଏକ ପର୍ଯ୍ୟଟନ ବିଶେଷାଙ୍କ ଭାବରେ ପ୍ରକାଶ ପାଇଛି। ଏଥିରେ...
କୋଲକାତାରେ ଲୋକାର୍ପିତ ହେଲା ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତାରେ ପ୍ରଥମଥର ପାଇଁ ପାଣି ତଳେ ଚାଲିଲା ମେଟ୍ରୋ ଟ୍ରେନ। ବୁଧବାର ଏଠାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଲାଇନର ଲୋକାର୍ପଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାୱଡା ଷ୍ଟେସନରେ ସବୁଜ...
ଫୁଲବାଣୀ: ରାଣୀପଥର ଘାଟିରେ ଓଲଟିଲା ଓଏସଆରଟିସି ବସ୍, ୧୫ରୁ ଅଧିକ ଯାତ୍ରୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ସ୍ଥିତ ରାଣୀପଥର ଘାଟିରେ ବୁଧବାର ଓଏସଆରଟିସିର ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସିପଡ଼ିବା ଫଳରେ ୧୫ରୁ ଅଧିକ ଯାତ୍ରୀ...
ଓଡ଼ିଶାରେ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କଲେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଲେ କେନ୍ଦ୍ର ସରକାର। ମଙ୍ଗଳବାର ଦିନ ଓଡ଼ିଶା ଗସ୍ତରରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ, ଜାତୀୟ ରାଜପଥ...
ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଛି ‘ଓଡ଼ିଶା ୱିମେନ୍ ଇନ ମିଡିଆ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରଠାରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଛି ‘ଓଡ଼ିଶା ୱିମେନ୍ ଇନ ମିଡିଆ’ (ଓଡବ୍ଲ୍ୟୁଏମ୍)। ଓଡବ୍ଲ୍ୟୁଏମ୍ ପକ୍ଷରୁ ଆୟୋଜିତ ସମାରୋହରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ରାଜ୍ୟ...
ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲା: ଇଡିରେ ହାଜର ହେଲେ ପ୍ରୟାସକାନ୍ତି ସାମଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ବରପଦା ଇଂଜିନିୟରିଂ...
‘ବିଜୁ ପଟ୍ଟନାୟକ – ଦି ଟଲ୍ ମ୍ୟାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=rqufn-ZYSyM
‘ଦି ଟଲ୍ ମ୍ୟାନ’ ନାଁରେ ଖ୍ୟାତ ବିଜୁ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଚିର ସ୍ମରଣୀୟ
କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱ ଓଡ଼ିଶାର ଲୋକମାନଙ୍କୁ ସବୁବେଳେ ପ୍ରେରଣା ଯୋଗାଇ ଆସିଛି। ବିଜୁବାବୁଙ୍କ ଦୂରଦୃଷ୍ଟି...
ଦିନେ ଆଦିବାସୀ ମହିଳାଙ୍କୁ ‘ପୋଲିସ ପାୱାର’ ଦେଇଥିଲେ ବିଜୁବାବୁ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=_1WTQroEj-8
“ତୁମକୁ ମୁଁ ‘ପୁଲିସ୍ ପାୱାର’ ଦେବି। ତୁମେ ଯାଇକି ଛାଞ୍ଚୁଣିମୁଠା ଧରି ମଦହାଣ୍ଡି ଭାଙ୍ଗି ପାରିବ। ତୁମେ ମଦ ବନ୍ଦ କରିପାରିବ। ତୁମର ହାତର କଥା ତୁମର ହାତେ ହିଁ ଅଛି। ଏହା ତୁମ ନିଜର କଥା ତାହା ତୁମ ନିଜ ପାଖରେ ଅଛି। ତୁମେ ଯାହା କହିଲ ତାହା ହୋଇପାରିବ।”
ଏହି ଘଟଣାକୁ ୨୦-୨୫ ବର୍ଷ ହୋଇଗଲାଣି। ଏହା ୧୯୯୩ ମସିହାର କଥା। ସେତେବେଳେ ୧୧ଟି ଜିଲ୍ଲାର ମହିଳାମାନେ ମୋଟ ୪୦୦ଜଣ ହୋଇ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଏକାଠି ହୋଇଥିଲୁ। ୩-୪ଟି...





















