ଆଜି ପବିତ୍ର ଶ୍ରୀପଞ୍ଚମୀ, ଧରାପୃଷ୍ଠରେ ବିରାଜିଛନ୍ତି ମା’ ସରସ୍ୱତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଶ୍ରୀପଞ୍ଚମୀ। ବର୍ଷକର ଅପେକ୍ଷା ପରେ ଏହି ପବିତ୍ର ଦିନରେ ପୁଣିଥରେ ମା’ ସରସ୍ୱତୀ ଓ ଭକ୍ତଙ୍କ ମିଳନ ହୋଇଛି। ବୁଧବାର ମାଘମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା’...

ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଓଡ଼ିଶାରେ କମିଲା ବିଜୁଳି ଦର

ଓଡ଼ିଶାଲାଇଭ୍ ବ୍ୟୁରୋ ଘରୋଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଗ୍ରୀଷ୍ମଋତୁ ପୂର୍ବରୁ କମିଲା ବିଜୁଳି ଦର। ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିଶନ (ଓଇଆରସି) ମଙ୍ଗଳବାର ଦିନ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ...

ପ୍ରଧାନମନ୍ତ୍ରୀ ଯୁବ ମେଣ୍ଟରସିପ୍ ଯୋଜନାରେ ଯୁବ ଗାଳ୍ପିକା ରୋଜାଲିନ ମହାନ୍ତି ମନୋନୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଯୁବ ଗାଳ୍ପିକା ରୋଜାଲିନ ମହାନ୍ତି। ରୋଜାଲିନ ମହାନ୍ତି ପ୍ରଧାନମନ୍ତ୍ରୀ ଯୁବ ମେଣ୍ଟରସିପ ଯୋଜନାରେ ମନୋନୀତ ହୋଇଛନ୍ତି। ଏହି ଯୋଜନାରେ ଯୁବ ଲେଖିକା ରୋଜାଲିନ ମହାନ୍ତିଙ୍କୁ...

ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ସୁଚିତ୍ରା’ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସାହିତ୍ୟ ପତ୍ରିକା ‘ସୁଚିତ୍ରା’ର ପଞ୍ଚମ ସ୍ଵନକ୍ଷତ୍ର ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କୁ ‘ସୁଚିତ୍ରା ଶିଶୁ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରଶାନ୍ତ କୁମାର ମଙ୍ଗରାଜ ୧୮ ଖଣ୍ଡରୁ ଊର୍ଦ୍ଧ୍ଵ...

ଓମ୍ବାଡସି ସହାୟତାରେ କେନ୍ଦୁଝର ଜିଲ୍ଲାରେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା: ୨୦୨୧ରୁ ୨୦୨୪ ଜାନୁଆରି ସୁଦ୍ଧା ୬,୪୯୩ ଜଣ ରୋଗୀ...

ଓଡ଼ିଶାଲାଇଭ୍ ବ୍ୟୁରୋ ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ଓ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ପ୍ରତି ମାସରେ ଉପକୃତ ହେଉଛନ୍ତି ୨୦୦ରୁ ୨୫୦ ଜଣ ରୋଗୀ ଆମ୍ବୁଲାନ୍ସରେ ରୋଗୀମାନଙ୍କ ପାଇଁ ରହିଛି ଅତ୍ୟାଧୁନିକ ସେବା (କେନ୍ଦୁଝର): ଆମ୍ବୁଲାନ୍ସ ଏକ...

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ। ମଙ୍ଗଳବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ...

ଫେବ୍ରୁଆରି ୧୬ରୁ ଯୁକ୍ତ ୨ ବାର୍ଷିକ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ବାର୍ଷିକ ପରୀକ୍ଷା। ଏହି ପରୀକ୍ଷା ଫେବ୍ରୁଆରି ୧୬ରୁ ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା...

ରାଜ୍ୟସଭା ପାଇଁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେଡି         

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ପାଇଁ ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ (ବିଜେଡି)। କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପୁରୀର ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ...

ବୌଦ୍ଧ: ରାସନକାର୍ଡ ହିତାଧିକାରୀଙ୍କୁ ବ୍ୟାଗ ବଣ୍ଟନକୁ ବିଜେପିର ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ ତେଜିଲା ବ୍ୟାଗ ରାଜନୀତି। ସାରା ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ବଣ୍ଟନକୁ ବିରୋଧ କରୁଛି ବିଜେପି। ବୌଦ୍ଧ ଜିଲ୍ଲାର ପ୍ରତି ପଞ୍ଚାୟତରେ ଏବେ...

ବିହାର ବିଧାନସଭାରେ ଆସ୍ଥାଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ସପକ୍ଷରେ ପଡ଼ିଲା ୧୨୯ ଭୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାର ବିଧାନସଭାରେ ସୋମବାର ଅନୁଷ୍ଠିତ ହୋଇଥିବା ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏଥିରେ ବିଜେପି-ଜେଡିୟୁ ସମର୍ଥିତ ଏନଡିଏ ସରକାର ସପକ୍ଷରେ ୧୨୯ଟି ଭୋଟ ପଡ଼ିଛି। ତେବେ ଆସ୍ଥାଭୋଟ ବେଳେ...