ମନେ ରହିବେ ଅଭିନ୍ନ ସାର୍

ଅସିତ୍ ମହାନ୍ତି ପ୍ରଫେସର ଅଭିନ୍ନ ଚନ୍ଦ୍ର ସାହୁଙ୍କ ବିୟୋଗରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି। ଅଭିନ୍ନ ସାର୍ ଚାଲିଗଲେ। କିନ୍ତୁ ଅଭିନ୍ନ ସାର୍ ମୋର ମନେ ରହିବେ ସବୁଦିନ। ମୁଁ ରେଭେନ୍ସାରେ ଓଡ଼ିଆରେ ଏମ୍.ଏ. ପଢ଼ିବା...

ରାଜ୍ୟପାଳ ରଘୁବର ଦାସଙ୍କ ନୟାଗଡ଼ ଗସ୍ତ, ଲୋକଙ୍କୁ ଭେଟିବା ସହ ବିଭିନ୍ନ ଯୋଜନାର କଲେ ସମୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସୋମବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଲୋକମାନଙ୍କ ସହ କଥା ହେବା ସହ ବିଭିନ୍ନ ଯୋଜନା ବାବଦରେ ପଚାରି ବୁଝିଛନ୍ତି। ଏହାସହ...

ଓଡ଼ିଶାରେ ପୁଣି ଶୀତଲହରୀ, ୭.୫ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କିଛି ଦିନ ପରେ ପୁଣି ଶୀତଲହରୀ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବାରେ ଲାଗିଛି। ରବିବାର ରାତିରେ ଓଡ଼ିଶାର ୧୯ଟି ସହରର ତାପମାତ୍ରା...

ମାଲକାନଗିରି ବିମାନବନ୍ଦରରେ ହେଲା ଟ୍ରାଏଲ୍ ରନ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବଶୀଘ୍ର ଉଦଘାଟିତ ହେବାକୁ ଯାଉଛି ମାଲକାନଗିରି ବିମାନବନ୍ଦର। ଚଳିତ ମାସରେ ଏହାକୁ କାର୍ଯ୍ୟକ୍ଷମ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ତେବେ ଉଦଘାଟନ ହେବା ପୂର୍ବରୁ ବିମାନବନ୍ଦର ରନୱେରେ...

ଆଜିଠାରୁ ଖୋଲିଲା ଲୋକସେବା ଭବନ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଲୋକସେବା ଭବନ ଉଦ୍ୟାନ ରବିବାରଠାରୁ ଖୋଲିଛି। ରବିବାରଠାରୁ ଜାନୁଆରି ମାସର ସମସ୍ତ ଛୁଟି ଦିନମାନଙ୍କରେ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୁଲିଛି। ରବିବାର ସହ ଜାନୁଆରି ମାସର...

ଭାରତୀୟ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ ୩୦୧୫ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜାନୁଆରି ୧୪...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ (ଡବ୍ଲୁସିଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ପଶ୍ଚିମ କେନ୍ଦ୍ରୀୟ ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୦୧୫ଟି ପଦବୀ ପୂରଣ...

ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଖୋଲିଲା ରାଜଭବନ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଶନିବାରଠାରୁ ଖୋଲିଲା ରାଜଭବନ ଉଦ୍ୟାନ। ଜାନୁଆରି ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନର ଆନନ୍ଦ ଉଠାଇ ପାରିବେ ସାଧାରଣ ଦର୍ଶକ। ଅପରାହ୍ଣ ୨ଟା ୩୦ରୁ ୫ଟା...

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ଶବ ହସ୍ତାନ୍ତର ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି। ମୃତ ବ୍ୟକ୍ତିଙ୍କ ପରିଚୟକୁ ନେଇ ଦ୍ଵନ୍ଦ୍ଵ ଦୂର ହେବାର ନାଁ ନେଉନି। ଶନିବାର ଦିନ ତୃତୀୟ ଆହତ ବ୍ୟକ୍ତିଙ୍କର...

ଯାଜପୁର: ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଖରୀରେ ବୁଡ଼ି ଏକା ସାଙ୍ଗରେ ଆଖି ବୁଜିଲେ ଭାଇ ଭଉଣୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଲାଲବାଗ କୁଳସାହି ଗାଁରେ। ମୃତ ଭାଇ ଭଉଣୀ...

ଇସ୍ରୋର ସୋଲାର ମିଶନକୁ ବଡ଼ ସଫଳତା, ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍-ୱାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ହାସଲ କରିଛି ଆଉ ଏକ ଐତିହାସିକ ଉପଲବ୍ଧି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ସୌରଯାନ ଆଦିତ୍ୟ ଏଲ୍-ୱାନ ଶନିବାର ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ...