Independence Day

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ, ଆଜି କୋର୍ଟରେ ହାଜର କରିବ ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ଗୁରୁବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ତାଙ୍କୁ ଦିଲ୍ଲୀର ପିଏମଏଲଏ କୋର୍ଟରେ...

ବ୍ରେନ୍ ଷ୍ଟ୍ରୋକ୍ ପରେ ନୂଆ ଜୀବନ ପାଇଲେ ଭୁବନେଶ୍ୱରର ମଞ୍ଜୁଲତା ବାହିନୀପତି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=cMA1TdCZ7Is ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତରୁ ସୁସ୍ଥ ହୋଇ ନୂଆ ଜୀବନ ପାଇଛନ୍ତି ଭୁବନେଶ୍ୱରର ମଞ୍ଜୁଲତା ବାହିନୀପତି। ଷ୍ଟ୍ରୋକ୍‌ ଜଣେ ମଣିଷର ସ୍ଵପ୍ନକୁ ଧୂଳିସାତ କରିଦିଏ। ଏହା ଯୋଗୁଁ କିଏ ପ୍ରାଣ ହରାଏ ତ...

ଗଞ୍ଜାମ ଜଗନ୍ନାଥପୁର ଡବଲ ମର୍ଡର ମାମଲା: ୫ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁରେ ଗତ ୨୦୧୩ ମସିହାରେ ଘଟିଥିବା ଡବଲ ମର୍ଡର ମାମଲାରେ ୫ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବ୍ରହ୍ମପୁର ଅତିରିକ୍ତ...

ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ଭିଜଲାନ୍ସ ଜାଲରେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର। ନ୍ୟାସନାଲ ପେନସନ ସ୍କିମର ୨୦ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ବିଇଓ ରସାନନ୍ଦ କରଙ୍କୁ ଉଠାଇ ନେଇଛନ୍ତି...

ନିର୍ବାଚନୀ ବଣ୍ଡ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁ ତଥ୍ୟ ଦେଲା ଏସବିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡର ସବୁ ତଥ୍ୟ ପ୍ରକାଶ କରିଛି। ଏସବିଆଇ ଗୁରୁବାର ନିର୍ବାଚନୀ ବଣ୍ଡର ୟୁନିକ୍ ନମ୍ବର ସମେତ ଅନ୍ୟ ସବୁ ତଥ୍ୟ...

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ ୨୦୨୪ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି)। ହେଲେ ଏହାପୂର୍ବରୁ ଗୁରୁବାର...

ଲାଗିଲା କଟକଣା: ଭିସୁଟକୁ ସର୍ଟ ଡ୍ରେସ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଷାକ ପରିଧାନକୁ ନେଇ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି (ଭିସୁଟ) ପକ୍ଷରୁ ଲାଗିଲା କଟକଣା। ଆଗାମୀ ଟେକ୍ନୋ କଲଚରାଲ ଫେଷ୍ଟିଭାଲ ୨୦୨୪ରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପରିଧାନ...

ଆସନ୍ତାକାଲିଠାରୁ ଯୁକ୍ତ ୨ ପରୀକ୍ଷା ଖାତାଦେଖା, ୨ଟି ପର୍ଯ୍ୟାୟରେ ୧୧୦ଟି ଜୋନରେ ହେବ ମୂଲ୍ୟାଙ୍କନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୨୦୨୪ ଯୁକ୍ତ ୨ ପରୀକ୍ଷା ଖାତାଦେଖା। ଚଳିତ ବର୍ଷ ମଧ୍ୟ ୨ଟି ପର୍ଯ୍ୟାୟ ଏହି ପରୀକ୍ଷା ଖାତା ଦେଖାଯିବ। ଉଭୟ ଅନଲାଇନ ଓ ଅଫଲାଇନରେ ଖାତା...

ତାରକସି କାମକୁ ଜିଆଇ ଟ୍ୟାଗ – କଟକକୁ ମିଳିଲା ନୂଆ ପରିଚୟ

ଭାସ୍କର ପରିଚ୍ଛା ନିକଟରେ କଟକର ରୁପା ତାରକସି କାମକୁ ଭାରତ ସରକାର ଭୌଗୋଳିକ ସୂଚକ ଚିହ୍ନରେ ପଞ୍ଜିକୃତ କରିଛନ୍ତି। ଉତ୍କଳର ଗୌରବାବହ ଅତୀତରେ ଆମ ରାଜ୍ୟର ସାଧବମାନେ ବୋଇତ ଧରି ହସ୍ତକଳା ଚାରୁଶିଳ୍ପ ଆଦି...