Independence Day

ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲି କି ନକଲି ମୋର ସନ୍ଦେହ ହେଉଛି – ସୌମ୍ୟରଞ୍ଜନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବରଖାସ୍ତ ନିର୍ଦେଶନାମାରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଅସଲିକି ନକଲି ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। “ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ୨ ମିନିଟ୍ ସମୟ ମାଗିଥିଲି। ସମୟତ ମିଳିଲା ନାହିଁ, ହେଲେ...

ନୂଆଦିଲ୍ଲୀରେ ବିଶ୍ଵସ୍ତରୀୟ କୃଷି ସମ୍ମିଳନୀରେ ବକ୍ତା ହେବେ କୋରାପୁଟର ଛାତ୍ରୀ ହର୍ଷିତା

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେଉଛି ‘ଫାଷ୍ଟ ଗ୍ଲୋବାଲ ସିମ୍ପୋଜିୟମ୍ ଅନ ଫାର୍ମର୍ସ ରାଇଟ୍ସ’ କାର୍ଯ୍ୟକ୍ରମ। ଏହି ବିଶ୍ଵସ୍ତରୀୟ କୃଷି ସମ୍ମିଳନୀରେ ଜଣେ ବକ୍ତା ଭାବେ ଭାଗନେବାକୁ ନିମନ୍ତ୍ରଣ ପାଇଛନ୍ତି...

ବରିଷ୍ଠ ସରକାରୀ ଅଧିକାରୀଙ୍କ ବିରୋଧରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଅନାବଶ୍ୟକ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ନୀତି କରି ଖସି ପାରିବେନି ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ରର ଅନୁମତି ଦରକାର ନାହିଁ ୨୦୧୪ ମସିହାରେ ଦେଇଥିବା ରାୟକୁ ବଳବତ୍ତର ରଖିଲେ...

ଫ୍ରିଜ ହେବ ସୌରିନ ଭଟ୍ଟଙ୍କ ବ୍ୟାଙ୍କ ଆକାଉଣ୍ଟ, ଚିଠି ଲେଖିଲା କମିଶନରେଟ୍ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇଥିବା ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାକୁ ଲାଗିଛି। ସୋମବାର ଦିନ କମିଶନରେଟ ପୋଲିସ ସୌରିନଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିବାବେଳେ ମଙ୍ଗଳବାର...

ବିଜେଡି ଉପସଭାପତି ପଦବୀରୁ ବିଦା ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରାଇଲେ ଉପସଭାପତି ପଦବୀ। ଦଳ ବିରୋଧୀ ମତ ଏବଂ ମନ୍ତବ୍ୟ ପରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ମୋରକ୍କୋ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨୮୦୦ ପାର୍

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଳୟଙ୍କରୀ ଭୂମିକମ୍ପ ପରେ ଧ୍ଵଂସସ୍ତୂପରେ ପରିଣତ ହୋଇଛି ମୋରକ୍କୋ। ପ୍ରଳୟଙ୍କରୀ ଭୂମିକମ୍ପରେ ଉଜୁଡ଼ି ଯାଇଛି ପଶ୍ଚିମ ଆଫ୍ରିକୀୟ ଦେଶ ମୋରକ୍କୋ। କେହି କିଛି ବୁଝିବା ଆଗରୁ ମାଟିରେ ମିଶି ଗଲା ସବୁକିଛି। ଗତ ଶୁକ୍ରବାର...

ଆଜିଠୁ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହା ପ୍ରଭାବରେ ମଙ୍ଗଳବାର ଦିନଠାରୁ ଓଡ଼ିଶାରେ ପୁଣି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ...

ଜିଲ୍ଲାପାଳଙ୍କୁ ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ସାମିଲ ହୋଇଛନ୍ତି ସବୁ ଜିଲ୍ଲାର ଜିଲ୍ଲାପାଳ ଜିଲ୍ଲାପାଳମାନଙ୍କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଆରମ୍ଭ ହୋଇଛି ଏକ ଉଚ୍ଚସ୍ତରୀୟ ବୈଠକ। ଉନ୍ନୟନ କମିଶନର ଅନୁ...

ଓଡ଼ିଶାରେ ୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ନିବେଶ ହେବ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୨ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚଏଲସିଏ) ବୈଠକରେ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରୀ ମିଳିଛି। ଏହାଦ୍ଵାରା ରାଜ୍ୟରେ...

ରାଜଧାନୀରେ ଅଣାୟତ ଡେଙ୍ଗୁ ସ୍ଥିତି, ଚିନ୍ତାରେ ସହରବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଗତ ୮ ଦିନରେ ୬ଶହରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ। ସଙ୍ଗୀନ ହେଲାଣି ପରିସ୍ଥିତି। ଘରେ ଘରେ ଚିହ୍ନଟ ହେଲେଣି ଡେଙ୍ଗୁ ଆକ୍ରାନ୍ତ। ଗତ ୮...