Independence Day

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ଆନନ୍ଦଙ୍କ ସହ ଫେସବୁକରୁ ଚିହ୍ନା ହୋଇଥିବା କହିଲେ ମନଜିତ ଟେଟେ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଇନଫୋସିଟି ଥାନାରେ ବୁଧବାର ଦିନ ହାଜର ହୋଇଥିବା ଆନନ୍ଦଙ୍କ ବାନ୍ଧବୀ ମନଜିତ ଟେଟେଙ୍କୁ ୩ ଘଣ୍ଟାରୁ ଅଧିକ ସମୟ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଭୁବନେଶ୍ୱରର ୩ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ। ପାଇକନଗରର ୪ ତାଲା ବିଲଡିଂ,...

ଭିଜିଲାନ୍ସ ଜାଲରେ ବେଗୁନିଆ ତହସିଲଦାର

ଓଡ଼ିଶାଲାଇଭ୍ ବ୍ୟୁରୋ ବେଗୁନିଆ ତହସିଲଦାର ତଥା ଭାରପ୍ରାପ୍ତ ଉପନିବନ୍ଧକ ପୃଥ୍ଵୀରାଜ ମଣ୍ଡଳ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ଵର ଭିଜିଲାନ୍ସ ଟିମ୍...

କୃଷକମାନଙ୍କୁ ସଚେତନ କରିବା ପାଇଁ ୧୦ଟି ଗ୍ରାମରେ ପ୍ରଶିକ୍ଷଣ ଶିବିର ଆୟୋଜନ କଲେ କୃଷି ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠସ୍ଥିତ ୧୦ ଟି ଗ୍ରାମରେ ଗ୍ରାମ ସଂଯୋଗୀକରଣ କର୍ମଶାଳା...

କୋରାପୁଟ: ହାଟପଦା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଜୟପୁର ସହର ହାଟପଦାଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଲୋକାର୍ପିତ ହୋଇଛି। ବୁଧବାର ଦିନ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ...

କୋରାପୁଟ: ଠେଲାପେଲାରୁ ଚାଲିଗଲା ମହିଳାଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କଳି ତୁଟାଇବାକୁ ଯାଇ ଠେଲାପେଲା ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଥାନା ଅନ୍ତର୍ଗତ ବାରିଣିପୁଟ ଗାଁରେ। ମୃତ ମହିଳା...

ସୁନ୍ଦରଗଡ଼: ତୁମୁଳିଆଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ବସ୍-ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ତୁମୁଳିଆଠାରେ। ସମସ୍ତ ମୃତକ ବାଇକ୍ ଆରୋହୀ...

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ଇନଫୋସିଟି ଥାନାରେ ହାଜର ହେଲେ ମନଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ଆନନ୍ଦଙ୍କ ବାନ୍ଧବୀ ମନଜିତ ଟେଟେ। ଆନନ୍ଦଙ୍କ ମୃତ୍ୟୁ ମାମଲାରେ ମନଜିତଙ୍କୁ ଜେରା କରାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ଦିନ ଆନନ୍ଦ...

ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟା ମୃତ। ଗଞ୍ଜାମ ବଡ଼ଗଡ଼ ଥାନା ତାକରଡ଼ା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଶିଶୁ ଦୁଇଜଣ ହେଲେ ସିଦ୍ଧପୁର ଗାଁର ବସୁମତୀ ସେଠୀ...

୨୦୨୩ ଜାନୁଆରିରୁ ରାଉରକେଲାରେ ‘ମୋ ବସ’ ସେବା: ହକି ଦର୍ଶକଙ୍କ ପାଇଁ ମାଗଣା ଯାତ୍ରା ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ ୨୦୨୩। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ଆସନ୍ତା ଜାନୁଆରି ୧୩ ତାରିଖରେ ହେବାକୁ ଥିବା ହକି ମହାକୁମ୍ଭ ପାଇଁ ରାଜଧାନୀ ଭୁବନେଶ୍ଵର...