ଦିଲ୍ଲୀରେ ଚାଞ୍ଚଲ୍ୟ: ସ୍କୁଲ ଯାଉଥିବାବେଳେ ନାବାଳିକା ଉପରେ ଏସିଡ୍ ମାଡ଼ କଲେ ଦୁଇ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ନାବାଳିକା ଉପରେ ଏସିଡ ଆକ୍ରମଣ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୁଧବାର ସକାଳ ପ୍ରାୟ ୭ଟାରେ ନାବାଳିକା ଜଣଙ୍କ ସ୍କୁଲ ଯାଉଥିବାବେଳେ ଦୁଇ ଦୁବୃତ୍ତ ବାଇକରେ ଆସି...
ରାଜ୍ୟରେ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ହେବ ସରଳ, ଜାରି ହେଲା ନୂତନ ନିୟମାବଳୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଓଡ଼ିଶା ସରକାର ନୂତନ ନିୟମାବଳୀ ଜାରି କରିଛନ୍ତି। ଏବେ ରାଜ୍ୟରେ ନୂଆ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ଆହୁରି ସହଜ ହେବ। ନୂତନ ସ୍ଵାସ୍ଥ୍ୟ ଶିକ୍ଷାନୁଷ୍ଠାନ...
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଖାରଜ କଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଓକିଲ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି କରି ହାଇକୋର୍ଟ ବେଞ୍ଚ୍ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲିସ...
ଜୟପୁର ରେଳ ଷ୍ଟେସନର ସମୀକ୍ଷା କଲେ ଡିଆରଏମ ଅନୁପ ଶତପଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ପୂର୍ବତଟ ରେଳବାଇ ଓ୍ଵାଲଟେଆର ଡିଭିଜନର ଡିଆରଏମ ଅନୁପ ଶତପଥୀ ଜୟପୁର ରେଳ ଷ୍ଟେସନର ସମୀକ୍ଷା କରିଛନ୍ତି। ସେ ଜଗଦଲପୁରରୁ ବିଶାଖାପାଟଣା ଗସ୍ତରେ ଯିବା ସମୟରେ ଏହି ସମୀକ୍ଷା କରିଛନ୍ତି। ଡିଆରଏମଙ୍କ...
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଲାନି ଆଗୁଆ ଜାମିନ। ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା। ଓଡ଼ିଶା ହାଇକୋର୍ଟ ତାଙ୍କ ଆଗୁଆ ଜାମିନ...
ବାର୍ଥଡେ’ ପାର୍ଟିକୁ ବିରୋଧ କରିବାରୁ ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ, ୩ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱରର ମଞ୍ଚେଶ୍ଵର ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ସୋମବାର ଦିନ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ମଞ୍ଚେଶ୍ଵର ଥାନାରେ ମାମଲା ରୁଜୁ କରାଯାଇଥିଲା। ପୋଲିସ୍ ଘଟଣାର ତଦନ୍ତ କରି...
ଶିମିଳିପାଳ ଅଭୟାରଣ୍ୟରେ ବାଘ ଶିକାର, ବାଘ ଛାଲ ବିକ୍ରିବେଳେ ଏସଟିଏଫ ହାତରେ ଶିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀ ଶିକାର ପରେ ଏବେ ମହାବଳ ବାଘ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ମହାବଳ ବାଘକୁ ଶିକାର କରି ଛାଲ ବିକ୍ରି ଉଦ୍ୟମ କରୁଥିବା ବେଳେ ଏସଟିଏଫ୍ ହାତରେ...
ପୂର୍ବରୁ ୧୬ ଦିନ ଧରି ଚାଲୁଥିଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଧନୁଯାତ୍ରାର ଇତିହାସ ବହୁତ ଲମ୍ବା। ଏହାର ଅୟମାରମ୍ଭକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ତଥାପି ବରଗଡ଼ ଧନୁଯାତ୍ରା ପରମ୍ପରାକୁ ଜାବୁଡ଼ି ଧରି ଆଗକୁ ଆଗେଇ ଚାଲିଛି।
ଧନୁଯାତ୍ରାର ଉତ୍ପତ୍ତି
୧୯୪୭ ମସିହାରେ ବରଗଡ଼ରେ...
ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ଦୌଡ଼ରେ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ଆରଆରଆର’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ସମ୍ମାନ ଜନକ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ ବର୍ଗରେ ମନୋନୀତ ହୋଇଛି । ଏହାଛଡ଼ା ଏହି...
ସୁନ୍ଦରଗଡ଼: ହକି ବିଶ୍ୱକପ ପାଇଁ ଡିସେମ୍ବର ୧୪ରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଆକର୍ଷଣୀୟ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାରେ...





















