Independence Day

ଚାଲାଣ ବେଳେ ଜାନିଗୁଡ଼ା ନିକଟରୁ ୧୫୦ କେଜିର ଚନ୍ଦନ କାଠ ଜବତ କଲା ସେମିଳିଗୁଡ଼ା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଆରକୁ ବନାଞ୍ଚଳରୁ କେରଳକୁ ଚୋରାରେ ଚାଲାଣ କରାଯାଉଥିବା ଚନ୍ଦନ କାଠକୁ ଜବତ କରିଛି ସେମିଳିଗୁଡ଼ା ପୋଲିସ। ପ୍ରାୟ ୧୩୦ କେଜି ଚନ୍ଦନ...

ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ବରିଷ୍ଠ ମାଓବାଦୀ ନେତ୍ରୀ ମାଧବୀ ହାଡେମ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ବରିଷ୍ଠ ମାଓବାଦୀ ନେତ୍ରୀ ମାଧବୀ ହାଡେମ। ସେ ଦକ୍ଷିଣ ବସ୍ତର ଡିଭିଜନ କମିଟିର ସଦସ୍ୟ ଥିଲେ ବୋଲି ସୂଚନା...

ମନି ଲଣ୍ଡ୍ରିଂ ମାମଲା: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ମହାଠକ କୁହାଯାଉଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅନ୍ତରୀଣ ଜାମିନ ମିଳିଛି। ୨୦୦ କୋଟି ଅର୍ଥ ହଡପ ମାମଲାରେ ବଲିଉଡ ଅଭିନେତ୍ରୀ...

ମିଲେଟକୁ ଏକ ବିକଳ୍ପ ପୁଷ୍ଟିକର ଖାଦ୍ୟ ଭାବେ ପ୍ରୋତ୍ସହିତ କରିବା ଲାଗି ଓଡ଼ିଶା ମିଲେଟ ମିଶନ ସହ ବକା...

ଓଡ଼ିଶାଲାଇଭ୍ ବ୍ୟୁରୋ ମିଲେଟରୁ ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଅନନ୍ୟ ପଦକ୍ଷେପ ଓଡ଼ିଶା ମିଲେଟ ମିଶନ...

ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଖୋଲିବ କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଏଠାରେ ଖୋଲିବାକୁ ଯାଉଛି କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର। ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲ ହସ୍ପିଟାଲ...

ରାଜ୍ୟସ୍ତରୀୟ ‘ଜୁନିଅର ମେନ୍ ହକି ଚମ୍ପିୟନସିପ୍ସ’ରେ ଚାମ୍ପିୟନ ହୋଇଥିବା ସୁନ୍ଦରଗଡ଼ ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ 'ଜୁନିଅର ମେନ୍ ହକି ଚମ୍ପିୟନସିପ୍ସ ୨୦୨୨' ରେ ସୁନ୍ଦରଗଡ଼ ଟିମ ଚାମ୍ପିୟନ ହୋଇଛି। ଶନିବାର ଦିନ ଏହି ଟିମର...

ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ରୂପାନ୍ତରଣ’ କାର୍ଯ୍ୟକ୍ରମର ସମୀକ୍ଷା: ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସ୍ୱପ୍ନ ବିଷୟରେ ପଚାରି ବୁଝିଲେ ୫ଟି ସଚିବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଶନିବାର ଦିନ ‘୫ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି...

କଟକ ଦୁର୍ଗା ପୂଜାରେ ଜରି ମେଢ଼ର ଆଦର

ଓଡ଼ିଶାଲାଇଭ୍ ବ୍ୟୁରୋ ସମୟ ବଦଳିବା ସହ କଟକର ଦୁର୍ଗା ପୂଜା ପାଳନର ଢଙ୍ଗ ବି ବଦଳୁଛି। ଏବେ ଅଧିକାଂଶ ପୂଜା ମଣ୍ଡପରେ ଚାନ୍ଦି ମେଢ଼ ଶୋଭା ପାଉଥିବାବେଳେ ଆଉ କିଛି ପୂଜା ମଣ୍ଡପରେ ମା’ଙ୍କୁ...

ଅକ୍ଟୋବର ପହିଲାରୁ ଭାରତରେ ମିଳିବ ୫-ଜି ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ   ୫-ଜି ସେବା ପାଇଁ ଭାରତୀୟ ଉପଭୋକ୍ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ଅକ୍ଟୋବର ମାସ ପହିଲାରୁ ଦେଶରେ ୫-ଜି ସେବାର ଶୁଭାରମ୍ଭ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି...

ଓଡ଼ିଶା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ୨୧ ଜଣ ମନ୍ତ୍ରୀଙ୍କର ସମ୍ପତ୍ତି ତାଲିକା। ଏହି ତାଲିକା ଅନୁସାରେ ସବୁଠାରୁ ଧନୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପତ୍ତି ତାଲିକାରେ ମୁଖମନ୍ତ୍ରୀଙ୍କ ପଛରେ...