Independence Day

ମୋ କଲେଜ ଅଭିଯାନ ପକ୍ଷରୁ ‘ଶ୍ରୀଲଙ୍କାର ଆର୍ଥିକ ସଙ୍କଟ’ ଉପରେ ଓ୍ୱେବିନାର

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶ ଦୁନିଆ ସମ୍ପର୍କରେ ଧାରଣା ଦେଇ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ...

୨୦୨୧-୨୨ ଆର୍ଥିକ ବର୍ଷରେ ନାଲ୍‌କୋର ରେକର୍ଡ ଲାଭ ୨,୯୫୨ କୋଟି

ଓଡ଼ିଶାଲାଇଭ୍ ବ୍ୟୁରୋ ନାଲ୍‌କୋର ୪୧ତମ ବାର୍ଷିକ ସାଧାରଣ ବୈଠକ ୧୪,୧୮୧ କୋଟି ଟଙ୍କାର ରେକର୍ଡ ଆୟ ଟିକସ ପରିବର୍ତ୍ତୀ ଲାଭ ୨,୯୫୨ କୋଟି ଦେଶର ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ୨୦୨୧-୨୨ ଆର୍ଥିକ ବର୍ଷରେ...

ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ଇଣ୍ଡିଆର ସଭାପତି ନିର୍ବାଚିତ ହେଲେ ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ। ବିନା ପ୍ରତିଦ୍ଵନ୍ଦ୍ଵିତାରେ ସେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ହକି ଇଣ୍ଡିଆର ସଭାପତି ହେବାରେ ଦିଲ୍ଲୀପ ତିର୍କୀ ହେଉଛନ୍ତି...

ମନ୍ତ୍ରୀ ଏବଂ ବିଧାୟକଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଦିନ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି। ମନ୍ତ୍ରୀ ଏବଂ...

କିଏ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ?

ଓଡ଼ିଶାଲାଇଭ୍ ବ୍ୟୁରୋ   କିଏ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ? ଗୋଟିଏ ପଟେ ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଲଢ଼ିବେ ନାହିଁ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ କରିଥିବାବେଳେ ଏହି ରେସରେ ଅନେକ ଦାବିଦାରଙ୍କ ନାଁ...

କୋରାପୁଟ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏହିପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ମାସିଗାଁ ପଞ୍ଚାୟତର ଡେଙ୍ଗାକୁସୁମଗୁଡ଼ା ଗାଁରେ। ମୃତ ମହିଳା ହେଲେ ସୁବର୍ଣ୍ଣ...

ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାଂସଗ୍ରୀ ଜବତ କରାଯାଇଛି। ଏ ନେଇ ଗୁରୁବାର ଦିନ କୋରାପୁଟ ଏସପି ବରୁଣ ଗୁଣ୍ଟପାଲି ସାମ୍ବାଦିକ ସମ୍ମିଳନୀ...

ପ୍ରଶଂସା ସାଉଣ୍ଟୁଛନ୍ତି ମୟୂରଭଞ୍ଜର ପୂର୍ଣ୍ଣଚନ୍ଦ୍ର ନାୟକ: ସୋସିଆଲ ମିଡିଆରେ ମନ କିଣୁଛି ଅଭିନୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆରେ ଅଭିନୟ ତାଙ୍କୁ ଦେଇଛି ଗୋଟିଏ ନୂଆ ପରିଚୟ। ଦମଦାର ଅଭିନୟ ପାଇଁ ଆଜି ଘରେ ଘରେ ପରିଚିତ ହେବାକୁ ଲାଗିଛନ୍ତି ମୟୂରଞ୍ଜ ଜିଲ୍ଲା ବେତନଟି ବ୍ଲକ ଅନ୍ତର୍ଗତ ପୁରୁଣିଆ...

ପ୍ରଶାସନିକ କୋଠା ଉଚ୍ଚତାକୁ ନେଇ ସଂସ୍କୃତି ବିଭାଗକୁ ଚିଠି ଲେଖିଲେ ଶ୍ରୀମନ୍ଦିର ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପ୍ରଶାସନିକ କୋଠାର ଉଚ୍ଚତାକୁ ନେଇ ନାସନାଲ ମୁନମେଣ୍ଟ ଅଥରିଟି(ଏନଏମଏ) ର ସୁପାରିସକୁ ବିରୋଧ କରି ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ପ୍ରଶାସନିକ କୋଠାର ଉଚ୍ଚତା ୭.୫୦...

କେନ୍ଦ୍ରାପଡ଼ାର ନିଆରା ପରମ୍ପରା: ଦୁର୍ଗାପୂଜା ବେଳେ ହୁଏ କୁମାରୀଙ୍କ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହିରେ ଦୁର୍ଗାପୂଜା ଅବସରରେ ମା’ଙ୍କୁ ଭିନ୍ନ ପରମ୍ପରାରେ ପୂଜା କରାଯାଏ। ଆସିଛି ପାର୍ବଣର ଋତୁ। ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ।...