ସମ୍ ହସ୍ପିଟାଲରେ ସୁସ୍ଥ ହେଲା ପୋଡ଼ି ଯାଇଥିବା ୪ ବର୍ଷର ଶିଶୁକନ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକ ଦୁର୍ଘଟଣାର ଶିକାର ହୋଇ ୪ ବର୍ଷର ପ୍ରଜ୍ଞା ପ୍ରିୟଦର୍ଶିନୀର ଶରୀର ୩୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଜ୍ଞାକୁ ସମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର...
ଦୁର୍ଗାପୂଜା ସମୟରେ ପାଳନ କରାଯାଏ ୫ଟି ମୁଖ୍ୟ ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗ ତଥା କେତେକ ପ୍ରମୁଖ ସ୍ଥାନରେ ପାଳନ କରାଯାଇଥାଏ ୫ଟି ମୁଖ୍ୟ ପରମ୍ପରା। ସେହି ପରମ୍ପରା ବିଷୟରେ ଆସନ୍ତୁ ଜାଣିବା।
ଦୁର୍ଗାପୂଜା ସମୟରେ ପାଳନ କରାଯାଉଥିବା ୫ଟି ମୁଖ୍ୟ ପରମ୍ପରା...
ଅକ୍ଟୋବର ୧୬ରେ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପ୍ରିଲିମନାରି ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)-୨୦୨୧ ପିଲିମନାରି ପରୀକ୍ଷା ତାରିଖ ଘୋଷଣା ହୋଇଛି। ଆସନ୍ତା ଅକ୍ଟୋବର ମାସ ୧୬ ତାରିଖରେ ଓସିଏସ୍ ପ୍ରିଲିମ ପରୀକ୍ଷା ହେବା ନେଇ ବୁଧବାର ଦିନ ଓଡ଼ିଶା ପବ୍ଲିକ...
ହକି ବିଶ୍ୱକପ୍ ପାଇଁ ରାଉରକେଲା ସହରରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ସୁନ୍ଦରଗଡ଼...
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୩ ଜାନୁଆରି ମାସରେ ଭୁବନେଶ୍ୱର ସହିତ ରାଉରକେଲାଠାରେ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାମ କରାଯାଉଛି। ମଙ୍ଗଳବାର...
ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ସୁପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କର ବୁଧବାର ଦିନ ଦେହାନ୍ତ ହୋଇଛି। ସେ ଗତ ଅଗଷ୍ଟ ମାସରୁ ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।...
କଟକ ସିଏମସି କାର୍ଯ୍ୟାଳୟରେ ତିନିଦିନିଆ କର୍ମଶାଳା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଘରୋଇ ସ୍ୱେରେଜ୍ ତଥା ଜଳ ସଂଯୋଗର ସୁବିଧା ନିମନ୍ତେ କଟକ ସିଏମସି କାର୍ଯ୍ୟାଳୟରେ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ସିଏମସି ଏବଂ...
ଚୌଧୁରୀ ବଜାର ଦୁର୍ଗାପୂଜାରେ ନିଆରା ପରମ୍ପରା: ମା’ଙ୍କ ପାଖରେ ଭୋଗ ହୁଏ ପରିବା ଚୋପା-ଜହ୍ନିପୋଡ଼ା’
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଦୁର୍ଗାପୂଜାର ସବୁଠୁ ବଡ଼ ଆକର୍ଷଣ ହେଉଛି ଚାନ୍ଦିମେଢ଼। ଆଉ ଏଠାରେ ଚାନ୍ଦିମେଢ଼ର ପରମ୍ପରା ଆରମ୍ଭ କରିଥିବା ପୂଜା କମିଟି ହେଉଛି ଚୌଧୁରୀ ବଜାର ଦୁର୍ଗା ପଞ୍ଚାୟତ କମିଟି। କେବଳ ଚାନ୍ଦି...
ନବରଙ୍ଗପୁରରେ ‘ପେପରଲେସ୍ କୋର୍ଟ’ ଉଦଘାଟନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ୟୁୟୁ ଲଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ‘ପେପରଲେସ୍ କୋର୍ଟ’କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦଘାଟନ କରିଛନ୍ତି। ଓଡ଼ିଶାର ୩୦ଟି ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲାରେ ‘ପେପରଲେସ୍ କୋର୍ଟ’କୁ...
ଗୁରୁଣ୍ଡିଆ ବ୍ଲକରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କଲେ ବଣାଇଁ ବିଧାୟକ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଗୁରୁଣ୍ଡିଆ ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଏହି ବ୍ଲକରେ...
ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏନଏସଏସ ସାମିଲ ହେବା ଆବଶ୍ୟକ: ବିଷ୍ଣୁପଦ ସେଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମାଜ ସେବା ସହିତ ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା ଗ୍ରହଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ନ୍ୟାସନାଲ ସର୍ଭିସ ସ୍କିମ (ଏନଏସଏସ) ନିଜକୁ ସାମିଲ କରିବା ଉଚିତ ବୋଲି ଶିକ୍ଷା ଓ...




















