ନବରଙ୍ଗପୁରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଇନଡୋର ଷ୍ଟାଡିୟମଠାରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ସହ ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ...
ବନ୍ୟା କ୍ଷୟକ୍ଷତି ରିପୋର୍ଟ: ରାଜ୍ୟର ୧ଲକ୍ଷ ୨୦ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ବର୍ଷା ଓ ବନ୍ୟା ପ୍ରଭାବରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ ବନ୍ୟାରେ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୧୦ଟି ଜିଲ୍ଲାରେ...
ହ୍ୱାଟସ୍ଆପ୍ରେ ଜିଓମାର୍ଟ ସେବାର ଶୁଭାରମ୍ଭ: ଏଣିକି ସହଜ ହେବ କିଣାକିଣି
ଓଡ଼ିଶାଲାଇଭ୍ ବ୍ୟୁରେ
ଏଣିକି ଅନଲାଇନ କିଣାକିଣି ହେବ ସହଜ। ମେଟା ଓ ଜିଓ ପ୍ଲାଟଫର୍ମସ୍ର ମିଳିତ ସହଯୋଗରେ ହ୍ୱାଟସ୍ଆପ୍ରେ ଜିଓମାର୍ଟ ସେବାର ଶୁଭାରମ୍ଭ କରାଯାଇଛି। ଏଣିକି ଗ୍ରାହକମାନେ ନିଜର ହ୍ୱାଟସ୍ଆପ୍ ଚାଟ୍ରେ ରହି ମଧ୍ୟ...
ଦାରିଦ୍ର୍ୟତା ଦୂର କରିବାର ଏକମାତ୍ର ଚାବିକାଠି ହେଉଛି ଶିକ୍ଷା: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସ
କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଧାନ, ଆମ୍ବ, ମାଣ୍ଡିଆ, ପନିପରିବା ଏବଂ କଫି ସ୍ୱତନ୍ତ୍ର
ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟକୁ...
ଅଧିକ ଦକ୍ଷ ଏବଂ କ୍ରିୟାଶୀଳ ହେବ ଅଗ୍ନିଶମ ବାହିନୀ, ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିପର୍ଯ୍ୟୟ ସମୟରେ ତ୍ଵରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ
କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ୩ଟି ୟୁନିଟ୍
ସୃଷ୍ଟି ହେବ ୧୪୪ଟି ପଦବୀ
ଏଣିକି ଅଧିକ ଦକ୍ଷ...
ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ ସେବା। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧ ତାରିଖରେ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବ୍ୟାଙ୍କ ସହ...
ଜିଓ ୫-ଜିର ଘୋଷଣା କଲେ ମୁକେଶ ଅମ୍ବାନୀ, ମେଟ୍ରୋ ସିଟିରୁ ଆରମ୍ଭ ହେବ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆରଆଇଏଲ୍)ର ବାର୍ଷିକ ସାଧାରଣ ବୈଠକରେ ଜିଓ ୫-ଜିର ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ। ଏହା ବିଶ୍ଵର ସବୁଠାରୁ ଆଡଭାନ୍ସ ୫-ଜି ଟେକ୍ନୋଲୋଜି ହେବ ବୋଲି ସେ କହିଛନ୍ତି। ଦୀପାବଳି...
ପ୍ଲାଷ୍ଟିକ ରିସାଇକ୍ଲିଂ ପ୍ଲାଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଲେ ଆନ୍ଧ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟନମ ଗ୍ଲୋବାଲ୍ ଏଲାୟନ୍ସ ଫର ସଷ୍ଟେନେବଲ୍ ପ୍ଲାନେଟ୍ (ଜିଏସପି)ର ସଦସ୍ୟ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ମିଳିତ ତତ୍ତ୍ଵାବଧାନରେ ବିଶାଖାପାଟଣାର ୨୮ କିଲୋମିଟର ଦୂର ସମୁଦ୍ର ଉପକୂଳ...
୩୧ରେ ମୁଖ୍ୟମନ୍ତ୍ରୀଙ୍କ ୬ଦିନିଆ ଦିଲ୍ଲୀ ଗସ୍ତ: ପୁଞ୍ଜି ନିବେଶକଙ୍କୁ କରିବେ ନିମନ୍ତ୍ରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ନଭେମ୍ବର ମାସ ୩୦ ତାରିଖରୁ ଡିସେମ୍ବର ମାସ ୪ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। କରୋନା କଟକଣା...
ରାୟଗଡ଼ା: ନିୟମଗିରିରେ ମାଓବାଦୀ ବିରୋଧୀ ପୋଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ସମୟରେ ନିୟମଗିରି ଅଞ୍ଚଳରେ ମାଓବାଦୀ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳୁଥିବାବେଳେ ଏବେ ଏହି ଅଞ୍ଚଳରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସଲି...





















