ଆଖି, ତ୍ୱଚା ଓ କେଶରୁ ଜାଣନ୍ତୁ ସ୍ୱାସ୍ଥ୍ୟ ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣ ଜାଣିଛନ୍ତି କି? ଆମ ଆଖି, ତ୍ୱଚା ଓ କେଶ ଆମ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସୂଚନା ଦେଇଥାଏ। ହୃଦଘାତ, କିଡ୍ନି ସମସ୍ୟା, ଉଚ୍ଚ ରକ୍ତଚାପ ଓ ଅଷ୍ଟିଓପୋରୋସିସ୍ ଭଳି କେତେକ...
ପିଲାମାନଙ୍କଠାରେ ହୋଇଥାଏ କି ଉଚ୍ଚ କୋଲେଷ୍ଟ୍ରଲ ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଚ୍ଚ କୋଲେଷ୍ଟ୍ରଲ କେବଳ ବୟସ୍କ ଲୋକଙ୍କ ପାଇଁ ଚିନ୍ତାର କାରଣ ନୁହେଁ, ଛୋଟ ପିଲାମାନେ ବି ଏହି ସମସ୍ୟା ଦେଇ ଗତି କରି ପାରନ୍ତି। ଯଦି ପିଲାବେଳୁ ସ୍ୱାସ୍ଥ୍ୟକର ଖାଦ୍ୟପେୟ ଓ...
କାର୍ଡିଆକ୍ ଆରେଷ୍ଟ କ’ଣ ଓ ଏହାର ଲକ୍ଷଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
କାର୍ଡିଆକ୍ ଆରେଷ୍ଟକୁ ବୈଜ୍ଞାନିକ ଭାଷାରେ ମାୟୋକାର୍ଡିଆଲ ଇନ୍ଫାର୍କସନ୍ ବୋଲି କୁହାଯାଏ। କାର୍ଡିଆକ୍ ଆରେଷ୍ଟ ଏପରି ଏକ ଅବସ୍ଥା ଯେଉଁଥିରେ ହୃଦୟସ୍ପନ୍ଦନ ହଠାତ୍ ଅପ୍ରତ୍ୟାଶିତ ଭାବେ ବନ୍ଦ ହୋଇଯାଏ।
ହୃଦୟରେ ବିଦ୍ୟୁତ ଇମ୍ପଲ୍ସ ରହିଛି...
କୋଲେଷ୍ଟ୍ରଲକୁ କେମିତି କରିବେ ନିୟନ୍ତ୍ରଣ?
ଓଡ଼ିଶାଲାଇଭ୍ ବ୍ୟୁରୋ
ରକ୍ତରେ ଉଚ୍ଚ କୋଲେଷ୍ଟ୍ରଲ ହୃଦରୋଗ ଓ ହାର୍ଟ ଆଟାକ ଭଳି ବିପଦ ସୃଷ୍ଟି କରିଥାଏ। ତେବେ, କୋଲେଷ୍ଟ୍ରଲକୁ କେମିତି ନିୟନ୍ତ୍ରଣ କରିବେ, ଜାଣି ରଖନ୍ତୁ।
ମେଡିସିନ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ୍ ହୋଇଥାଏ।...
ମଧୁମେହ ଓ କିଡ୍ନି ରୋଗ
ଓଡ଼ିଶାଇଭ୍ ବ୍ୟୁରୋ
ମଧୁମେହ ହେଲେ ରୋଗୀଙ୍କୁ ଅନ୍ୟ ଯେଉଁ ସବୁ ସମସ୍ୟା ଦେଖାଯାଏ ସେଥିମଧ୍ୟରେ କିଡ୍ନି ରୋଗ ଅନ୍ୟତମ। ମଧୁମେହ କିଡ୍ନି ରୋଗର ମୁଖ୍ୟ କାରଣ। ମଧୁମେହରେ ପୀଡ଼ିତ ପ୍ରତି ୧୦ ଜଣ ଲୋକଙ୍କ...
ଅଧିକାଂଶ ସମୟରେ ଶୁଖିଲା କାଶ ହେଉଛି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଣିପାଗ ପରିବର୍ତ୍ତନ ଯୋଗୁଁ କାଶ ହେବା ଏକ ସାଧାରଣ କଥା। ଋତୁ ପରିବର୍ତ୍ତନ କାରଣରୁ ଥଣ୍ଡା, କାଶ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଯଦି ଆପଣଙ୍କର ବି ଶୁଖିଲା କାଶ...
ଗର୍ଭାବସ୍ଥାରେ ବ୍ୟାୟାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ ବୟସର ସବୁ ଅବସ୍ଥାର ମହିଳାମାନଙ୍କୁ ବ୍ୟାୟାମ କରିବା ଜରୁରୀ। ଏହା ଶରୀରରୁ କ୍ୟାଲୋରୀ ଓ ଚର୍ବି କମାଇବା ସହ ଶରୀରକୁ ସୁସ୍ଥ ରଖିଥାଏ।
ଅନେକ ଲୋକ ଭାବନ୍ତି ଯେ ଗର୍ଭାବସ୍ଥାରେ ବ୍ୟାୟାମ...
କୋଲେଷ୍ଟ୍ରଲ ହୋଇଥାଏ ହାର୍ଟ ଆଟାକର କାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୃଦରୋଗ ହେବାର ସବୁଠାରୁ ବଡ଼ କାରଣ ହେଉଛି କୋଲେଷ୍ଟ୍ରଲ। ରକ୍ତରେ କୋଲେଷ୍ଟ୍ରଲ ବଢ଼ିଗଲେ ହାର୍ଟ ଆଟାକ ଭଳି ବିପଦ ସୃଷ୍ଟି ହୋଇଥାଏ। ତେବେ କୋଲେଷ୍ଟ୍ରଲ କ’ଣ, ଏହାକୁ କେମିତି ରୋକିବେ?
କୋଲେଷ୍ଟ୍ରଲ କ’ଣ?
କୋଲେଷ୍ଟ୍ରଲ...
ହାର୍ଟକୁ ସୁରକ୍ଷିତ ରଖିବେ କିପରି?
ଓଡ଼ିଶାଲାଇଭ୍ ବ୍ୟୁରୋ
ହୃଦରୋଗୀମାନେ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। କାରଣ ହୃଦରୋଗୀମାନଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ। ଏଥିପାଇଁ ସେମାନେ ନିଜ ଦୈନନ୍ଦିନ ଜୀବନରେ କ’ଣ କରିବେ ଓ କ’ଣ କରିବେ ନାହିଁ...
ମନୋବିଜ୍ଞାନୀଙ୍କ ପରାମର୍ଶ: କରୋନା ଭାଇରସ୍ ପରି ମହାମାରୀ ରୋଗ ବିଷୟରେ ପିଲାଙ୍କୁ କିଭଳି ବୁଝାଇବା?
ଗୀତା ଦାସ
ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ...





















