ଆଜି ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ। ସକାଳ ୧୦ଟାରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗ୍ରହଣ। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନ...
ଆଜି ରାଷ୍ଟ୍ରପତି ନିର୍ବାଚନ: ଚାଲିଛି ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ। ସକାଳ ୧୦ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଆସନ୍ତା ୨୧ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ...
କୋରାପୁଟ: ସ୍କୁଲ ଭିତରେ ବର୍ଷା ପାଣି, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରେଣୀ ଗୃହରେ ବର୍ଷା ପାଣି ଜମିବାରୁ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ପଞ୍ଚାୟତର...
ନୟାଗଡ଼: ଡାକଡୋଲ ନୂଆସାହି ଗ୍ରାମରେ ପାନୀୟ ଜଳ ସମସ୍ୟା, ଗରା ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। କିନ୍ତୁ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ପାନୀୟ ଜଳ ପାଇଁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ...
ସୁନ୍ଦରଗଡ଼ ଥାନା ଆଇଆଇସି ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷରେ ନିଲମ୍ବିତ ହେଲେ ବିବାଦୀୟ ସୁନ୍ଦରଗଡ଼ ଆଇଆଇସି ସ୍ନିଗ୍ଧାରାଣୀ ସୁନା। ସ୍ନିଗ୍ଧାରାଣୀ ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୨ ତାରିଖରେ ସ୍ନିଗ୍ଧାରାଣୀ ସୁନାଙ୍କ କାର୍ ଧକ୍କାରେ ସୋନପୁର-ବଲାଙ୍ଗୀର...
ପୁଣି କଟକଣା କଡ଼ା କଲା ବିଏମସି: ଏବେ ‘ନୋ ମାସ୍କ ନୋ ଏଣ୍ଟ୍ରି’
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କୋଭିଡ ସଂକ୍ରମଣକୁ ଦେଖି ରାଜଧାନୀ ପାଇଁ ଶନିବାର ଦିନ ପୁଣି କୋଭିଡ କଟକଣାକୁ କଡ଼ା କରିଛି ଭୁବନେଶ୍ଵର ମହାନଗର ନିଗମ(ବିଏମସି)। ଏଣିକି ମାସ୍କ ନଥିଲେ କୌଣସି...
ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୧୬ତମ ସ୍ଥାନରେ ‘ସୋଆ’, ଓଡ଼ିଶାରେ ଏକ ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୧୬ତମ ସ୍ଥାନରେ ରହିଛି। ଏହା ସହିତ ଓଡ଼ିଶାରେ ଏକ...
କାଶୀପୁରରେ ଝାଡ଼ାବାନ୍ତିରେ ୬ ଜଣଙ୍କ ମୃତ୍ୟୁ, ସ୍ଥିତି ଅନୁଧ୍ୟାନ କରିବାକୁ ପହଞ୍ଚିଲେ ଡାକ୍ତରୀ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଥିତି ଅନୁଧ୍ୟାନ କରିବାକୁ କାଶୀପୁରରେ ୨ ଜଣିଆ ଡାକ୍ତରୀ ଟିମ୍
ଡାକ୍ତରଖାନାରେ ୪୦ ଜଣଙ୍କର ଚାଲିଛି ଚିକିତ୍ସା
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତିକୁ...
ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଳିତ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ। ଦିଲ୍ଲୀ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ...
ଭିଜୁଛି ଓଡ଼ିଶା: ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଶୁକ୍ରବାର ରାତିରୁ ବର୍ଷା ଜାରି ରହିଛି। ଆଗକୁ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।...





















