ସ୍ତ୍ରୀର ଦ୍ୱିତୀୟ ବିବାହରେ ସ୍ୱାମୀ ରକ୍ତମୁଖା: କୋର୍ଟରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ତ୍ରୀର ଦ୍ୱିତୀୟ ବିବାହକୁ ସହି ପାରିଲାନି ସ୍ୱାମୀ
ସ୍ୱାମୀ ସାଜିଲା ବଇରି
କୋର୍ଟ ପରିସରରେ ସ୍ତ୍ରୀକୁ ଗୋଡ଼ା ଗୋଡ଼ାଇ ହାଣିଲା ସ୍ୱାମୀ
ପ୍ରେମ ବିବାହ କରିଥିଲେ ରମେଶ-ସଙ୍ଗୀତା
ସମ୍ବଲପୁର ଫ୍ୟାମିଲିକୋର୍ଟ ପରିସରରେ...
ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ: ଭଇଁଷା କଲେଜରେ କ୍ରାଇମବ୍ରାଞ୍ଚର ଛାନଭିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଛାନଭିନ କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ରବିବାର ଭଇଁଷା କଲେଜ ଅଧ୍ୟାପକଙ୍କୁ ଉଠାଇ ନେବା ପରେ ଆଜି କଲେଜରେ ପଶିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।
କଲେଜରେ...
ପାର୍ସଲ ବୋମା ବିସ୍ଫୋରଣରେ ନୂଆ ମୋଡ଼: ଭଇଁସା କଲେଜ ଅଧ୍ୟାପକଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ବଲାଙ୍ଗିର ଏବଂ ପାଟଣାଗଡ଼ରେ ୧୫ ଦିନ ଧରି ଛାନ୍ଭିନ୍ କରି କଟକ ଫେରି ଆସିଥିବା କ୍ରାଇମବ୍ରାଞ୍ଚ ଟିମ୍...
କେନ୍ଦ୍ରାପଡ଼ା-ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ: କଟକ ବଡ଼ ମେଡ଼ିକାଲରେ ସାଲେପୁର ପୀଡ଼ିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଲେପୁରରେ ଜଘନ୍ୟ କାଣ୍ଡ
ଚକୋଲେଟ୍ ପାଇଁ ଯାଇଥିବା ନାବାଳିକାଙ୍କୁ ଦୁଷ୍କର୍ମ
ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହେଲେ ପୀଡ଼ିତା
ପୀଡ଼ିତାଙ୍କୁ ଚିକିତ୍ସା କରୁଛନ୍ତି ୧୩ ଜଣିଆ ଡାକ୍ତରୀ ଟିମ୍
ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ...
ଆଇଏଏସ୍ ସ୍ତରରେ ଅଦଳ ବଦଳ: ବଦଳିଲେ ଚାରି ଜିଲ୍ଲାର ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଏସ୍ ସ୍ତରରେ ଏକ ଛୋଟ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଚାରିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଦଳ ବଦଳ କରାଯାଇଛି। ସୁନ୍ଦରଗଡ଼, ମୟୂରଭଞ୍ଜ, ବଲାଙ୍ଗିର ଏବଂ ନୟାଗଡ଼ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।
ଚାରି...
ନୂଆ ‘ନତାଲା’ର ଉଦଘାଟନ ଖୁବଶୀଘ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଖୁବଶୀଘ୍ର ନୂଆ ନତାଲା କୋଠା ଲୋକାର୍ପିତ ହେବ। ସଚିବାଳୟର କିଛି ବିଭାଗ ଏଠାରୁ କାର୍ଯ୍ୟ ଆରମ୍ଭ କରିବା ଆଶା କରାଯାଉଛି। ଏପ୍ରିଲ ମାସରେ ଏହି କୋଠାର କାମ ଶେଷ...
ଶିଶୁକନ୍ୟା ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ: ଜାଣନ୍ତୁ କ’ଣ କହୁଛନ୍ତି ଓଡ଼ିଶାର ସିଭିଲ୍ ସୋସାଇଟି
ଓଡ଼ିଶାଲାଇଭ୍ ବ୍ୟୁରୋ
୧୨ ବର୍ଷ ବୟସରୁ କମ୍ ବୟସ୍କ ବାଳିକାଙ୍କ ସହ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହେଲେ ଏହି ଜଘନ୍ୟ ଅପରାଧ ପାଇଁ ଦୋଷୀକୁ ମୃତ୍ୟୁଦଣ୍ଡ ମିଳିବ। ତେଣୁ ଶିଶୁକନ୍ୟା ଯୌନ ନିର୍ଯାତନା...
କେନ୍ଦ୍ରାପଡ଼ାରେ ଭାଙ୍ଗିଲା ୪୦୦ ବର୍ଷର ପରମ୍ପରା: ମା’ ପଞ୍ଚୁବରାହୀଙ୍କ ମୂର୍ତ୍ତି ଛୁଇଁଲେ ପୁରୁଷ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ୪୦୦ ବର୍ଷର ପରମ୍ପରା ଭାଙ୍ଗିଛି। ପ୍ରଥମ ଥର ପାଇଁ ମା' ପଞ୍ଚୁବରାହୀଙ୍କ ମୂର୍ତ୍ତିକୁ ଗାଁର ପୁରୁଷମାନେ ସ୍ପର୍ଶ କରିଛନ୍ତି। ସମୁଦ୍ର ଗର୍ଭରେ ଲୀନ...
ଖରାରେ ସିଝୁଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୦ଟି ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
୪୦ ଡିଗ୍ରୀରୁ ତଳକୁ ଖସୁନି ପାରଦ
ସବୁଠୁ ଉତ୍ତପ୍ତ ଟିଟିଲାଗଡ଼
ଖରାରେ ସନ୍ତୁଳି ହେଉଛନ୍ତି ଲୋକେ
୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା
ସତର୍କ ସୂଚନା ଜାରି କଲା ପାଣିପାଗ...
ଏଟିଏମରେ ଟଙ୍କା ନାହିଁ: ଶନିବାର ବିଜେଡି କରିବ ଶାନ୍ତିପୂର୍ଣ୍ଣ ପ୍ରତିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଏଟିଏମ୍ ଏବେ ଅଚଳ ହୋଇଯାଇଛି। ଟଙ୍କା ବାହାରୁ ନଥିବାରୁ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି। ଦେଶରେ ଦେଖାଦେଇଥିବା ଏଭଳି ପରିସ୍ଥିତିକୁ ବିରୋଧ କରି ବିଜେଡି ଶନିବାର ଧାରଣା ଦେବ ବୋଲି...





















