ଟ୍ରମ୍ଫଙ୍କ ଘରେ ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ଫଙ୍କ ଘରେ ନିଆଁ। ନ୍ୟୁୟର୍କ ମେନହଟ୍ଟନସ୍ଥିତ ଟ୍ରମ୍ଫ୍ ଟାଓ୍ବାରରେ ନିଆଁ ଲାଗିଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଡୋନାଲ୍ ଟ୍ରମ୍ଫଙ୍କ ଏହା ଦ୍ଵିତୀୟ ବାସଭବନ। ହ୍ଗାଇଟହାଉସ୍ ଟ୍ରମ୍ଫଙ୍କର ସରକାରୀ...

ପୁଣି ଚର୍ଚ୍ଚାରେ ଆଇପିଏସ୍ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ମହିଳା ଏସପି ପୁଷ୍ପାଞ୍ଜଳୀ ଦେବୀ ପୁଣିଥରେ ନିଜ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର କିନ୍ତୁ କୌଣସି ନେତା କି ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୁହେଁ ନିଜ...

୨୪ ଘଣ୍ଟାର ଟପ୍‌ ୧୦ ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧. ମହାତ୍ମା ଗାନ୍ଧିଙ୍କ ହତ୍ୟାର ଆଉ ଥରେ ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟରେ କହିଲେ ଏମିକେସ୍ କ୍ୟୁରି (କୋର୍ଟର ବନ୍ଧୁ)। ୨. ସମଲୈଙ୍ଗିକତା(ଆଇପିସିର ୩୭୭ ଧାରା) ଅପରାଧ...

‘ପଦ୍ମାବତୀ’ ହେଲା ‘ପଦ୍ମାବତ୍’: ରାଜସ୍ଥାନରେ ହେବନି ରିଲିଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଦ୍ମାବତୀକୁ ନେଇ ଚର୍ଚ୍ଚା ଥମୁନି। ଏହି ଫିଲ୍ମର ନାଁ ବଦଳିଥିଲେ ହେଁ ରାଜସ୍ଥାନରେ ବିରୋଧ ଥମିବାର ନାଁ ଧରୁନି। ଫିଲ୍ମଟି ଯଦି ଜାନୁଆରି ୨୫ରେ ମୁକ୍ତିଲାଭ ହୁଏ ତାହାଲେ ରାଜସ୍ଥାନରେ ରିଲିଜ...

ଭେଲୋରରେ ଓଡ଼ିଆ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟନ ମନ୍ତ୍ରୀ କହିଲେ, ସମସ୍ତ ତୀର୍ଥଯାତ୍ରୀ ସୁରକ୍ଷିତ ୩୦ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍‌ ରାୟଗଡ଼ା ଜିଲ୍ଲାର ୩୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଆନ୍ଧ୍ର ପ୍ରଦେଶର ଭେଲୋରେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ନାଡିଆଙ୍କ ଜନ୍ମଦିନରେ ଗୁଗୁଲର ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ହେଉଛି ହିନ୍ଦୀ ସିନେମାର ପ୍ରଥମ ମହିଳା ଷ୍ଟଣ୍ଟ ନାଡିଆଙ୍କ ଜନ୍ମଦିନ। ଏହି ଅବସରରେ ଗୁଗୁଲ ଡୁଡୁଲ ମାଧ୍ୟମରେ ନାଡିଆଙ୍କୁ ଜଣାଇଛଇ ଶ୍ରଦ୍ଧାଞ୍ଜଳି ହିନ୍ଦୀ ସିନେମାରେ ପ୍ରଥମ ମହିଳା ଷ୍ଟଣ୍ଟ 'ଫିୟରଲେସ୍‌' ନାଡିଆଙ୍କ...

ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ପଶିବା ମାମଲା ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ବିଚାରପତି ସିଆର ଦାସଙ୍କ ସରକାରୀ କ୍ଵାଟର୍ସରେ ସିବିଆଇ ଅଧିକାରୀମାନେ ରାତିଅଧିଆ ପଶିବା ମାମଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ...

ପୋଲିସ ଲୋକଙ୍କ ବିଶ୍ୱାସଭାଜନ ହେବା ଦରକାର: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ୧୦ ବର୍ଷ ପୂର୍ତ୍ତି ଉତ୍ସବ ଲୋକଙ୍କ ନିକଟତର ହେବାକୁ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ବରିଷ୍ଠ  ନାଗରିକମାନଙ୍କ ପାଇଁ ୱେବ ଆପଲିକେସନ ଲୋକାର୍ପିତ ବରିଷ୍ଠ...

ବ୍ରହ୍ମପୁରରୁ ଗଡ଼ିଲା ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରୀ ଟ୍ରେନ୍: ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରୀ ଟ୍ରେନକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଟ୍ରେନ୍‌ ଆନ୍ଧ୍ରପ୍ରଦେଶର ତିରୁପତି ଏବଂ ଭେଲୋରକୁ ଯାତ୍ରା କରିଛି। ୯୫୭ ଜଣ ବରିଷ୍ଠ...

ଏଣିକି ସାଂସଦ-ବିଧାୟକ ଓକିଲାତି କରିପାରିବେ ନାହିଁ

ଓଡ଼ିଶାଲାଇଭ୍‍ ବ୍ୟୁରୋ ସାଂସଦ ଓ ବିଧାୟକମାନେ କୋର୍ଟରେ କଳା କୋଟ୍ ପିନ୍ଧି ଆଉ ଓକିଲାତି କରିପାରିବେ ନାହିଁ। ସେମାନଙ୍କ ଓକିଲାତି ପେସାରେ ଏଣିକି ଲାଗିବ ଅଙ୍କୁଶ। ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ପକ୍ଷରୁ...