ଯାତ୍ରୀବାହୀ ଟ୍ରେନରେ ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିହାରର ମୋକମାରେ ପାଟଣା-ମୋକାମା ପାସେଞ୍ଜର ଟ୍ରେନରେ ନିଆଁ ଲାଗିଯାଇଛି। ଗତକାଲି ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୬ଟି ବଗି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଏହି ଫାଷ୍ଟ୍ ପାସେଞ୍ଜରର ଦୁଇଟି ଇଞ୍ଜିନ୍...

ନୃସିଂହ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୁଟିନେଲେ ୩ ଅଷ୍ଟଧାତୁ ମୂର୍ତ୍ତି, ୩୦୦ଗ୍ରାମ୍ ସୁନା ଓ ୧୦କେଜି ରୁପା ଠାକୁର ଓ ଠାକୁରଙ୍କ ସମ୍ପତ୍ତି ଲୁଟିବାକୁ ଭୟ କଲେନି ଦୁର୍ବୃତ୍ତ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ରେଣ୍ଢାସ୍ଥିତ ପ୍ରାଚୀନ...

ଜମୁଛି ଶିଶିର ସରସ ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ  ମୋଟ୍ ୨୯୩ ଷ୍ଟଲ ବ୍ୟବସାୟ ପାଖାପାଖି ୧୨କୋଟି ଟଙ୍କା ହେବ ବୋଲି ଆକଳନ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳାରେ ଏକତ୍ରିତ ହୋଇଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଅନେକ ବ୍ୟବସାୟୀ।...

ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଇଛି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛନ୍ତି ଦୁଇ ଡକାୟତ। ସେମାନଙ୍କଠାରୁ ୨ଟି ଦେଶୀ ପିସ୍ତଲ ଏବଂ ଦୁଇଟି ଗୁଳି ଜବତ କରିଛି ପୋଲିସ। ଏମାନଙ୍କ...

କବି ସୌଭାଗ୍ୟ କୁମାର ମିଶ୍ର ପାଇବେ ‘କାଦମ୍ବିନୀ ସାରସ୍ଵତ ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରୀ ୧୪ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଉଦଘାଟନ କରିବେ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ ଭୁବନେଶ୍ବର: ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’...

କଟକ ଆସିବ ବିଜୁବାବୁଙ୍କ ‘ଡାକୋଟା’ ବିମାନ: ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଡାକୋଟା ଡିସି-୩' ବିମାନରେ ବିଜୁବାବୁ ଯାଇଥିଲେ ଇଣ୍ଡୋନେସିଆ। ଗୃହବନ୍ଦୀ ଅବସ୍ଥାରେ ଥିବା ସେଠାକାର ଉପ-ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଥିଲେ ବିଜୁବାବୁ। ଏବେ ଏହି ବିମାନ କୋଲକାତାରେ...

କିଟ୍ ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରିୟ ଦଉଡି ଡିଆଁ ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ ୧୩ଟି ରାଜ୍ୟରୁ ୧୫୨ଜଣ କ୍ରୀଡାବିତ ସାମିଲ ରାଷ୍ଟ୍ରିୟ ଖେଳକୁଦ ସଂଘ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରୋପ୍ ସ୍କିପିଙ୍ଗର ସମାପନ ଉତ୍ସବ କିଟ୍ ବିଶ୍ଵବିଦ୍ୟାଳୟରେ ପାଳିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା...

ଯୌନସାଥୀ ପସନ୍ଦ କରିବା ବ୍ୟକ୍ତିର ମୌଳିକ ଅଧିକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଧାରା ୩୭୭ର ତର୍ଜମା କରିବେ ସୁପ୍ରିମକୋର୍ଟ ନିଜ ପସନ୍ଦର ଯୌନସାଥୀ ପସନ୍ଦ କରିବା ବ୍ୟକ୍ତିର ମୌଳିକ ଅଧିକାର। ସହମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ପ୍ରାପ୍ତବୟସ୍କମାନଙ୍କୁ ଦଣ୍ଡିତ କରୁଥିବା ଧାରା ୩୭୭କୁ...

ବହି ବଦଳରେ ବନ୍ଧୁକ ଧରିଲେ ପିଏଚ୍‌ଡି ଛାତ୍ର

ଓଡ଼ିଶାଲାଇଭ୍‍ ବ୍ୟୁରୋ ଛାତ୍ରରୁ ବନିଲେ ଆତଙ୍କବାଦୀ ହିଜ୍‌ବୁଲ୍‌ ମୁଜାହିଦୀନରେ ଯୋଗଦେଲେ ମନାନ୍‌ ବସିର ଓ୍ୱାନୀ ଆଲିଗଡ଼ ମୁସଲିମ୍‌ ୟୁନିଭରସିଟିରେ କରୁଥିଲେ ପିଏଚ୍‌ଡି ମା’ଙ୍କ ଡାକରା-‘ଫେରିଆ ମୋ ସୁନା ପୁଅ’ ବନ୍ଧୁକ ଧରିଥିବା ମନାନ୍‌ ବସିର...

୨୦୧୯ ସୁଦ୍ଧା ପ୍ରତି ଘରକୁ ପାଣି ସଂଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୧୨ ସହରରେ ବସବାସ କରୁଥିବା ୭୦ଲକ୍ଷ ଲୋକଙ୍କ ଘରକୁ  ପାଣି ସଂଯୋଗ ଓଡ଼ିଶାର ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଣି ସମସ୍ୟା ଆସନ୍ତା ୨୦୧୯ ମାର୍ଚ୍ଚମାସ ସୁଦ୍ଧା ଦୂର ହେବ। ୧୧୨ ସହରରେ...