‘ସୋନୁ… ମୋ ଉପରେ ଭରସା ନାହିଁ କି… ନାହିଁ କି…? ‘

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଆଜିକାଲି ଧୁମ୍ ମଚେଇଛି ଏହି ସୋନୁ ଗୀତ। ଖାଲି ଭାରତରେ ନୁହେଁ ପାକିସ୍ତାନ ପର୍ଯ୍ୟନ୍ତ ପହଞ୍ଚିଗଲାଣି ଏହି ମଜାଦାର ଗୀତ। ବିଗତ କିଛି ଦିନ ଧରି ଫେସବୁକ୍ ସମେତ ସୋସିଆଲ ମିଡିଆରେ 'ସୋନୁ'...

ମହଙ୍ଗା ପଡିଲା ଫେସବୁକ ପ୍ରେମ: ମହିଳାଙ୍କୁ ବ୍ଲାକମେଲିଂ କରି ଛେଚା ଖାଇଲେ ଯୁବକ

ଓଡ଼ିଶାଲାଇଭ ବ୍ୟୁରୋ ଫେସବୁକରେ ହୋଇଥିଲା ପରିଚୟ। ଆଉ ତା' ପରେ ଆରମ୍ଭ ହୋଇଥିଲା ଚାଟିଂ। ଘର କଥାଠାରୁ ଆରମ୍ଭ କରି ବ୍ୟକ୍ତିଗତ କଥା ପର୍ଯ୍ୟନ୍ତ ଚାଲିଥିଲା ଘଣ୍ଟା ଘଣ୍ଟା ଧରି ଚାଟିଂ। ଏପରିକି ବିଶ୍ୱାସରେ ଫଟୋ...

ଖଣି ଦୁର୍ନୀତି: ୧୫୨ ଲିଜଧାରୀଙ୍କୁ ସରକାର ଦେଲେ ନୋଟିସ୍

ଓଡ଼ିଶାଲାଇଭ ବ୍ୟୁରୋ ବେଆଇନ୍ ଖଣି କାରବାର ମାମଲାରେ ରାଜ୍ୟ ସରକାର ଖଣି ଲିଜଧାରୀଙ୍କୁ ନୋଟିସ ଜାରି କରିଛନ୍ତି।  କୋଇଡା ସମେତ ୧୫୨ ଲିଜଧାରୀଙ୍କୁ ଏହି ନୋଟିସ ଜାରି କରାଯାଇଛି। କେବଳ କୋଇଡା ଅଞ୍ଚଳର ୪୭...

ଆଇପିଏଲକୁ କବଜା କଲା ଷ୍ଟାର ଇଣ୍ଡିଆ: ୧୬,୩୪୭ କୋଟିରେ କିଣିଲା ପ୍ରସାରଣ ଅଧିକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍ ପ୍ରସାରଣ ଅଧିକାରକୁ କବଜା କଲା ଷ୍ଟାର ଇଣ୍ଡିଆ। ସୋନୀକୁ ପଛରେ ପକାଇ ଷ୍ଟାର ଇଣ୍ଡିଆ ଏହି ଅଧିକାର ପାଇଛି। ୧୬,୩୪୭ କୋଟି ଟଙ୍କାରେ ଷ୍ଟାର ଇଣ୍ଡିଆ ଏହି ଅଧିକାର ପାଇଛି। ୨୦୧୮ରୁ ୨୦୨୨...

“ବିଶ୍ୱସ୍ତରୀୟ ଦର୍ଶକଙ୍କୁ ପ୍ରଭାବିତ କରିବା ଭଳି ଫିଲ୍ମ ତିଆରି ହେବ”- ପ୍ରସୂନ ଯୋଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଫିଲ୍ମ ଇଣ୍ଡଷ୍ଟ୍ରି ସମସ୍ତଙ୍କ ସହଯୋଗ ଆବଶ୍ୟକ କରୁଛି। ବିନା ସାହାଯ୍ୟ ସହଯୋଗରେ ଆଗକୁ ବଢ଼ିବା ଅସମ୍ଭବ। ଏଣୁ ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ପରସ୍କର ବୁଝାମଣା ରହିବା ଦରକାର’’, ଏକଥା କହିଛନ୍ତି ଜଣାଶୁଣା...

ମା’ ହେଲେ ବେବି ଡଲ୍‌ ସନ୍ନି ଲିଓନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଣ୍ଣ ଷ୍ଟାର ତଥା ବଲିଉଡ୍‌ ସେନ୍‌ସେସନ୍‌ ସନ୍ନି ଲିଓନି ନିକଟରେ ମାତୃତ୍ୱକୁ ଆପଣେଇ ନେବା କଥା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋ‍ଇଛି। ଲିଓନି ଓ ତାଙ୍କର ସ୍ୱାମୀ ଡାନ ଇଏଲ୍‌...

କିଏ ଫଟାଇଲା କଙ୍ଗନାଙ୍କ ମୁଣ୍ଡ! ଜାଣନ୍ତୁ ବଲିଉଡ୍‍ ଗୁମର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଲିଜ ହେବାକୁ ଯାଉଛି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ନୂଆ ଫିଲ୍ମ ‘ସିମରନ୍’। ହେଲେ ଏହା ପୂର୍ବରୁ ଅତୀତର ବହୁ ବିବାଦ ଉପରୁ ପରଦା ଉଠାଇଛନ୍ତି କଙ୍ଗନା। ହ୍ରିତିକ ରୋଶନ କିପରି ତାଙ୍କର...

ବଳାତ୍କାରୀ ବାବା ଓ ‘ହନି’ଙ୍କୁ ଫିଲ୍ମ ମନା; ସୋସିଆଲ ମିଡିଆ ଆକାଉଣ୍ଟରେ ବି ଲାଗିଲା ଅଙ୍କୁଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାମରହିମଙ୍କୁ ଦୁଇଟି ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ ଦଣ୍ଡାଦେଶ ପରେ ବି ତାଙ୍କ ପାଇଁ ସମସ୍ୟା ଶେଷ ହେଉନାହିଁ। ଏବେ ତ ସେ ତାଙ୍କ କୁକର୍ମ ପାଇଁ ସଜା ଭୋଗୁଛନ୍ତି, ଯଦି...

ଟ୍ରାଫିକ ପୋଲିସଙ୍କୁ ଗାଡ଼ି ନିୟନ୍ତ୍ରଣ ଚିନ୍ତା: ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଟ୍ରାଫିକ ଥାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହେବ ଦ୍ୱିତୀୟ ଟ୍ରାଫିକ ଥାନା। ଏଠାରେ ଥିବା ଟ୍ରାଫିକ ୟୁନିଟକୁ ଥାନାରେ ପରିଣତ କରିବା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି”, ଏହା କହିଛନ୍ତି ଭୁବନେଶ୍ୱର ପୋଲିସ କମିଶନର...

ଅକ୍ଟୋବରରୁ ଝାରସୁଗୁଡା-ରାଉରକେଲାରୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଅକ୍ଟୋବରରୁ ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦରରୁ ବିମାନସେବା ଆରମ୍ଭ ହେବ। ଏହା କହିଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ଗୁରୁ ପ୍ରସାଦ...