ମାର୍ଚ୍ଚ ୧୦ ତାରିଖ ୫ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି

ଓଡ଼ିଶାଲାଇଭ୍ ବ୍ୟୁରୋ   ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଅଟକି ରହିଛି। ଏହି ୫ଟି ରାଜ୍ୟରେ ନିର୍ବାଚନ ସରିଥିବାବେଳେ ଆସନ୍ତା କାଲି...

ଏଥର ହେବ ଜୋରଦାର ଲଢ଼େଇ: କିଏ ହାତେଇବ ବିଏମସି ମେୟର ପଦବୀ ?

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ଜିତିବ ଭବନେଶ୍ଵର ବାସିନ୍ଦାଙ୍କ ବିଶ୍ଵାସ? କାହା ଭାଗରେ ପଡ଼ିବ ଭୁବନେଶ୍ଵର ମେୟର ଦାୟିତ୍ଵ। ଭୁବନେଶ୍ଵର ମହାନଗର ନିଗମ ପାଇଁ ସବୁ ଦଳ ନିଜ ନିଜର ପ୍ରାର୍ଥୀ ଦେଇ ସାରିଥିବାବେଳେ ଏବେ ନିର୍ବାଚନ...

ଡକ୍ଟର ଶ୍ରୁତି ମହାପାତ୍ର ପାଇଲେ ନାରୀଶକ୍ତି ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Sj8LUfnI6m4] ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଡକ୍ଟର ଶ୍ରୁତି ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି ମର୍ଯ୍ୟାଦାଜନକ ‘ନାରୀଶକ୍ତି’ ପୁରସ୍କାର। ଦିଲ୍ଲୀ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମଙ୍ଗଳବାର ରାଷ୍ଟ୍ରପତି...

ପୌର ନିର୍ବାଚନରେ ରହିବନି କୋଭିଡ କଟକଣା, କୋଭିଡ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ପୌର ନିର୍ବାଚନ ପାଇଁ କୋଭିଡ କଟକଣା ରହିବ ନାହିଁ। ପ୍ରାର୍ଥୀମାନେ ପୂର୍ବପରି ପ୍ରଚାର କରିପାରିବେ। ରାଜ୍ୟରେ କୋଭିଡ ସଂକ୍ରମଣ କମୁ ଥିବାରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ଆଗକୁ କୋଭିଡ ସଂକ୍ରମଣ ବୃଦ୍ଧି...

ବଲିଉଡରେ ଓଡ଼ିଆ ଝିଅ ରୋଜା ରଣାଙ୍କ କମାଲ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=RMlGCLCBrQQ] ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଆସିଲେ ସେହି ମହିଳାମାନଙ୍କ ନାଁ ସାମ୍ନାକୁ ଆସେ ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି। ଅନ୍ତର୍ଜାତୀୟ ମହିଳା...

ମାନବ ସେବା ପାଇଁ ସମ୍ମାନିତ ମାତିଲଦା କୁଲ୍ଲୁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=YtVgMmCqN28] ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ସେହି ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ସେବା ମନୋବୃତ୍ତି ଯୋଗୁଁ ଦେଶ ବିଦେଶରେ ସମ୍ମାନୀତ ହୋଇପାରିଛନ୍ତି। ସେମିତି...

ଜୟା ସ୍ୱାମୀଙ୍କ ସିନେ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=V_o_8xFD_-U] ମାର୍ଚ୍ଚ ୮ ତାରିଖ ସାର ବିଶ୍ଵ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଦିନଟି ଆସିଲେ ସେହି ମହିଳାମାନଙ୍କ ନାଁ ସାମ୍ନାକୁ ଆସେ ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି...

ବିଜେପିର ୩ ମହାନଗର ନିଗମ ମେୟର ପ୍ରାର୍ଥୀ ସୁନୀତି, ଶ୍ରୀତମ ଓ ସବିତା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଜନତା ପାର୍ଟି(ବିଜେପି) ତିନି ମହାନଗର ନିଗମ ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ପାଇଁ ନିଜର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପ୍ରଥମେ ଭୁବନେଶ୍ୱର ମହାନଗର ନିଗମ ପାଇଁ ଡକ୍ଟର...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଡେଟସ୍: ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ରବିବାର ୧୧ ଦିନରେ ଜାରି ରହିଛି। ୟୁକ୍ରେନରେ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ରୁଷ ସେନାଙ୍କ ଘନଘନ ବୋମା ମାଡ଼ରେ ୟୁକ୍ରେନର ଅନେକ ସହର...

କେନ୍ଦ୍ରାପଡ଼ାରେ ଗୁଳିମାଡ଼: ସ୍ବାମୀର ମୃତ୍ୟୁ, ସ୍ତ୍ରୀ ଓ ପୁଅ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବକରପୁର ଗାଁର ଅରବିନ୍ଦ ମିଶ୍ରଙ୍କର ଦୁବୃର୍ତ୍ତଙ୍କ ଗୁଳିମାଡରେ ମୃତ୍ୟୁ ହୋଇଛି।ଏହି ଗୁଳିକାଣ୍ଡରେ ମୃତକଙ୍କ ପତ୍ନୀ ମିନାକ୍ଷୀ ଏବଂ ତାଙ୍କ ପୁଅ ପୁଅ ଶୁଭକେଶ ଆହତ...