୧୮ ତାରିଖ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା, ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ଗରମରେ ଆଉଟୁପାଉଟୁ ହେବେ ଓଡ଼ିଶାବାସୀ। ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା। ଆଗକୁ ଆହୁରି ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

କୋଭିଡ କଟକଣା ମଧ୍ୟରେ ହେବ ବିଧାନସଭା ବଜେଟ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ ଅଧିବେଶନ। ବଜେଟ ଅଧିବେଶନକୁ ସୂଚାରୁ ରୂପେ ତଥା ସବୁଦଳର ସହଯୋଗ ଓ ସହଭାଗିତାରେ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର...

ପୌର ନିର୍ବାଚନ: ମୈଦାନରେ ୮୨ କାଉନସିଲର ଓ ୪ ପୌର ଅଧ୍ୟକ୍ଷ ପ୍ରାର୍ଥୀ

 ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୮୨ ଜଣ ଓ୍ଵାର୍ଡ କାଉନସିଲର ପ୍ରାର୍ଥୀ ଏବଂ ୪ଜଣ ପୌର ଅଧ୍ୟକ୍ଷ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନ ପାଇଁ ମାର୍ଚ୍ଚ ୧୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ...

କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ : ଶ୍ରେଣୀ ଗୃହରେ ‘ହିଜାବ’ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାଦରେ ରହିଥିବା ହିଜାବ ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟ ମଙ୍ଗଳବାର ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ହିଜାବ ପିନ୍ଧି ସ୍କୁଲ କଲେଜ ଯିବା ନିମନ୍ତେ ମୁସଲମାନ ଛାତ୍ରୀଙ୍କ ପକ୍ଷରୁ ହୋଇଥିବା ସମସ୍ତ...

ଇତିହାସ ରଚିଲା ବିଜେଡି : ଦଖଲ କଲା ୩୦ ଜିଲ୍ଲା ପରିଷଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ଦଖଲରେ ଏବେ ରାଜ୍ୟର ୩୦ଟି ଯାକ ଜିଲ୍ଲା ପରିଷଦ। ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରି ଇତିହାସ ରଚିଛି ବିଜେଡି। ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ ବିଜୁ ଜନତା...

ୟୁକ୍ରେନକୁ ଛାରଖାର କଲାଣି ରୁଷ: କ୍ଵିଭକୁ କବ୍‌ଜାକୁ ନେବାକୁ ପ୍ରୟାସ ଜାରି

ଓଡ଼ିଶାଲାଇଭ୍ ବ୍ୟୁରୋ ୟୁକ୍ରେନରେ ଧ୍ଵଂସ ଲୀଳା ଜାରି ରଖିଛି ରୁଷ। ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଛାରଖାର ହେଲାଣି ୟୁକ୍ରେନ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ସୋମବାର ୧୯...

ଏଥର ରାଜ୍ୟରେ ଅସହ୍ୟ ହେବ ତାତି: ୧୬ ଓ ୧୭ ତାରିଖ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଅସହ୍ୟ ତାତି ବଢ଼ିବ। ଏଥର ବି ଗରମରେ ଆଉଟୁପାଉଟୁ ହେବେ ରାଜ୍ୟବାସୀ। ଧୀରେ ଧୀରେ ତାପ ମାତ୍ରାରେ ବୃଦ୍ଧି ହେଉଥିବାରୁ ଦୁଇ ଦିନ ପରେ ଅର୍ଥାତ୍ ୧୬ ଏବଂ ୧୭...

ବାଣପୁରରେ ବର୍ବର କାଣ୍ଡ : ଗାଡ଼ି ଚଢ଼ାଇଲେ, ଲୋକଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ଚିଲିକା ବିଧାୟକ

 ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଛି। ଇତି ମଧ୍ୟରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି...

ଆଇସିସି ମହିଳା ବିଶ୍ୱକପରେ ନୂଆ ଇତିହାସ ରଚିଲା ଟିମ୍ ଇଣ୍ଡିଆ: ସ୍ମୃତି ଓ ହରମନପ୍ରୀତଙ୍କ ବିସ୍ଫୋରକ ଶତକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ମହିଳା ବିଶ୍ୱକପ ୨୦୨୨ର ତୃତୀୟ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସ୍ମୃତି ମାନ୍ଧନା ଓ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ରେକର୍ଡ କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ସ୍ମୃତି ମାନ୍ଧନା ଓ...

ରୁଷ-ୟୁକ୍ରେନ ଯୁଦ୍ଧ ଅପ୍‌ଟେଡସ୍: ଦିନ ୧୧ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି। ଲାଗୁ ଥିଲା ଉଭୟ ଦେଶ ମଧ୍ୟରେ ବୁଝାମଣା ହୋଇ ଯୁଦ୍ଧର ସମାପ୍ତି ଘଟିବ। କିନ୍ତୁ ଦୁଇ ଦେଶ ନିଜ ନିଜ ଜିଦ୍‌ରେ...