କୋଟିଆରେ ଟ୍ଵିଷ୍ଟ : ସିଲେକ୍ସନ ନୁହେଁ ଏବେ ଇଲେକ୍ସନ ହେବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ କୋଟିଆ ଗ୍ରାମ ପଞ୍ଚାୟତରେ ଇଲେକ୍ସନ ନୁହେଁ ସିଲେକ୍ସନ ହେବ ବୋଲି କୁହାଯାଉଥିଲା। ସର୍ବଦଳୀୟ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଜଣଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ମଧ୍ୟ ଚୟନ କରାଯାଇଥିଲା।...
ଚର୍ଚ୍ଚାରେ ସରୋଗେସି ମାତୃତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିକଟରେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ମା’ ହେବା ଖରବ ସମସ୍ତଙ୍କୁ ଯେତିକି ଚକିତ କରିଛି, ତା’ଠାରୁ ଅଧିକ ବିସ୍ମିତ କରିଛି ‘‘ସରୋଗେସି’’ ସହାୟତାରେ ସନ୍ତାନ ପାଇବା ଖବରକୁ ନେଇ।...
‘ଅମର ଯବାନ ଜ୍ୟୋତି’ ସ୍ଥାନାନ୍ତରକୁ ନେଇ କଂଗ୍ରେସ-ବିଜେପି ଟୁଇଟର୍ ଓ୍ଵାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଇଣ୍ଡିଆ ଗେଟରେ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନ ଜ୍ୟୋତିର ମିଶ୍ରଣ କରାଯାଇଛି। ଏହାକୁ ନେଇ...
କିଏ ହାତେଇବ ଭୁବନେଶ୍ଵର ମେୟର ଗାଦି ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ବିଭଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଚୂଡ଼ାନ୍ତ...
ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀଙ୍କର ନିର୍ବାଚନୀ ହିଂସା, ଅସାମାଜିକ ଆକ୍ରମଣ...
ପରଲୋକରେ କଥକ ସମ୍ରାଟ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କଥକ ସମ୍ରାଟ ପଦ୍ମ ବିଭୂଷଣ ପଣ୍ଡିତ ବିରଜୁ ମହାରାଜଙ୍କର ସୋମବାର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ କେବଳ କଥକ ନୃତ୍ୟ...
ବଢ଼ୁଛି କୋଭିଡ ସଂକ୍ରମଣ : ରାଜ୍ୟ ପାଇଁ ଆଗାମୀ ଦୁଇମାସ ବହୁତ ଗୁରୁତ୍ଵପୂର୍ଣ୍ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଗକୁ ସଂକ୍ରମଣ ହାର ଆହୁରି ବଢ଼ିବ। ଅନ୍ୟ ଦେଶଗୁଡ଼ିରେ ଯେଉଁଭଳି ଭାବେ ସ୍ଥିତି ରହିଛି ସେହି ଅନୁପାତରେ ଓଡ଼ିଶାରେ ସଂକ୍ରମଣ...
ଇଣ୍ଡିଆ ସ୍କିଲସ୍ ୨୦୨୧ରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଜେ. ଲାବଣ୍ୟା ଓ ସତ୍ୟରଞ୍ଜନଙ୍କୁ ସ୍ଵର୍ଣ୍ଣ, ହ୍ରିତିକଙ୍କୁ ବ୍ରୋଞ୍ଜ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍କିଲସ୍ ୨୦୨୧ରେ ଓଡ଼ିଶା ୫୧ଟି ପଦକ ହାସଲ କରି ଶୀର୍ଷରେ ରହିଛି। ଏଥିରେ ୧୦ଟି ସ୍ୱର୍ଣ୍ଣ, ୧୮ଟି ରୌପ୍ୟ, ୯ଟି ବ୍ରୋଞ୍ଜ...
‘ରାମାୟଣ’ ରୁ ‘ଗାଁର ନାଁ ଗାଲୁଆପୁର’- ସବୁଠି ମିହିରଙ୍କ ଦମ୍ଦାର ଅଭିନୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାୟକ, ଖଳନାୟକ, ହାସ୍ୟ ଅଭିନେତା ସବୁ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ମିହିର ଦାସ। ତାଙ୍କର ନିଖୁଣ ଅଭିନୟ ପ୍ରତିଟି ଚରିତ୍ରକୁ କରିଥିଲା ଜୀବନ୍ତ। କୋଟି କୋଟି ଓଡ଼ିଆଙ୍କ ମନରେ ନିଜର...
ପରଲୋକରେ ବର୍ଷିଆନ ଅଭିନେତା ମିହିର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପାଇଁ ଏବଂ ସମଗ୍ର ଫିଲ୍ମ ଜଗତ ଆଉ ସିନେପ୍ରେମୀଙ୍କ ପାଇଁ ବଡ଼ ଦୁଃଖଦ ଖବର। ମଙ୍ଗଳବାର ଅପରାହ୍ଣ ୩ଟା ୨୦ ମିନିଟରେ ବର୍ଷିଆନ ଅଭିନେତା ମିହିର ଦାସଙ୍କର ପରଲୋକ ଘଟିଛି।...





















