ଲକ୍‌ଡାଉନ୍‌ ଭାରତ, ଲୁକ୍ ଅପ୍‌ ଇଣ୍ଡିଆ

ଭାସ୍କର ପରିଛା କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଏକୋଇଶ ଦିନିଆ ତାଲା ବନ୍ଦ ଘୋଷଣା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତାଙ୍କ ବାର୍ତ୍ତାରେ କହିଥିଲେ, ‘‘ଏଇ ୨୧ ଦିନ ମଧ୍ୟରେ ଆମେ...

ଫେସ୍‌ବୁକ୍‌ରେ ଓଡ଼ିଆରେ ସ୍ଵାସ୍ଥ୍ୟପ୍ଲସ୍‌ ଆଣିଲା କରୋନା ଭାଇରସ୍‌ (କୋଭିଡ୍‌-୧୯) ସଚେତନତା ପାଇଁ ଚାଟ୍‌ବଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ୍‌ (କୋଭିଡ୍‌-୧୯) ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏବଂ ବିଭିନ୍ନ ମିଡିଆ ପକ୍ଷରୁ ଉଦ୍ୟମ କରାଯାଉଛି। ଏହି ଅବସରରେ ଓଡ଼ିଆ ସ୍ୱାସ୍ଥ୍ୟ ପୋର୍ଟାଲ ‘ସ୍ଵାସ୍ଥ୍ୟପ୍ଲସ୍‌’ ଫେସ୍‌ବୁକ୍‌ରେ ଏକ...

କରୋନା ସଚେତନତା: ଓଡ଼ିଶାଲାଇଭ୍‌ର ‘ହେଲୋ’ ପେଜ୍‌ ଦିନକୁ ଛୁଇଁଲା ୧୦ ଲକ୍ଷ ଭିୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିଦିନ କରୋନା ସମ୍ପର୍କରେ ବଢ଼ିଚାଲିଛି ସଚେତନତା। ଏ ଦିଗରେ ଏକ ବଡ଼ ଭୂମିକା ଗ୍ରହଣ କରିଛି ଡିଜିଟାଲ ମିଡିଆ। ଏହି ମିଡିଆ କହିଲେ ଆମେ ଓ୍ୱେବସାଇଟ୍‌ ସହ ବିଭିନ୍ନ ସୋସିଆଲ ମିଡିଆକୁ...

କରୋନା ଖବର ପାଇବା ପାଇଁ ଓଡ଼ିଶାରେ ଡିଜିଟାଲ ରସ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଭାଇରସ ସମ୍ପର୍କରେ ଖବର ପାଇବା ପାଇଁ ଏବେ ଲୋକମାନେ ଡିଜିଟାଲ ମିଡିଆ ଉପରେ ଅଧିକ ନିର୍ଭର କରୁଛନ୍ତି। କାରଣ ଆଜିର ଏହି ଜଟିଳ ମୁହୂର୍ତ୍ତରେ ସମସ୍ତେ ପ୍ରତି ମୁହୂର୍ତ୍ତର...

କରୋନା ପାଇଁ ସଜବାଜ – ଯେତେ କଲେ ବି ଲାଗୁଛି କମ୍‌

ନୀଳାମ୍ବର ରଥ ମହାମାରୀ କରୋନା ଭୂତାଣୁର ସଂକ୍ରମଣ ନେଇ ଚାରିଆଡ଼େ ସଚେତନତା। ଆଗରୁ ଆମେ ଚୀନ୍‌ରେ ପ୍ରତିଦିନ କ’ଣ ହେଲା ବୋଲି ଖବର ଜାଣିବାକୁ ଚାହୁଁଥିଲୁ। ସତ, ମିଛ ଓ ଗୁଜବ - ଏହିଭଳି...

‘ହେଲୋ’ ସୋସିଆଲ ପ୍ଲାଟ୍‌ଫର୍ମରେ ଓଡ଼ିଶାଲାଇଭ୍‌ ଛୁଇଁଲା ‘୧ ମିଲିୟନ୍‌’ ଭିୟୁଜ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ହେଲୋ’ରେ ଓଡ଼ିଶାଲାଇଭ୍‌ ଛୁଇଁଛି ୧୦ ଲକ୍ଷ ଭିୟୁଜ୍‌। ମାର୍ଚ୍ଚ ୧୦ ତାରିଖ ହୋଲି ଦିନ ଓଡ଼ିଶାଲାଇଭ୍‌ ୧୦ ଲକ୍ଷ ଭିୟୁଜ୍‌ ଟପିଯାଇଛି। ଗତ ଜାନୁଆରି ମାସରେ ‘ହେଲୋ’...

ଅକ୍ଷର ଚିହ୍ନିଲେ ସବୁ ଆଙ୍କର୍!

ବିଜନ କୁମାର ମହାପାତ୍ର କିଛି ବର୍ଷ ଧରି ଓଡ଼ିଶାରେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ଘଟିଛି। ସାଧାରଣ ମନୋରଞ୍ଜନ ସହିତ ଟେଲିଭିଜନ ନ୍ୟୁଜ ଚ୍ୟାନେଲ୍‌ର ସଂଖ୍ୟା ବୃଦ୍ଧି ପାଇଛି। ବିଶେଷକରି ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ୍‌ର...

ଗୋଟିଏ ଜାତି-ଗୋଟିଏ ରାଜ୍ୟର ପରିଚୟ ବିଜୁ ପଟ୍ଟନାୟକ

ବରେନ୍ଦ୍ରକୃଷ୍ଣ ଧଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ। ଦୁଇଟି ଶବ୍ଦ। ଜଣେ ବ୍ୟକ୍ତିବିଶେଷର ନାମ ନଥିଲା। ଏ ଶବ୍ଦ ଦୁଇଟି...

ବିଜୁ ପଟ୍ଟନାୟକ ଜଣେ ରାଷ୍ଟ୍ରନୀତିଜ୍ଞ

ରାମକୃଷ୍ଣ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଥିବାବେଳେ ଓଡ଼ିଶାବାସୀଙ୍କର ଜନମାନସରେ ବିଭିନ୍ନ ଆଶା ଆକାଂକ୍ଷା...

ସାହସିକତାର ଅନ୍ୟନାମ ବିଜୁ ପଟ୍ଟନାୟକ

ବିଭୂତି ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ରେଭେନ୍ସା କଲେଜରେ ସାଇନ୍ସ ପଢ଼ିଲା ବେଳେ ଖରାଛୁଟିରେ ଦୁଇଜଣ କିଶୋର ବନ୍ଧୁଙ୍କ ସହ ଦୁଇଚକିଆ ସାଇକେଲ ଚଢି କଟକରୁ ପେସାୱାର...