ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଶେଷ ଲିଗ୍ ମ୍ୟାଚରେ ଭାରତ-ନେଦରଲାଣ୍ଡସ୍ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପର ଶେଷ ଲିଗ୍ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଭାରତ ଓ ନେଦରଲାଣ୍ଡସ୍। ଏହି ମ୍ୟାଚ ଜିତି ବିଶ୍ଵକପ ଲିଗ୍ ପର୍ଯ୍ୟାୟରେ ଅପରାଜୟର ଧାରାକୁ ବଜାୟ ରଖିବାକୁ ପ୍ରସ୍ତୁତ...
କ୍ରିକେଟ ଜଗତରେ ଅଷ୍ଟ୍ରେଲିଆର ଅବିଶ୍ଵସନୀୟ ବିଜୟ, ଦ୍ଵିଶତକୀୟ ଇନିଂସ୍ ଖେଳି ଇତିହାସ ରଚିଲେ ଗ୍ଲେନ ମ୍ୟାକ୍ସୱେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଆକର୍ଷଣୀୟ ବିଜୟ
ମ୍ୟାଚର ନାୟକ ସାଜି ଅଷ୍ଟ୍ରେଲିଆକୁ ଏକାକୀ ଜିତାଇଲେ ଗ୍ଲେନ ମ୍ୟାକ୍ସୱେଲ
ଦ୍ଵିତୀୟ ଇନିଂସରେ ଦ୍ଵିଶତକ କରିଥିବା ପ୍ରଥମ ଖେଳାଳି ଭାବେ ରଚିଲେ ଇତିହାସ
ଆଇସିସି...
ଆଇସିସି ବିଶ୍ଵକପ: ଆଫଗାନିସ୍ତାନର ଭଲ ବ୍ୟାଟିଂ, ଅଷ୍ଟ୍ରେଲିଆ ଆଗରେ ୨୯୨ ରନର ଟାର୍ଗେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ମଙ୍ଗଳବାର ଖେଳାଯାଉଛି ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ମ୍ୟାଚ। ଏଥିରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଗରେ ୨୯୨ ରନର ବିଜୟ ଲକ୍ଷ୍ୟ ରଖିଛି। ମ୍ୟାଚରେ ଆଫଗାନିସ୍ତାନର ଇବ୍ରାହିମ ଜାଦରାନ...
ଇସ୍ରାଏଲ-ହମାସ ଯୁଦ୍ଧକୁ ମାସେ ପୂରିଲା, ଗାଜାରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମଙ୍ଗଳବାର ମାସେ ପୂରିଛି। ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରେ ସାମରିକ ଓ ରାଜନୈତିକ ସମୀକରଣକୁ ବହୁତ ମାତ୍ରାରେ ପରିବର୍ତ୍ତନ କରିଦେଇଛି। ଏବେ...
ବିଶ୍ଵରେ ଜନସଂଖ୍ୟା ଅଭିବୃଦ୍ଧି ଓ ଜୀବନଯାପନ ପ୍ରଣାଳୀ
ଭାସ୍କର ପରିଚ୍ଛା
ବିଶ୍ଵରେ ଜନସଂଖ୍ୟା କ୍ଷେତ୍ରରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି। ନିକଟ ଅତୀତରେ ୮୦୦ କୋଟି ଟପିଛି ବିଶ୍ୱ ଜନସଂଖ୍ୟା। ତେବେ ଜନସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରିଛି ମିଳିତ ଜାତିସଂଘ।...
ଆଇସିସି କ୍ରିକେଟ ବିଶ୍ଵକପ: କୋହଲୀଙ୍କ ଜନ୍ମଦିନରେ ଭାରତର ବିରାଟ ବିଜୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ଜନ୍ମଦିନରେ ୪୯ତମ ଦିନିକିଆ ଶତକ ମାରିଲେ ବିରାଟ କୋହଲୀ
ସଚିନଙ୍କ ଦିନିକିଆ ଶତକର ରେକର୍ଡର ସମକକ୍ଷ ହେଲେ କୋହଲୀ
ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ହରାଇଲା ଟିମ୍ ଇଣ୍ଡିଆ
ଚଳିତ ଆଇସିସି...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଇଡେନ ଗାର୍ଡେନ୍ସରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚରେ ନିଜର ଅପରାଜୟର ଧାରାକୁ ବଜାୟ ରଖିବାକୁ ପ୍ରସ୍ତୁତ ହୋଇଛି ଟିମ୍ ଇଣ୍ଡିଆ। କୋଲକାତାର ଇଡେନ...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ କରୁଛନ୍ତି ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଖେଳାଯାଉଛି ଦୁଇଟି ମୁକାବିଲା। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଟକ୍କର ନେଉଥିବାବେଳେ ଦ୍ଵିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ।
ପାକିସ୍ତାନ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚଟି...
ନେପାଳରେ ଶକ୍ତିଶାଳୀ ଭୂମିକମ୍ପ, ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳରେ ୬.୪ ରିକ୍ଟର ସ୍କେଲ ତୀବ୍ରତାର ବଡ଼ଧରଣର ଭୂମିକମ୍ପ
୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଆହତ
ଉଦ୍ଧାର କାର୍ଯ୍ୟ ଜାରି, ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା
ଭାରତର ପଡ଼ୋଶୀ ଦେଶ ନେପାଳରେ ଶୁକ୍ରବାର ବିଳମ୍ବିତ...
ଆଇସିସି ବିଶ୍ଵକପରେ ଭାରତକୁ ଝଟକା, ଦଳରୁ ବାଦ୍ ପଡ଼ିଲେ ପ୍ରମୁଖ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପ ଚାଲିଥିବାବେଳେ ଭାରତକୁ ଲାଗିଛି ଝଟକା। ଟିମ୍ ଇଣ୍ଡିଆର ପ୍ରମୁଖ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ବିଶ୍ଵକପରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଗୋଡରେ ଲାଗିଥିବା ଆଘାତ ଭଲ ହେଉ ନଥିବାରୁ ସେ...





















