ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ପାଳନ ହେଲା ଦୁର୍ଗାପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫ୍ଲୋରିଡା): ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଧୁମଧାମର ସହ ପାଳନ ହୋଇଯାଇଛି ଦୁର୍ଗାପୂଜା। ଆମେରିକାର ଦକ୍ଷିଣପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ମା’ଙ୍କ ଆରାଧନା କରିଛନ୍ତି ପ୍ରବାସୀ ଓଡ଼ିଆ।
ଏଠାରେ...
ଏସିଆନ୍ ପାରା ଗେମ୍ସ: ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ଜିତିଲେ ଓଡ଼ିଶାର ପ୍ରମୋଦ ଭଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନର ହାଙ୍ଗଝୌଉରେ ଚାଲିଥିବା ‘ଏସିଆନ୍ ପାରା ଗେମ୍ସ ୨୦୨୩’ରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ପ୍ରତିଯୋଗିତାର ପୁରୁଷ ବ୍ୟାଡମିଣ୍ଟନ ଏକକ-୩ ବର୍ଗରେ ସେ ଏହି ସଫଳତା ହାସଲ...
ସୁସ୍ଥ ଜୀବନଶୈଳୀ, ଷ୍ଟ୍ରୋକ୍-ମୁକ୍ତ ଜୀବନ!
ସିଦ୍ଧାର୍ଥ ରଥ
https://www.youtube.com/watch?v=OWdMTnIDNg4
ସାବଧାନ, ପୃଥିବୀରେ ପ୍ରତି ୪ ଜଣରେ ଜଣକୁ ଜୀବନକାଳ ମଧ୍ୟରେ ଷ୍ଟ୍ରୋକ୍ ହୋଇପାରେ!
ଷ୍ଟ୍ରୋକ୍-ମୁକ୍ତ ଜୀବନ। ଆଜ୍ଞା ହଁ, ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ଯେ ଆଗାମୀ ଦିନରେ ପୃଥିବୀରେ ପ୍ରତି ୪ ଜଣରେ...
ସ୍କୁଲ୍ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ ସହ ମୁକାବିଲାକୁ କରିବ ବ୍ୟାପକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗତ କିଛି ବର୍ଷ ଧରି ବିଶ୍ଵ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ତୁହାକୁ ତୁହା ବାତ୍ୟା ଓ ବନ୍ୟା ଏହାର ଉଦାହରଣ। ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଏକ ବଡ଼...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ପାକିସ୍ତାନ ଓ ଆଫଗାନିସ୍ତାନ କରୁଛନ୍ତି ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ସୋମବାର ଚାଲିଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା। ଏଥିରେ ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରୁଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚଟି...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ହୋଇଛନ୍ତି। ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ କରିବା ପାଇଁ ଭାରତୀୟ କ୍ରିକେଟ...
ଏସିଆନ ପାରା ଗେମ୍ସ: ପ୍ରତି ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ପାରା ଗେମ୍ସରେ ଖେଳିବେ ଓଡ଼ିଶାର ୭ ଖେଳାଳି
ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
ଟ୍ରେନିଂ ଓ ଅନ୍ୟାନ୍ୟ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ପ୍ରୋତ୍ସାହନ ରାଶି ଘୋଷଣା
ଚୀନର ହାଙ୍ଗଝୌଉରେ ହେବାକୁ...
ଆଇସିସି ବିଶ୍ଵକପ: ଅଷ୍ଟ୍ରେଲିଆର ଭଲ ବ୍ୟାଟିଂ ପ୍ରଦର୍ଶନ, ପାକିସ୍ତାନ ଆଗରେ ୩୬୮ ରନର ବିଜୟ ଲକ୍ଷ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଶୁକ୍ରବାର ଖେଳାଯାଉଛି ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ମ୍ୟାଚ। ଏଥିରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ୩୬୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ପକ୍ଷରୁ...
ଆଇସିସି ବିଶ୍ଵକପରେ ଭାରତ-ବାଂଲାଦେଶ ଟକ୍କର, ଟିମ୍ ଇଣ୍ଡିଆ ଆଗରେ ୨୫୭ ରନର ବିଜୟ ଲକ୍ଷ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଗୁରୁବାର ବାଂଲାଦେଶ ସହ ମୁକାବିଲା କରୁଛି ଟିମ୍ ଇଣ୍ଡିଆ। ମହାରଷ୍ଟ୍ରର ପୁଣେରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଇନିଂସରେ ବାଂଲାଦେଶର ବ୍ୟାଟିଂ ସରିଛି। ଭାରତ ଆଗରେ ୨୫୭...
ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ୍ ମଧ୍ୟରେ ଚାଲିଛି ମୁକାବିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ମଙ୍ଗଳବାର ଜାରି ରହିଛି ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ୍ ମଧ୍ୟରେ ମୁକାବିଲା। ଏଥିରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତି ବୋଲିଂ କରୁଛି। ହିମାଚଳ ପ୍ରଦେଶର ଧର୍ମଶାଳାରେ...





















