National

ବଢ଼ିଲା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି, ଏପ୍ରିଲ ୧୩ରେ ପରବର୍ତ୍ତୀ ଶୁଣାଣି

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି ବୃଦ୍ଧି ପାଇଛି। ସୋମବାର ସୁରଟର ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଅବଧିକୁ ଏପ୍ରିଲ ୧୩ ତାରିଖ ଯାଏଁ ବଢ଼ାଇଛନ୍ତି। ‘ମୋଦୀ ସରନେମ’ ମାମଲାରେ...

ଚଣ୍ଡୀଗଡ଼ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଉତ୍କଳ ଦିବସ ପାଳନ କଲେ ଶତାଧିକ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ (ଚଣ୍ଡୀଗଡ଼): ଚଣ୍ଡୀଗଡ଼ ସେକ୍ଟର ୩୧-ଡି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଉତ୍କଳ ଦିବସ ପାଳନ କରାଯାଇଛି। ଉତ୍କଳ ଦିବସ ପାଳନ କରିବାକୁ ପଞ୍ଚକୁଲା, ମୋହାଲି ଏବଂ ଚଣ୍ଡୀଗଡ଼ ତ୍ରୈନଗରୀ ଓ ଏହାର...

ବନାରସ: କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ଉତ୍କଳ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବନାରସ): ଉତ୍ତରପ୍ରଦେଶ ବନାରସ ସ୍ଥିତ କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ଉତ୍କଳ ସମାଜ ତରଫରୁ ବହୁ ଆଡ଼ମ୍ବରରେ ଉତ୍କଳ ଦିବସ ପାଳନ କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମହାମନା ମଦନ ମୋହନ...

ଇଗ୍ନୋ ପକ୍ଷରୁ ‘ଜୁନିୟର ଆସିଷ୍ଟାଣ୍ଟ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୨୦

ଓଡ଼ିଶାଲାଇଭ୍ ବ୍ୟୁରୋ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଇଗ୍ନୋର ବିଭିନ୍ନ ଶାଖାରେ ଖାଲିଥିବା ୨୦୦ଟି ଜୁନିୟର ଆସିଷ୍ଟାଣ୍ଟ ତଥା...

ଆର୍ଥିକ ବର୍ଷ ୨୦୨୨-୨୩ରେ କୋଇଲା ଉତ୍ପାଦନରେ ସର୍ବକାଳୀନ ରେକର୍ଡ କଲା ଏମସିଏଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ୍) ଆର୍ଥିକ ବର୍ଷ ୨୦୨୨-୨୩ରେ କୋଇଲା ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ କରିଛି। ଚଳିତ ଆର୍ଥିକ ବର୍ଷରେ କମ୍ପାନି ୧୯୩.୩ ମିଲିଅନ ଟନ୍ ଉତ୍ପାଦନ କରିଛି। ଏହା...

ଆଇପିଏଲ୍ ୨୦୨୩: ପ୍ରଥମ ମ୍ୟାଚରେ ଚେନ୍ନାଇକୁ ହରାଇଲା ଗୁଜରାଟ ଟାଇଟନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ ୨୦୨୩ର ଦମଦାର ଶୁଭାରମ୍ଭ ହୋଇଯାଇଛି। ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୫ ଓ୍ଵିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି। ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ ପାଇଁ ଗୁଜୁରାଟର...

ଆଇପିଏଲ୍ ୨୦୨୩: ପ୍ରଥମ ଦିନରେ ଗୁଜରାଟ-ଚେନ୍ନାଇ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ୍। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୨୦୨୩ ସଂସ୍କରଣ। ପ୍ରଥମ ଦିନରେ ଏକ ଦମ୍‌ଦାର ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ...

ଆରମ୍ଭ ହେଲା ଭଦ୍ରକ – ନୟାଗଡ଼ ମେମୁ ଟ୍ରେନ୍ ଚଳାଚଳ

ଓଡ଼ିଶାଲାଇଭ୍ ବ୍ୟୁରୋ ରାମ ନବମୀରେ ଭଦ୍ରକ ଓ ନୟାଗଡ଼ ମଧ୍ୟରେ ଆରମ୍ଭ ହୋଇଛି ମେମୁ ଟ୍ରେନ୍ ଚଳାଚଳ। ଗୁରୁବାର କଟକ ରେଳ ଷ୍ଟେସନରୁ ଏହି ପାସେଞ୍ଜର ଟ୍ରେନ୍ ସେବାର ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳ...

ପୁଣି ଡରାଉଛି କୋଭିଡ୍-୧୯, ଦେଶରେ ଦୈନିକ ସଂକ୍ରମଣ ୩ ହଜାର ପାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ଦେଶରେ ଦୈନିକ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି। ଏହା ଏବେ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର...

ସିଆରପିଏଫ୍ ପକ୍ଷରୁ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ଏପ୍ରିଲ ୨୮

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଅଧିନସ୍ଥ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ) ପକ୍ଷରୁ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀ ପାଇଁ ମାସିକ ୨୨ ହଜାରରୁ ୬୦...