National

ସହିଦଙ୍କୁ ସଲାମ୍ – ଅଢ଼େଇ ବର୍ଷର ପୁଅ ଦେଲା ବାପାଙ୍କୁ ମୁଖାଗ୍ନି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରାଖଣ୍ଡରେ ସହିଦ ଯବାନଙ୍କୁ ମୁଖାଗ୍ନି ଦେଲେ ଅଢ଼େଇ ବର୍ଷର ପୁଅ। ପୁଲୱାମା ଆତଙ୍କବାଦୀ ହମ୍‌ଲାରେ ୪୦ରୁ ଅଧିକ ଯବାନ ସହିଦ ହେବା ଘଟଣା ଯେତିକି ଲୋମଟାଙ୍କୁରା ଥିଲା ତାଠୁ ଅଧିକ ହୃଦୟ ବିଦାରକ...

ପୁଲୱାମା ପରେ ଏଲଓସିରେ ଜଣେ ଆର୍ମି ମେଜର ସହିଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସହିଦଙ୍କୁ  ଅଶ୍ରୁଳ ବିଦାୟ ଦିଆଯିବା ଭିତରେ ଆଉ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି। ରାଜୌରୀ ସେକ୍ଟରରେ ନିୟନ୍ତ୍ରଣରେଖା ନିକଟରେ ଆଇଡି ବିସ୍ଫୋରଣରେ ସେନାର...

ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନର ବଡ଼ ବୟାନ – ପ୍ରମାଣ ଅଛି ତ ଦିଅ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନ ବଡ଼ ବୟାନ ଦେଇଛି। ଭାରତ ପାଖରେ ଯଦି ପ୍ରମାଣ ଅଛି ତେବେ ଭାରତ ଦେଉ, ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କୁରୈଶୀ କହିଛନ୍ତି। ଜମ୍ମୁ କଶ୍ମୀର...

ସହିଦଙ୍କ ପରିବାରକୁ ୫ ଲକ୍ଷ ଆର୍ଥିକ ସହାୟତା ଦେବେ ବିଗ୍‌ ବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ସହାୟତା ଲାଗି ବଲିଉଡର ମହାନାୟକ ବିଗ୍‌ ବି ହାତ ବଢ଼େଇଛନ୍ତି। ଏହି ବର୍ବର ଆତଙ୍କବାଦ ଆକ୍ରମଣରେ ସହିଦ ଯବାନଙ୍କ ପରିବାରକୁ...

ଦ କପିଲ ଶର୍ମା ଶୋ’ରେ ସିଦ୍ଧୁଙ୍କ ସ୍ଥାନ ନେବେ ଅର୍ଚ୍ଚନା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ପ୍ରତି ନରମ ମନୋଭାବ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ମହଙ୍ଗା ପଡ଼ିଛି। ଆକ୍ରମଣ ପରେ ପାକିସ୍ତାନକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁଁ ସେ ବିବାଦରେ ପଡ଼ିଛନ୍ତି। ବିବାଦ...

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ପ୍ରତି ନରମ ମନୋଭାବ ଦେଖାଇ ‘ଦ କପିଲ ଶର୍ମା ଶୋ’ରୁ ହଟିଲେ ସିଦ୍ଧୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁକଶ୍ମୀର ପୁଲୱାମାରେ ୪୦ରୁ ଅଧିକ ଯବାନ ସହିଦ ହେବା ପରେ କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ହେଉଥିବା ବିରୋଧ ପରେ ତାଙ୍କୁ ‘ଦ କପିଲ ଶର୍ମା ଶୋ’ରୁ...

ସହିଦଙ୍କୁ ସମ୍ମାନ ଜଣାଇ ଫେବ୍ରୁଆରି ୧୭ରେ ବଲିଉଡ ପାଳିବ ବ୍ଲାକ୍‌ ଡେ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଫେବ୍ରୁଆରି ୧୭ରେ ବଲିଉଡ ପାଳିବ ବ୍ଲାକ୍‌ ଡେ'। ୧୪ ଫେବ୍ରୁଆରି, ଗୁରୁବାରକୁ ସାରା ଦେଶବାସୀ ପ୍ରେମର ଦିବସ ପାଳନ କରୁଥିବା ବେଳେ ଏକ ଆତଙ୍କବାଦୀ ଆକ୍ରମଣ ଦେଶର...

ପାକିସ୍ତାନକୁ ବ୍ୟାନ ନୁହେଁ ବରବାଦ କରାଯାଉ: କଙ୍ଗନା ରଣାୱତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆକ୍ରମଣ ଘଟଣା ସାରା ଦେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ବଲିଉଡ, କ୍ରୀଡ଼ା, ରାଜନୀତି ସବୁଠି ଯବାନଙ୍କୁ ଝୁରୁଛନ୍ତି ଲୋକେ। ଦେଶବ୍ୟାପି ଲୋକ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏହି...

ଏପର୍ଯ୍ୟନ୍ତର ସବୁଠୁ ବଡ଼ ଆକ୍ରମଣ ପୁଲୱାମା, ଜାଣନ୍ତୁ ଏହା ପୂର୍ବରୁ ହୋଇଥିବା ବଡ଼ ଆକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୪ ଫେବ୍ରୁଆରି ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୪୪ ବୀର ଯବାନଙ୍କୁ ହରାଇ ସାରା ଭାରତ ଶୋକରେ ବୁଡ଼ିଛି। ସମଗ୍ର ଦେଶବାସୀଙ୍କ ଲୁହ ଛଳଛଳ ଆଖିରେ ଜାଗି ଉଠିଛି ପ୍ରତିଶୋଧର...

ଆତଙ୍କବାଦୀ ହମଲାକୁ ସୋସିଆଲ ମିଡିଆରେ ସମର୍ଥନ କରି ଚାକିରିରୁ ବିଦା ହେଲେ କଶ୍ମୀର ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାକୁ ସୋସିଆଲ ମିଡିଆରେ ସମର୍ଥନ କରିଥିବାରୁ ମୁମ୍ବାଇର ଏକ ଘରୋଇ କମ୍ପାନି ନିଜ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଏହାସହିତ ତାଙ୍କୁ ଏପରି କହିବାର କାରଣ ପଚରାଯାଇଛି।   ସୂଚନାନୁସାରେ...