National

ଆକ୍ରମଣର ପ୍ରତିଶୋଧ ନେବୁ – ସିଆର୍‌ପିଏଫ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ “ପୁଲୱାମା ଅତଙ୍କୀ ଆକ୍ରମଣକୁ ନା ଆମେ ଭୁଲି ପାରିବୁ ନା କାହାକୁ କ୍ଷମା ଦେଇପାରିବୁ। ୪୪ ଜଣ ଯବାନଙ୍କ ସହିଦର ପ୍ରତିଶୋଧ ନେବୁ ଆମେ। ଆମେ ସହିଦଙ୍କ ପରିବାର ସହିତ ଅଛୁ।”,...

ଗୋଟିଏ ପୁଅ ହରେଇଛି, ଆଉ ଗୋଟିଏ ପୁଅକୁ ପଠେଇବି – ପାକିସ୍ତାନକୁ କଡ଼ା ଜବାବ ଦିଆଯାଉ

ଓଡ଼ିଶାଲାଇଭ୍ ବ୍ୟୁରୋ “ଦେଶ ସେବାରେ ମୁଁ ମୋର ଗୋଟିଏ ପୁଅକୁ ହରେଇଛି, ମାତୃଭୂମି ପାଇଁ ଆଉ ଗୋଟେ ପୁଅକୁ ବି ପଠେଇବି। କିନ୍ତୁ ପାକିସ୍ତାନକୁ କଡ଼ା ଜବାବ ମିଳିବା ଦରକାର”, ଏହି ଶବ୍ଦ ସେହି...

ପୁଲୱାମା ଆକ୍ରମଣ – ରାହୁଲ କହିଲେ ଆମେ ସେନା ଓ ସରକାରଙ୍କ ସହ ଅଛୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆକ୍ରମଣ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଘଟଣାକୁ ନେଇ ଏକ ପ୍ରେସମିଟ୍‌ କରିଛନ୍ତି। ଏଭଳି ଜଘନ୍ୟ ଆକ୍ରମଣର ଘୋର ନିନ୍ଦା କରିବା ସହିତ...

ବିଏସ୍‌ଏନ୍‌ଏଲ୍‌ ବନ୍ଦ ହେବା ଖବର ମିଥ୍ୟା: ସିଜିଏମ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇଦିନ ହେବ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା କି ଖୁବଶୀଘ୍ର ଭାରତ ସଂଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ବନ୍ଦ ହେବ। ଏହାକୁ ମିଥ୍ୟା ବୋଲି କହିଛନ୍ତି ବିଏସ୍‌ଏନ୍‌ଏଲ୍‌ର ସିଜିଏମ୍‌ ସତ୍ୟାନନ୍ଦ ନାୟକ। ସେ...

ସହିଦଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧୪ତାରିଖରେ ପୁଲୱାମାରେ ଯେଉଁ ଆତଙ୍କୀ ହମଲା ହେଲା ସେଥିରେ ପାଖାପାଖି ୪୪ଜଣ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଏକଘରକିଆ ହେବ ପାକିସ୍ତାନ – ଅରୁଣ ଜେଟଲି

  ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ହୋଇଥିବା ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାକୁ ଘୋର ବିରୋଧ କରି ଭାରତ...

ପୁଲୱାମା ଆକ୍ରମଣର ମୁହଁତୋଡ଼ ଜବାବ ଦିଆଯିବ – ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ଘଟଣା ଦେଶବ୍ୟାପି ଲୋକଙ୍କ ହୃଦୟ ଥରାଇ ଦେଇଛି। ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଶୁକ୍ରବାର ସୁରକ୍ଷା...

୪୪ଯବାନଙ୍କ ବଳିଦାନ ପରେ କଠୋର ହେବ କି ଭାରତ?

ଓଡ଼ିଶାଲାଇଭ ବ୍ୟୁରୋ ସାରାଦେଶ ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାକୁ ନିନ୍ଦା କରିବାସହ ଏହାର ଜବାବ ଦେବା ଆବଶ୍ୟକତା ଥିବା କହୁଛନ୍ତି। କେବଳ ଦେଶ ନୁହଁ ଆମେରିକା ଋଷ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ଏପରି...

ପୁଲୱାମା ଆକ୍ରମଣ – ଉତ୍ତରପ୍ରଦେଶର ୧୨ ସହିଦ, ସହାୟତା ରାଶି ଘୋଷଣା କଲେ ଯୋଗୀ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଯବାନ ହୋଇଥିବାବେଳ ଏଥିରେ ଉତ୍ତରପ୍ରଦେଶ ୧୨ ଜଣ ସହିଦ ହୋଇଛନ୍ତି। ୧୨ ଜଣ ସହିଦଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି...

ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି। ପୁଲୱାମା ଆତଙ୍କୀ ହମଲା ଯୋଗୁଁ ଶାହଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି। କେବଳ ଓଡ଼ିଶା ଗସ୍ତ ନୁହଁ ଶାହଙ୍କ ସମସ୍ତ ରାଜନୈତିକ...