National

ବାପା ମା’ଙ୍କ ଆକାଉଣ୍ଟକୁ ପିଲା ଦେବେ ଦରମାର ୫ରୁ ୧୦%, କେଉଁଠି ଓ କାହିଁକି ଜାଣନ୍ତୁ?

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ପିଲାଙ୍କ ରୋଜଗାରର ୫ରୁ ୧୦ ପ୍ରତିଶତ ଟଙ୍କା ବାପା ମା’ଙ୍କ ଆକାଉଣ୍ଟରେ ଜମା ହେବ।  ନେପାଳ ସରକାର ଖୁବ ଶୀଘ୍ର ଏଭଳି ଏକ ନିୟମ ଆଣିବାକୁ ଯାଉଛନ୍ତି। ନେପାଳ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ...

ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲା – ୧୬ ବର୍ଷ ପରେ ରାମ ରହିମ ଦୋଷୀ ସାବ୍ୟସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜାନୁଆରୀ ୧୭ରେ ହେବ ଦଣ୍ଡାଦେଶ ଶୁଣାଣି। ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ...

ଆଇପିଏସ୍ ପଦବୀକୁ ଛି କରିଦେଲେ ଆଲୋକ ବର୍ମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବା ପରେ ଆଲୋକ ବର୍ମା ନିଜ ଆତ୍ମସମ୍ମାନକୁ ଜଗି ଆଇପିଏସ୍‌ ପଦବୀକୁ ଛି କରିଦେବାକୁ ଶ୍ରେୟ ମଣିଛନ୍ତି। ସିବିଆଇ କଳି ବଢ଼ୁଛି ପଛେ ଥମିବାର ନାଁ ଧରୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ...

ପାଣ୍ଡ୍ୟାଙ୍କ ବୟାନ ସମ୍ପୂର୍ଣ୍ଣ ବ୍ୟକ୍ତିଗତ: କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫିଲ୍ମମେକର କରଣ ଜୋହରଙ୍କ ଚାଟ ଶୋ ‘କଫି ୱିଥ୍ କରଣ’ର ସିଜିନ ୬ରେ ଅତିଥି ହୋଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ପରେ ଚର୍ଚ୍ଚା ବଢିଛି।...

ତିନିଦିନ ପାଇଁ ବ୍ୟାଙ୍କ କାର୍ଯ୍ୟ ଠପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଶନିବାରଠାରୁ ସୋମବାର ତିନିଦିନ ଧରି ବନ୍ଦ ରହିବ ବ୍ୟାଙ୍କ କାରବାର। ସାଧାରଣତଃ ଦୈନନ୍ଦିନ ଲୋକମାନଙ୍କର ବ୍ୟାଙ୍କ ସହ ଜଡ଼ିତ ବହୁ ଗୁରୁତ୍ୱପୂର୍ଣ୍ଣ କାମ ରହିଥାଏ। ସେହି ଦୃଷ୍ଟିରୁ ଯଦି ବ୍ୟାଙ୍କଗୁଡ଼ିକ ଲଗାତର କିଛି...

କଫି ୱିଥ୍ କରଣ – ହଟଷ୍ଟାରରୁ ହଟିଲା ପାଣ୍ଡ୍ୟାଙ୍କ ବିବାଦୀୟ ଏପିସୋଡ

ଓଡ଼ିଶାଲାଇଭ୍ ବ୍ୟୁରୋ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିପ୍ପଣୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିବାଦକୁ ଦୃଷ୍ଟିରେ ରଖି ହଟଷ୍ଟାରରୁ ପାଣ୍ଡ୍ୟାଙ୍କ ବିବାଦୀୟ ଏପିସୋଡକୁ ହଟାଇ ଦିଆଯାଇଛି। ଫିଲ୍ମମେକର କରଣ ଜୋହରଙ୍କ ଚାଟ ଶୋ ‘କଫି ୱିଥ୍ କରଣ’ର...

କୁମ୍ଭୀରର ସ୍ମୁତିରେ ନିର୍ମାଣ ହେବ ମନ୍ଦିର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧରଣତଃ ଲୋକେ ସେମାନଙ୍କ ପ୍ରିୟଜନଙ୍କ ଦେହାନ୍ତ ପରେ ସେମାନଙ୍କୁ ମନେ ରଖିବା ଲାଗି କିମ୍ବା ସେମାନଙ୍କ ସ୍ମୃତିରେ ମନ୍ଦିର ନିର୍ମାଣ କରିଥାନ୍ତି। ମାତ୍ର ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ରାୟପୁରଠୁ ୮୦...

‘ଭାରତୀୟ ଯବାନଙ୍କ ପାଇଁ ସମଲିଙ୍ଗୀ ସମ୍ପର୍କ ନିଷିଦ୍ଧ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଏକ ରକ୍ଷଣଶୀଳ ଦେଶ। ସୈନବାହିନୀ ମଧ୍ୟ ସେହି ଧାରାରେ ପରିଚାଳିତ। ଜେନେରାଲ ବିପିନ ରାୱାତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କହିଛନ୍ତି ଯେ,’’ ସମଲିଙ୍ଗୀ ଯୌନ ସମ୍ପର୍କକୁ  ସୁପ୍ରିମକୋର୍ଟ ଅପରାଧମୁକ୍ତ କରିଥିଲେ...

୨୦୧୯ରେ କେଉଁ ଷ୍ଟାର କିଡ୍‌ କରିବେ ବଲିଉଡରେ ଡେବ୍ୟୁ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୯ରେ କେତେକ ଷ୍ଟାରକିଡ୍‌ ବଲିଉଡରେ ଡେବ୍ୟୁ କରିବେ ବୋଲି ଆଶା କରାଯାଉଛି। ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ… ୨୦୧୮ରେ ଜାହ୍ନବୀ କପୁର, ସାରା ଅଲ୍ଲୀ ଖାନ୍ ଓ ଇଶାନ୍ ଖଟ୍ଟରଙ୍କ...

ଝିଅକୁ ଅଙ୍ଗନବାଡ଼ିରେ ପଢ଼ାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାରୀ ସ୍କୁଲ ତୁଳନାରେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଭିଭାବକମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି। ସେମାନେ ତାଙ୍କ ପିଲାଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଚାହୁଁଛନ୍ତି। ଏମିତି...