National

ଦେଶର ପ୍ରଥମ ରେଲୱେ ୟୁନିଭର୍ସିଟି ଉଦ୍‌ଘାଟିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ପ୍ରଥମ ରେଲୱେ ୟୁନିଭର୍ସିଟି ଉଦ୍‌ଘାଟିତ, ଜାଣନ୍ତୁ ଦେଶର ପ୍ରଥମ ରେଲୱେ ୟୁନିଭର୍ସିଟି ସମ୍ପର୍କରେ କିଛି ତଥ୍ୟ। କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଶନିବାର ଦେଶର...

ପ୍ରସାଦ ଖାଇ ୧୦ରୁ ଅଧିକ ମୃତ, ୯୦ ଅସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକରେ ମନ୍ଦିରର ପ୍ରସାଦ ଖାଇ ୧୩ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୯୦ଜଣ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର କର୍ଣ୍ଣାଟକର ଚାମରାଜନଗର ଜିଲ୍ଲା ଅନ୍ତର୍ଗତ ସୁଲିବାଦି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।...

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ପାଇଁ ୪ ଦାବିଦାର, ଖୁବଶୀଘ୍ର ହେବ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଫୋକସ୍‌ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସିଂହାସନ, ଶନିବାର ସନ୍ଧ୍ୟାରେ ହେବ ଘୋଷଣା। ତିନି ରାଜ୍ୟ ମଧ୍ୟପ୍ରଦେଶ, ଛିତଶଗଡ଼, ରାଜସ୍ଥାନର ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ...

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ତିରୋଧାନ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ସ୍ଵାଧିନତାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ହେଉଛି ୬୮ତମ ତିରୋଧାନ ଦିବସ। ୧୮୭୫ ମସିହାରେ ୩୧ ଅକ୍ଟୋବର ଗୁଜୁରାଟର ଏକ କୃଷକ ପରିବାରରେ...

ଜାମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର-୧ ଯବାନ ସହିଦ, ୩ ଆତଙ୍କବାଦୀ ମୃତ

ଓଡ଼ିଶଲାଇଭ ବ୍ୟୁରୋ ଜାମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ। ଏହି ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କାବାଦୀମାନେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ସ୍ପଷ୍ଟ ହୋଇଛି।...

ରାଜସ୍ଥାନରେ ‘ରାଜନୀତିର ଯାଦୁଗର’, ଏମିତି ରହିଛି ଗେହଲଟଙ୍କ ରାଜନୈତିକ ଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ପକ୍ଷରୁ ଦୁଇଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ଅଶୋକ ଗେହଲଟଙ୍କୁ ପୁଣି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରୂପେ ଚୟନ କରାଯାଇଛି। ଲମ୍ଵା ସମୟ ଧରି ରାଜନୀତିରେ ସକ୍ରିୟ ଗେହଲଟ ରାଜସ୍ଥାନରେ ବହୁତ ଲୋକପ୍ରିୟ ନେତା...

ଜାଣନ୍ତୁ କେମିତି ରହିଛି ସଚିନ ପାଇଲଟଙ୍କ ରାଜନୈତିକ ଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ କଂଗ୍ରେସର ଯୁବନେତା ସଚିନ୍ ପାଇଲଟ। ବୟସ କମ୍ ହୋଇଥିଲେ ମଧ୍ୟ ରାଜନୈତିକ ଗୋଟି ଚଳାଇବାରେ ସେ ମାହିର। କଂଗ୍ରେସର ଯୁବ ବ୍ରିଗେଡର ମଧ୍ୟରେ ସଚିନଙ୍କ...

ଓଡ଼ିଶା ପୁରୁଷ ହକି ବିଶ୍ୱକପ: ଆଜି ସେମିଫାଇନାଲ ଟକ୍କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଶନିବାର ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ପ୍ରଥମ ସେମିଫାଇନାଲ ମ୍ୟାଚ ଅପରାହ୍ନ ୪ଟାରେ ବେଲଜିୟମ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ...

ମୋଦିଙ୍କ ବିଦେଶ ଯାତ୍ରାରେ ୨ ହଜାର କୋଟି ଖର୍ଚ୍ଚ – ସାଢ଼େ ୪ ବର୍ଷରେ ଯାଇଛନ୍ତି ୮୪ ଦେଶ  

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଢ଼େ ୪ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାରେ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଏହି ତଥ୍ୟ ସାମ୍ନାକୁ ଆସିଛି। ସଂସଦରେ...

ଅମିତାଭ ଘୋଷଙ୍କୁ ମିଳିବ ସର୍ବୋଚ୍ଚ ସାହିତ୍ୟ ସମ୍ମାନ ‘ଜ୍ଞାନପୀଠ’ ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ‘ଜ୍ଞାନପୀଠ’ ପୁରସ୍କାରରେ ସମ୍ମାନିତ ହେବେ ଅମିତାଭ ଘୋଷ। ପ୍ରଖ୍ୟାତ ଔପନାସିକ ଅମିତାଭ ଘୋଷ ପାଇବେ ୫୪ତମ ଜ୍ଞାନପୀଠ ପୁରସ୍କାର। ଶୁକ୍ରବାର ଜ୍ଞାନପୀଠ ପୁରସ୍କାର କମିଟି ପକ୍ଷରୁ ଅମିତାଭ...