National

ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଧକ୍କା, ଭାରତ ଆସିବାକୁ ଲଣ୍ଡନ କୋର୍ଟଙ୍କ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାୟ ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନଶୁଝି ବିଦେଶ ପଳାଇଯାଇଥିବା ବିଜୟ ମାଲ୍ୟା ଭାରତ ଆସିବା ରାସ୍ତା ସଫା ହୋଇଛି। ଭାରତକୁ ପ୍ରତ୍ୟାବର୍ତ୍ତନ ପାଇଁ ଲଣ୍ଡନର ଏକ କୋର୍ଟ...

ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି। ଇସ୍ତଫାପତ୍ରରେ ଆରବିଆଇ ଷ୍ଟାଫ୍, ଅଫିସର୍ସ, ମ୍ୟାନେଜମେଣ୍ଟର ସମର୍ଥନ...

୮ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଯୁବତୀ ଜୀବନ୍ତ ଅବସ୍ଥାରେ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାଡ଼ଖଣ୍ଡରେ ୮ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଯୁବତୀ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଝାଡ଼ଖଣ୍ଡରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୮ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଯୁବତୀ ଜୀବନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାକ୍‌ ହାଇ କମିଶନର ସାହେଲ ମହମ୍ମଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହକି ବିଶ୍ୱକପ୍‌ ପାଇଁ ପ୍ରସଂଶା କରିଛନ୍ତି ପାକିସ୍ତାନ ହାଇ କମିଶନର ସାହେଲ ମହମ୍ମଦ। ଓଡ଼ିଶାରେ ହକି ବିଶ୍ୱକପ୍‌ର ଆୟୋଜନ ପାଇଁ ପୁଣିଥରେ ପ୍ରସଂଶାର ପାତ୍ର ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ଇଶା ଅମ୍ବାନିଙ୍କ ହାଇପ୍ରୋଫାଇଲ୍‌ ବାହାଘର – ଯୋଗଦେଲେ ହିଲାରୀ କ୍ଲିଣ୍ଟନ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଇଶା ଅମ୍ବାନିଙ୍କ ବିବାହ ଉତ୍ସବରେ ଯୋଗଦେଲେ ହିଲାରୀ କ୍ଲିଣ୍ଟନ ଓ ପପ୍‌ ସିଙ୍ଗର ବେୟୋନ୍‌ସ। ଆରମ୍ଭ ହୋଇଯାଇଛି ଶିଳ୍ପପତି ମୁକେଶ ଅମ୍ବାନିଙ୍କ ସୁପୁତ୍ରୀ ଇଶା ଅମ୍ବାନିଙ୍କ ବିବାହ ଉତ୍ସବ। ସେଥିପାଇଁ ରାଜସ୍ଥାନର...

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା

   ଓଡ଼ିଶାଲାଇଭ୍ ବ୍ୟୁରୋ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉପେନ୍ଦ୍ର କୁଶୱାହା।    ସଂସଦର ଶୀତ ଅଧିବେଶନ ଡିସେମ୍ବର ୧୧ରେ ବସିବ। ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର...

ମହିଳା ସଂରକ୍ଷଣ ପ୍ରସଙ୍ଗ – ରାହୁଲଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସମର୍ଥନରେ ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସାଥ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ...

ଆଡିଲେଡ୍ ଟେଷ୍ଟ – ୧୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଭାରତର ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ ଜଗତରେ ବିରାଟ ବାହିନୀ ଇତିହାସ ରଚିଛି। ଆଡିଲେଡ୍ ଓଭାଲଠାରେ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା ୪ ମ୍ୟାଚ ବିଶିଷ୍ଟ ପ୍ରଥମ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଭାରତ ଅଷ୍ଟ୍ରେଲିଆ...

ଓଡ଼ିଶା ଉପରେ ତେଲୁଗୁ ଦେଶମ, ତୃଣମୂଳ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବି ନଜର 

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଗାମୀ ୨୦୧୯ ନିର୍ବାଚନ ପାଖେଇ ଆସୁଥିଲା ବେଳେ ବିଜେପି ବ୍ୟତୀତ ଅନ୍ୟ ଦଳର ନଜର ବି ଓଡ଼ିଶା ଉପରେ ପଡ଼ିଛି। ଖବର ମିଳିଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ...

ବଲିଉଡ ବାଦଶାହ ଶାହରୁଖଙ୍କ ବିଷୟରେ କିଛି ଅଜଣା କଥା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ବଲିଉଡ ବାଦଶାହ ଶାହରୁଖଙ୍କ ବିଷୟରେ ତ ପ୍ରାୟ ଅନେକଙ୍କୁ ଜଣା। ହେଲେ ତାଙ୍କ ପରିବାର ଓ ପୂର୍ବ ପୁରୁଷମାନଙ୍କ ବିଷୟରେ ଆପଣ କ’ଣ ଜାଣନ୍ତି? ତେବେ ଜାଣନ୍ତୁ ସେହି ବିଷୟରେ… ଶାହରୁଖ...