ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କ ବଦଳି ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଟକ ଗ୍ରାମାଞ୍ଚଳ ଓ ଦେବଗଡ଼ର ଏସପିଙ୍କୁ...
ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ସାଧାରଣ ନିର୍ବାଚନ ଲାଗି ଚଳଚଞ୍ଚଳ ହୋଇଉଠିଛି ରାଜନୈତିକ ମହଲ। ନିର୍ବାଚନ ବାଜି ହାତେଇବାକୁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ନିକଟରେ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା...
ବିଜେପିରେ ସାମିଲ ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟିକା ସୀତା ସୋରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିରେ ସାମିଲ ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର ବିଧାୟିକା ସୀତା ସୋରେନ। ସୀତା ସାରେନ ହେଉଛନ୍ତି ଜେଏମଏମର ଅଧ୍ୟକ୍ଷ ଶିବୁ ସୋରେନଙ୍କର ବଡ଼ ବୋହୁ।
ସୀତା ସୋରେନ ମଙ୍ଗଳବାର ଦିନ...
ନିର୍ବାଚନ ଆୟୋଗଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ବଦଳିଲେ ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୬ ରାଜ୍ୟର ଗୃହ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ସୋମବାର ପଶ୍ଚିମବଙ୍ଗର ଡିଜିପିଙ୍କ ସମେତ ୬ଟି ରାଜ୍ୟର ଗୃହ ସଚିବଙ୍କୁ ପଦରୁ ହଟାଇଛନ୍ତି ନିର୍ବାଚନ ଆୟୋଗ। ଏନେଇ...
କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା: ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ଆଶ୍ୱସ୍ତ। ନିର୍ବାଚନୀ ସତ୍ୟପାଠ ଅନିୟମିତତା ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ।
ମାର୍ଚ୍ଚ...
ଏସବିଆଇକୁ ପୁଣି ସୁପ୍ରିମକୋର୍ଟଙ୍କ ଚେତାବନୀ, ଗୁରୁବାର ସୁଦ୍ଧା ସବୁ ନିର୍ବାଚନୀ ବଣ୍ଡ ୟୁନିକ୍ ନମ୍ବରର ତଥ୍ୟ ଦେବାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନୀ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ (ଏସବିଆଇ) ପୁଣି ଲାଗିଛି ଝଟକା। ସୋମବାର ମାମଲାର ଶୁଣାଣି ବେଳେ ଏସବିଆଇ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଏସବିଆଇକୁ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା...
ବାଜିଲା ନିର୍ବାଚନୀ ବିଗୁଲ: ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ସାଧାରଣ ନିର୍ବାଚନ ଲାଗି ବାଜିଲା ବିଗୁଲ। ଶନିବାର ଦିନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନର୍ବାଚନ କମିଶନର ରାଜୀବ କୁମାର। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ତାରିଖ...
ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ଶନିବାର ଦିନ ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ। ଲୋକସଭା ନିର୍ବାଚନ ସହ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଶନିବାର ଅପରାହ୍ଣ ୩ଟାରେ ମୁଖ୍ୟ...
ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଶୁକ୍ରବାର ଦାୟିତ୍ଵ ଗ୍ରହଣ କରିଛନ୍ତି ଦୁଇ ନୂଆ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର...
ହାପି ବେବି ପ୍ରୋଗ୍ରାମ: ଟୀକାକରଣ ଲାଗି ସଚେତନତା ସୃଷ୍ଟି କରିବାରେ ହ୍ଵାଟସ ଆପ୍ ଓ ଏଆଇ ଚାଟବଟ୍ ପାଲଟିଛି...
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରାଣାସୀର ବସ୍ତି ଅଞ୍ଚଳଗୁଡ଼ିକରେ ‘ହାପି ବେବି ପ୍ରୋଗ୍ରାମ’ ମାଧ୍ୟମରେ ଶିଶୁମାନଙ୍କର ଟୀକାକରଣ ଲାଗି ସଚେତନତା ସୃଷ୍ଟି କରିବାରେ ହ୍ଵାଟସଆପ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟାଚବଟର ସଫଳତା ପୂର୍ବକ ବ୍ୟବହାର କରାଯାଇଛି।
ଏହି...




















