National

ନୂଆଦିଲ୍ଲୀ: ବର୍ଷ ୨୦୨୩ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ପାଇଁ ଭାରତୀୟ ଖେଳାଳିମାନଙ୍କୁ ମିଳିଲା ଜାତୀୟ କ୍ରୀଡ଼ା ପୁରସ୍କାର ବ୍ୟାଡମିଣ୍ଟନ ତାରକା ସାତ୍ତ୍ଵିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର କ୍ରିକେଟର ମହମ୍ମଦ ଶାମିଙ୍କ ସହ ୨୬...

ଓଡ଼ିଶାରେ ବଢ଼ୁଛି ବାୟୁ ପ୍ରଦୂଷଣ, ରାଜ୍ୟର ୬ ସହରରେ ସାଂଘାତିକ ସ୍ଥିତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟର ବଡ଼ ବଡ଼ ସହରରେ ବାୟୁ ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ...

ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେଲେ ଶେଖ୍ ହସିନା

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ଶେଖ୍ ହସିନା। ମୋଟ ୩୦୦ ଆସନରୁ ୨୨୩ଟି ଆସନରେ ହସିନାଙ୍କ ଦଳ ଆଓ୍ଵାମୀ ଲିଗ୍ ବିପୁଳ ବିଜୟ ହାସଲ କରିଛି। ବିଜୟ...

ଭାରତ-ମାଳଦ୍ୱୀପ କୂଟନୈତିକ ସମ୍ପର୍କରେ ତିକ୍ତତା, ସୋସିଆଲ ମିଡିଆରେ ଲାଗି ରହିଛି ‘ବୟକଟ୍ ମାଳଦ୍ୱୀପ’ ଟ୍ରେଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ମାଳଦ୍ୱୀପ ଓ ଭାରତ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ମାଳଦ୍ୱୀପ ସରକାରଙ୍କ କେତେକ ମନ୍ତ୍ରୀଙ୍କ ଭାରତ ବିରୋଧରେ ଅପମାନଜନକ ମନ୍ତବ୍ୟ ପରେ ଏହି ମାମଲା ଏବେ ଗୁରୁତର...

ଭାରତୀୟ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ ୩୦୧୫ଟି ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜାନୁଆରି ୧୪...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନରେ (ଡବ୍ଲୁସିଆର) ଅନେକ ଆପ୍ରେଣ୍ଟିସ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ପଶ୍ଚିମ କେନ୍ଦ୍ରୀୟ ଜୋନରେ ରେଲୱେ ଆପ୍ରେଣ୍ଟିସ ଅଧୀନରେ ଖାଲିଥିବା ୩,୦୧୫ଟି ପଦବୀ ପୂରଣ...

ଇସ୍ରୋର ସୋଲାର ମିଶନକୁ ବଡ଼ ସଫଳତା, ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍-ୱାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ହାସଲ କରିଛି ଆଉ ଏକ ଐତିହାସିକ ଉପଲବ୍ଧି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାର (ଇସ୍ରୋ) ସୌରଯାନ ଆଦିତ୍ୟ ଏଲ୍-ୱାନ ଶନିବାର ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ...

ଦଶପଲ୍ଲା ଷ୍ଟେସନରୁ ଗଡ଼ିଲା ଟ୍ରେନ, ଉଦଘାଟନ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁତ ଦିନର ଅପେକ୍ଷା ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଗଡ଼ିଲା ଟ୍ରେନ। ଶନିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନର ଉଦଘାଟନ କରିବା ସହ ପତାକା ଦେଖାଇ ଏଠାରୁ...

ସୋମାଲିଆ ଉପକୂଳରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଲା ଜାହାଜ, ୧୫ ଭାରତୀୟଙ୍କ ସହ ୨୨ ନାବିକଙ୍କୁ ଉଦ୍ଧାର କଲା ନୌସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ (ହାଇଜାକ) ହୋଇଥିବା ଜାହାଜ ‘ଏମଭି ଲିଲା ନୋର୍ଫୋକ୍’କୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିଛି ଭାରତୀୟ ନୌସେନା। ଏଥିରେ ଥିବା ୧୫ ଜଣ ଭାରତୀୟ ନାବିକଙ୍କ ସମେତ...

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ଏଥର ଓଡ଼ିଶାରେ ୩ କୋଟି ୩୨ ଲକ୍ଷରୁ ଅଧିକ ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶୁକ୍ରବାର ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏଥର ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ...

ସୋମାଲିଆ ଉପକୂଳରେ ୧୫ ଭାରତୀୟ ନାବିକ ଥିବା ଜାହାଜର ଅପହରଣ, ଉଦ୍ଧାର ଅଭିଯାନ ଆରମ୍ଭ କଲା ନୌସେନା    

ଓଡ଼ିଶାଲାଇଭ୍ ବ୍ୟୁରୋ ୧୫ ଜଣ ଭାରତୀୟ ନାବିକ ଥିବା ଏକ ବାଣିଜ୍ୟିକ ଜାହାଜର ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ (ହାଇଜାକ) ହୋଇଛି। ଲାଇବେରିଆ ଦେଶର ପତାକା ଥିବା ‘ଏମଭି ଲିଲା ନୋର୍ଫୋକ୍’ ଜାହାଜଟିକୁ ଗୁରୁବାର...